ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ନୂଆ ଖେଳ ଆରମ୍ଭ କଲେ ବୈଜୟନ୍ତ

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବାହମାସ୍‍ ଟିକସ ଠକେଇ ଭଳି ଘଟଣାରେ ବିଜେଡି ଏବେ ତାଙ୍କୁ ଘେରିଛି । କେବଳ ସେତିକି ନୁହେଁ, କେନ୍ଦ୍ର ସରକାର କାହିଁକି ଏହି ଘଟଣାରେ ତଦନ୍ତ କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇବା ସହିତ ଦଳ କେନ୍ଦ୍ରମନ୍ତ୍ରୀ
Read More...

ନବୀନଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ୱର: ବଦନାମ ନେତାଙ୍କ ଟିକେଟ୍‍ କାଟିଦେଲେ ବିଜେଡି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଅନେକ ଆକଳନ କରୁଥିଲେ, ଚିତ୍‍ପଟାଙ୍ଗ ମାରିବ ବିଜେଡି । ମୋଦୀ ହାଵାରେ ଅସନ୍ତୁଷ୍ଟଙ୍କ ଭୋଟ ମିଶିଲେ, ବରବାଦ ଆଡକୁ ଯିବ ଶଙ୍ଖ । ପୁଣି ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ
Read More...

ବେଗୁନିଆରେ ବୁଲିଲେ ପୃଥ୍ୱୀ, କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ୨୦୧୯ ନିର୍ବାଚନ ଗଣିତ ଦିନକୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଲାଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ତାଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ରାଜନୀତିକୁ ଓହ୍ଲାଇଛନ୍ତି । ଜାନକୀଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ବେଗୁନିଆକୁ ସେ ତାଙ୍କର
Read More...

ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ, ୮ରୁ କାର୍ଯ୍ୟ

ସୁପ୍ରିମକୋର୍ଟରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ମୁଖ୍ୟସଚିବ ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ । ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ ଓଡ଼ିଶାରେ କାର୍ଯ୍ୟ କରିବେ । ଲୋକାୟୁକ୍ତ ନିଯୁକ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସର୍ବୋଚ୍ଚ ନ୍ୟାୟାଳୟରେ ଏମିତି
Read More...

ବେଳ ଦେଖି ବୈଜୟନ୍ତଙ୍କୁ ବାଣ ମାରିଲା ବିଜେଡି

ଭୁବନେଶ୍ୱର: ବିଜେଡିରୁ ବିଦା ହେବା ବେଳେ ବୈଜୟନ୍ତଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଅଣାଯାଇଥିଲା । ସେତେବେଳେ ଦଳ ପକ୍ଷରୁ କୁହାଯାଇଥିଲା ଯେ ସେ ଅର୍ଥ ସଂକ୍ରାନ୍ତ ସ୍ଥାୟୀ କମିଟି ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ । ନ କରାଯିବା କାରଣରୁ ବିରୋଧୀ ହୋଇଛନ୍ତି । ବିଜେଡିର ଏହି ଅଭିଯୋଗ ବେଶ
Read More...

ଫଟୋରେ ରହିଗଲା ସ୍ମରଣୀୟ ମୁହୂର୍ତ

କିଏ ଯିଏ, ଆଉ କିଏ ଫେରିବେଅଧିବେଶନ ଶେଷ, ନୂଆ ସରକାରକୁ ଅପେକ୍ଷାମାନ ଅଭିମାନ ଛାଡି ହାତ ମିଳାଇଲେ ନେତାକାହାକୁ କେମିତି ମନେ ରଖିବ ବିଧାନସଭା ଭୁବନେଶ୍ବର: ଯେତେଥର ଗୃହରେ ବସିଛନ୍ତି, ରାଜନୈତିକ ଆକ୍ଷେପ, ପ୍ରତି ଆକ୍ଷେପ ହୋଇଛି । ଲଢେଇ ଅନେକ ସମୟରେ ବ୍ୟକ୍ତିଗତ ସ୍ତର ପର୍ଯ୍ୟନ୍ତ
Read More...

ମୁକାବିଲା ପାଇଁ ଏମିତି ଫର୍ମୁଲା

ସିବିଆଇର ଜବାବ ଦେବ ରାଜ୍ୟ ପୁଲିସଓଡ଼ିଶାରେ ଯାହା, କୋଲକାତାରେ ସେୟାସିବିଆଇରେ ଶନିବାର ହାଜର ହେବେ ରାଜୀବଶୁକ୍ରବାର ନାଗେଶ୍ବରଙ୍କ ପତ୍ନୀଙ୍କ କମ୍ପାନି ଉପରେ ଚଢ଼ଉ ଭୁବନେଶ୍ବର: ବିଜେଡିର ଦୁଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କୁ ସିବିଆଇ ନୋଟିସ କରିବାର କେଇ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ
Read More...

ଅଧ୍ୟାବସାୟ ଆଗରେ ହାର ମାନିଲା ଦାରିଦ୍ର୍ୟ

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ଗ୍ରାମର ଅର୍ଜୁନ ଚରଣ ଓଝା ଓ ସାବିତ୍ରୀ ଓଝାଙ୍କ ପଞ୍ଚମ ପୁତ୍ର ହେମନ୍ତ ଓଝା(୨୫)। ୨୦୦୯ ମସିହାରେ ପିସି ଘଡାଇ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ସେହିବର୍ଷ ଯୁକ୍ତ୨ରେ ନାମ ଲେଖାଇ ପାରି ନଥିଲେ। କାରଣ
Read More...

କ୍ଷମତାକୁ ଆସିଲେ ‘ତିନି ତଲାକ୍‌’ ଆଇନ ରଦ୍ଦ

କଂଗ୍ରେସ ମହିଳା ଶାଖା ମୁଖ୍ୟଙ୍କ ପ୍ରତିଶ୍ରୁତି ସଂଖ୍ୟାଲଘୁଙ୍କୁ ତୁଷ୍ଟୀକରଣ ଉଦ୍ୟମ ନୂ୍ଆଦିଲ୍ଲୀ : କଂଗ୍ରେସ ଯଦି ୨୦୧୯ରେ କ୍ଷମତାକୁ ଆସିବ ତେବେ ଏହା ବିବାଦୀୟ ‘ତିନି ତଲାକ୍‌’ ଆଇନକୁ ରଦ୍ଦ କରିଦେବ। ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ମହିଳା ଶାଖା ମୁଖ୍ୟ ସୁଶ୍ମିତା ‌ଦେବ୍।
Read More...

ଇଞ୍ଜିନିୟରିଂ କଲେଜ୍‌ରେ ସରସ୍ବତୀ ପୂଜାକୁ ନା’

ଥିରୁବନନ୍ତପୁରମ୍‌: ‌କେରଳର ଆଲାପୁଝା ସ୍ଥିତ କୋଚିନ୍‌ ୟୁନିଭର୍ସିଟିର ଅଫ୍‌ ଇଞ୍ଜିନିୟରିଂ କଲେଜ୍‌ର କୁଳପତି ଛାତ୍ରଛାତ୍ରୀଙ୍କୁ ସରସ୍ବତୀ ପୂଜା ପାଇଁ ଅନୁମତି ଦେଇନାହାନ୍ତି। ଉତ୍ତର ଭାରତୀୟ ଛାତ୍ରମାନେ ବିଶ୍ବବିଦ୍ୟାଳୟରେ ସରସ୍ବତୀ ପୂଜା‌ କରିବାପାଇଁ କୁଳପତିଙ୍କ ଅନୁମତି ମାଗିଥି‌ଲେ।
Read More...