ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

କାଲିଠୁ ପୁରୀରେ ୪୮ ଘଣ୍ଟିଆ କର୍ଫ୍ୟୁ

ଅମାନିଆଙ୍କ ଉପରେ ଡ୍ରୋନ୍ ରଖିବ ନଜର ଭୁବନେଶ୍ବର: ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡାଯାତ୍ରା। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତାକାଲିଠୁ ପୁରୀରେ ଲାଗିବ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବ। ରଥଯାତ୍ରା ଠାରୁ ବାହୁଡା ଯାତ୍ରା ଅଧିକ କଟକଣା କଡାକଡି କରାଯିବ । ୧୯
Read More...

କେମିତି ସେବନ କରିବେ ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ

ମହାପ୍ରସାଦ ସେବା ମନ୍ତ୍ର ନୀଳାଚଳ ନିବାସାୟ ନିତ୍ୟାୟ ପରତ୍ମାତ୍ମନେ।ବଳଭଦ୍ରସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ।। ମହାପ୍ରସାଦ ସେବା ସମାପ୍ତି ମନ୍ତ୍ର ଯଦନ୍ନଂ ପାଚୟେତ୍ ଲକ୍ଷ୍ମୀ ର୍ଭୁଙ୍‌କ୍ତେ ଶ୍ରୀପୁରୁଷୋତ୍ତମଃ।ତଦନ୍ନଂ ମୋକ୍ଷଦଂ ଦିବ୍ୟଂ ଭକ୍ଷଣାତ୍ ପାପନାଶନମ୍।।
Read More...

ଟିକା ନେବା ପରେ ବି ସଂକ୍ରମିତ!

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଖୋର୍ଦ୍ଧାରୁ କିନ୍ତୁ ସଂକ୍ରମଣ କମୁନି। ଏପରିକି ଦୁଇଟି ଡୋଜ ଟିକା ନେବା ପରେ ଲୋକ ସଂକ୍ରମିତ ହେଉଛନ୍ତି । ଏଭଳି ଏକ ଚିନ୍ତାଜନକ ଦିଗ ସାମ୍ନାକୁ ଆସିଛି। ଟିକା ନେଇଥିବା ଲୋକଙ୍କ ମଧ୍ୟରେ ଭୁବନେଶ୍ୱରରେ ୪୦
Read More...

ସୋମବାରରୁ ଗଡିବ ଘରୋଇ ବସ

ଭୁବନେଶ୍ବର: ସୋମବାରରୁ ରାଜ୍ୟରେ ଚାଲିବ ସମସ୍ତ ଘରୋଇ ବସ। ଆଜି ରାଜ୍ୟ ଘରୋଇ ବସ ମାଲିକ ସଂଘ ସହ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଥିଲା। ପରେ ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ କହିଛନ୍ତି ଯେ, ରାଜ୍ୟ ସରକାର ତାଙ୍କର ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ତେଣୁ
Read More...

ଟଳମଳ ହେଲାଣି ୟେଦୁରପ୍ପାଙ୍କ ଗାଦି, ପଦ ଛାଡିବେ

ନୂଆଦିଲ୍ଲୀ: ଯେ କୌଣସି ମୁହୂର୍ତ୍ତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ବିଏସ୍ ୟେଦୁରପ୍ପା। ଏଭଳି ଏକ ଚର୍ଚ୍ଚା ନୂଆଦିଲ୍ଲୀରେ ଧୀରେ ଧୀରେ ଜୋର ଧରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ ସମୟରେ ତାଙ୍କୁ ପଦ ଛାଡିବା ଲାଗି ସଙ୍କେତ ଦିଆଯାଇଥିବା କୁହାଯାଉଛି।
Read More...

ଅଗଷ୍ଟ ୨୨ ଭିତରେ ମାଟ୍ରିକ ଫଳ

ଭୁବନେଶ୍ବର: ଅଫଲାଇନ ପରୀକ୍ଷା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ବଡ଼ ସୂଚନା ଦିଆଯାଇଛି । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ଦଶମ ଅଫଲାଇନ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷା ପାଇଁ ୧୫ ହଜାର ୧୧୫ ଜଣ ଫର୍ମ ପୂରଣ କରିଛନ୍ତି । ଗଂଜାମରୁ ସର୍ବାଧିକ ୧୩ ଶହ ୧୫ ଜଣ ଫର୍ମପୂରଣ କରିଛନ୍ତି ।
Read More...

ଜୁଲାଇ ୨୬ରୁ ଖୋଲିବ ଦଶମ, ଦ୍ୱାଦଶ

ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାରଙ୍କ ବଡ଼ ନିଷ୍ପତି ଆସିଲା। ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ । ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା
Read More...

ଇଏ କେମିତିକା ମାଆ?

ଭୁବନେଶ୍ବର: ରାଗ ବ୍ରହ୍ମଚଣ୍ଡାଳ। ନିଜ ଜନ୍ମ କଲା ଛୁଆଙ୍କୁ କୂଅ ଭିତରକୁ ଫିଙ୍ଗି ମାଆର ଆତ୍ମହତ୍ୟା ଉଦ୍ୟମ। ହେଲେ ସୌଭାଗ୍ୟବଶତଃ ମାଆ ସିନା ବଂଚିଗଲା ଦୁଇ ଛୁଆ କିନ୍ତୁ ସବୁ ଦିନ ପାଇଁ ଆଖିବୁଜିଦେଲେ। ପାରିବାରିକ କଳହର କରୁଣ ପରିଣତି କେତେ ଯେ ସାଂଘାତିକ ହୋଇପାରେ, ଆକସ୍ମିକ ରାଗ ମଣିଷକୁ
Read More...

ଏମ୍ସକୁ ସ୍ଥାନାନ୍ତର ହେଲା ଜଗନ୍ନାଥ..ଅପରେସନ ହେବ ହାତ

ଭୁବନେଶ୍ବର, ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ଘଟଣାର ଅଭିଯୁକ୍ତକୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ହାତ ଅପରେସନ ପାଇଁ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଏମ୍ସ ପଠାଯାଇଥିବା କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ହାତର ଏକ ଶିରା କଟିଯାଇଥିବାରୁ ପ୍ଲାଷ୍ଟିକ ସର୍ଜରି କରାଯିବ ପୁଲିସ
Read More...

ଅଲିମ୍ପିକ୍ସରେ କରୋନା ଭୟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କରୋନା ଆତଙ୍କ। ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ଯାଏ ଜଣେ ଆଥଲେଟ୍ ସମେତ ୫ କର୍ମଚାରୀ କରୋନା ପଜିଟିଭ ଥିବା ଜଣାପଡିଛି। ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ-୨୦୨୦ । କରୋନା କାଳରେ ଅନେକ
Read More...