ସୁନାଝିଅ ସିନ୍ଧୁ
ଟୋକିଓରୁ ଭାରତ ପାଇଁ ଭଲ ଖବର । ଭାରତୀୟ ପଦକ ତାଲିକାରେ ଯୋଡିହେଲା ଆଉ ଏକ ପଦକ । ବ୍ୟାଡମି ନ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ପଦକ ଆଣିଛନ୍ତି ସଟଲର ପିଭି ସିନ୍ଧୁ । ଚୀନର ବିଙ୍ଗ ଜିଆଉଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛନ୍ତି ସିନ୍ଧୁ । ସିନ୍ଧୁଙ୍କ ଏହି ବିଜୟରେ ଭାରତରେ ଖୁସିର ମାହୋଲ!-->…
Read More...
Read More...