ରୁସା ଯୋଜନାରେ ଓଡିଶାକୁ ମିଳିଛି ୩୯୫.୪୨ କୋଟି
ରୁସା ଯୋଜନାରେ ଓଡିଶାକୁ ମିଳିଛି ୩୯୫.୪୨ କୋଟି ଟଙ୍କାର ଅନୁଦାନ । ଆର୍ଥିକ ଅନୁଦାନ ନେଇ ଗୃହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତର ରଖିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଦିଆଯାଇଛି ଟଙ୍କା । କେନ୍ଦ୍ରୀୟ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ!-->…
Read More...
Read More...