ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା
ଭୁବନେଶ୍ବର: ମହାମାରୀ ସମୟରେ କେହି ରହିବେନି ଭୋକିଲା । ଦୂର ହେବ ପେଟ ଚିନ୍ତା । କରୋନା କାଳରେ ଆର୍ଥିକ ସ୍ଥିତି ସୁଦୃଢ କରିବେ ସରକାର । ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ।!-->…
Read More...
Read More...