ସୋସିଆଲ ମିଡିଆରେ ଭାଇରାଲ ଖବର ମିଛ, ମୋର କିଛି ହୋଇନି…
ଭୁବନେଶ୍ବର: 'ମୁଁ ଜୀବିତ ଅଛି। ପୁରା ସୁସ୍ଥ ଅଛି । ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଗୁରୁତର ହୋଇଥିବା ନେଇ ଭାଇରାଲ ଖବର ମିଛ। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏକଥା ଆଉ କେହି ନୁହେଁ, ନିଜେ ଅସୀମା ଏକ ଭିଡିଓ ସେୟାର କରି କହିଛନ୍ତି।
!-->!-->!-->…
Read More...
Read More...