ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ନିଦ ହଜାଇଦେଲେ ରାହୁଲ

ରାୟପୁର: ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି ଭୋଟରଙ୍କୁ ଚକ୍‍ମା ଦେଇଥିଲା ବିଜେପି । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉ ପାଦେ ଆଗକୁ ଯାଇଛନ୍ତି । ଛତିଶଗଡ ରାୟପୁରରେ ଏକ ସଭାରେ ଯୋଗଦେଇ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ
Read More...

ଭୋଟରଙ୍କୁ ମନାଇବା ପାଇଁ ବଳିପଡିବ ସଂସ୍କାର

ନୂଆଦିଲ୍ଲୀ: ନିର୍ବାଚନ ବର୍ଷର ବଜେଟ୍‍ ଖାସ୍‍ ଭୋଟରଙ୍କୁ ମନାଇବା ପାଇଁ ଉଦ୍ଦିଷ୍ଟ । ଏଥିରେ ଆର୍ଥିକ ସଂସ୍କାର ଦିଗରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଇପାରନ୍ତି । ଆସନ୍ତା ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସ୍ଥାନରେ ଦାୟିତ୍ୱରେ ଥିବା ପୀୟୂଷ ଗୋୟଲଙ୍କ ଦ୍ୱାରା ଆଗତ…
Read More...

ସରକାରକୁ ମାଡି ଆସୁଛି ବିପଦ

ବେଙ୍ଗାଲୁରୁ: କର୍ଣ୍ଣାଟକ କୁମାରସ୍ୱାମୀ ସରକାର ଟଳମଟଳ ସ୍ଥିତିରେ । ଆଜି ଖୋଦ୍‍ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି ଧମକ ଦେଇଛନ୍ତି । ଚେତାବନୀ ଦେଇ କଂଗ୍ରେସକୁ କହିଛନ୍ତି, ଯଦି ବିଧାୟକମାନେ ସୀମା ଭିତରେ ନ ରହନ୍ତି, ତେବେ ସେ ପଦତ୍ୟାଗ…
Read More...

ରାହୁଲଙ୍କୁ ବକଵାସ୍‍, ଧର୍ମେନ୍ଦ୍ରଙ୍କୁ ଅବାନ୍ତର

ଭୁବନେଶ୍ୱର: ଗତ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ଗର୍ଜନ ତର୍ଜନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିମୋର୍ଟ କଣ୍ଟ୍ରୋଲ ବୋଲି ଆକ୍ଷେପ କରି କଡା ସମାଲୋଚନା କରିଥିଲେ । ଆଜି ରଦିଲ୍ଲୀରେ ମୁଖ୍ୟମନ୍ତ୍ରୀ…
Read More...

ବରିଷ୍ଠ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀଙ୍କର ଆଜି ଏଠାରେ ପରଲୋକ ହୋଇଯାଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସକାଳ ୭ଟା ୧୦ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୧୯୨୯ ମସିହା ନଭେମ୍ୱର ୧୯ ତାରିଖରେ ଜନ୍ମ ହୋଇଥିବା ଶ୍ରୀ ମାଝୀଙ୍କୁ…
Read More...

ପାଗଳ କଲାଣି ଉରିର ଯୋଶ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅବସରପ୍ରାପ୍ତ ସେନାଧିକାରୀଙ୍କ ସହିତ ଉରି ଚଳଚ୍ଚିତ୍ର ଦେଖିଛନ୍ତି । ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ଏବେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛି । ବେଙ୍ଗୁଲୁରୁର ସେଣ୍ଟ୍ରାଲ ସ୍ପିରିଟ୍‍ ମଲ୍‍ରେ…
Read More...

ରାତି ଅନିଦ୍ରା ଘାତକ କାହିଁକି

ନୂଆଦିଲ୍ଲୀ: ରାତି ଅନିଦ୍ରା ହୋଇ କାମ କରୁଛନ୍ତି କି । ଅତି ଗୁରୁତର ରୋଗରେ ପଡିପାରନ୍ତି । ଏପରିକି ଏହା କ୍ୟାନସର, ହୃଦଘାତକୁ ଆମନ୍ତ୍ରଣ କରିପାରେ । କେବଳ ସେତିକି ନୁହେଁ, ଏହା ଡିଏନଏ ବି ନଷ୍ଟ କରିଦେଇପାରେ । ଅନ୍ତର୍ଜାତିକସ୍ତରର ବିଶେଷଜ୍ଞମାନେ ଗଭୀର ଅନୁଶୀଳନ କରିବା ପରେ ଏମିତି କିିଛି…
Read More...

୧୬୦ କିଲୋମିଟର ବେଗରେ ଗଡିବ ବନ୍ଦେ ଭାରତ

ନୂଆଦିଲ୍ଲୀ: ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ପାଇଲଟ ବିହୀନ ସେମି ସ୍ପିଡ୍‍ ଟ୍ରେନକୁ ବନ୍ଦେ ଭାରତ ଏµପ୍ରେସ ନାମରେ ନାମିତ କରାଯାଇଛି । ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏ ନେଇ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିିଥିଲେ, ଏହି ଟ୍ରେନର ନାମକରଣ ନେଇ ଅନେକ ନାମ ଆସିଥିଲା,…
Read More...

ଜଣେ ବିଚାରପତି ଅନୁପସ୍ଥିତ ବୋଲି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟ ମାମଲାର ଶୁଣାଣି ଜାନୁଆରି ୨୯ ତାରିଖ ଅର୍ଥାତ୍‍ ସୋମବାର ହେବ ନାହିଁ । ରବିବାର ଦିନ ଏହାକୁ ବାତିଲ କରାଯାଇଛି । ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ମଧ୍ୟରୁ ଜଷ୍ଟିସ ଏସ ଏ ବବ୍‍ଡେ ଅନୁପସ୍ଥିତ ରହୁଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୨୫ ତାରିଖ ଦିନ…
Read More...

ଏଥର ଅମିତ ଶାହଙ୍କ ପାଳି, ୨୯ରେ ଆସିବେ, ୩ରେ ବି

ଭୁବନେଶ୍ୱର: ଥରେ କି ଦୁଇଥର ନୁହେଁ, ମାସକ ମଧ୍ୟରେ ତିନି ଥର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କୁ ଏହି ଗସ୍ତ ଓଡ଼ିଶା ବିଜେପି ପାଇଁ ଲାଭ ତୁଳନାରେ ବିପର୍ଯ୍ୟୟ ଆଣିଥିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଠିକ୍‍ ଏମିତି ଏକ ସମୟରେ ଆଜି ବିଜେପି ପ୍ରଭାରୀ ଅରୁଣ ସିଂହ…
Read More...