ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ସବୁଠି ନେତାଙ୍କ ରୂପ ଗୋଟିଏ; ପଞ୍ଜାବରେ ବି ଝଡ ଥମୁନି

ଖାର୍ଗେ କମିଟି ରିପୋର୍ଟକୁ ଧରି ବସିଛନ୍ତି ସୋନିଆ, ନିଷ୍ପତ୍ତି ହୋଇନିସିଦ୍ଧୁଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବି ଦେବା ସପକ୍ଷରେ ଯୁକ୍ତି କରିଛି କମିଟିକାଳେ ବିଗିଡିଯିବେ କ୍ୟାପଟେନ୍, ସେଇ ଚିନ୍ତାରେ ହାଇକମାଣ୍ଡ ଚଣ୍ଡୀଗଡ: ନିର୍ବାଚନ ଅବ୍ୟବହିତ ପୂର୍ବରୁ ପଞ୍ଜାବ କଂଗ୍ରେସରେ…
Read More...

ଏକ୍‌ମୋ ମେସିନ୍ ପାଇଁ ଓଡ଼ିଶାରେ ପ୍ରସ୍ତୁତି ବଢ଼ିଲା

ରାଉରକେଲା ସମେତ ସେଲ୍‌ର ସବୁ ହସ୍ପିଟାଲରେ ଏକ୍‌ମୋ ମେସିନ୍‌ ବ୍ୟବସ୍ଥା ହେବ: ଧର୍ମେନ୍ଦ୍ର ପ୍ରଧାନଏମ୍‌ସର ଓଡ଼ିଶା ଶାଖା ବି ଏକ୍‌ମୋ ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ କଲା,ପ୍ରଥମ ଦୁଇଟି ମେସିନ୍ କିଣାଯିବପୂର୍ବରୁ ସରକାର କଟକ ପାଇଁ ୬ଟି ମେସିନ୍ କିଣିବା ଲାଗି କହିଥିଲେ, କ୍ୟାପିଟାଲ…
Read More...

ବାତ୍ୟାଞ୍ଚଳରେ କିଏ କଣ ପାଇବେ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା୩୩%ବା ତାଠାରୁ ଅଧିକ ଫସଲ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ପାଇଁ ଇନପୁଟ ସହାୟତା ।୩୩% ବା ଅଧିକ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ସ୍ଵଳ୍ପ ମିଆଦୀଋଣ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନକୃଷି…
Read More...

ପୁରୀରେ ବିନା ଭକ୍ତରେ ରଥଯାତ୍ରା, ଅନ୍ୟଠି ବନ୍ଦ

ଭୁବନେଶ୍ବର: ରାଜ୍ୟରେ କରୋନାର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଏବର୍ଷ ମଧ୍ୟ ରାଜ୍ୟ ସରକାର କଟକଣା ଭିତ୍ତିରେ କେବଳ ପୁରୀରେ ରଥଯାତ୍ରା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧୨ ତାରିଖରେ ରଥଯାତ୍ରା ପଡୁଛି। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା…
Read More...

ମୋଦୀଙ୍କୁ ହଟାଇବା ପାଇଁ ଅଣ୍ଟାଭିଡ଼ିଲେ ମମତା

ଚାଷୀ ପ୍ରସଙ୍ଗରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଲେଖୁବ୍ ଶୀଘ୍ର ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡ଼ା ଟକ୍କର ଦେଖିଲା ସାରା ଭାରତ। ମମତା…
Read More...

ବ୍ରାହ୍ମଣ କାର୍ଡ ଧରି ଖେଳ ଆରମ୍ଭ କଲା ବିଜେପି

ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ବିଜେପି ଏବେ ପଶ୍ଚିମବଙ୍ଗ ଶୈଳୀରେ ଗୋଟିଚାଳନା କରିଛି। ବୁଧବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ…
Read More...

ବିପଦ ଆଣି ୧୮ରୁ ଆସୁଛି ଦ୍ବିତୀୟ ପର୍ଯ୍ୟାୟ ବର୍ଷା

ଭୁବନେଶ୍ବର: ଲଘୁଚାପ ଜନିତ ପ୍ରଥମ ମୌସୁମୀ ବର୍ଷା ଭୀଷଣ ରୂପ ନେଇ ଆସୁଛି। ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ଆଧାରରେ ସ୍ବତନ୍ତ୍ର ରିଲିଫ୍ କମିସନର ବିଭିନ୍ନ ନଦୀରେ ବନ୍ୟା ଆସିପାରେ ବୋଲି ସତର୍କବାଣୀ ଶୁଣାଇଛନ୍ତି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ…
Read More...

କ୍ୟାବିନେଟ ନିଷ୍ପତ୍ତିରୁ ବାହାରୁଛି ପଞ୍ଚାୟତ ନିର୍ବାଚନ ବାସ୍ନା

୧୧ଟି ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପଶ୍ଚିମ ଓଡ଼ିଶାକୁ ଟାର୍ଗେଟ କରି ଏବେଠାରୁ ବଡ଼ ପଦକ୍ଷେପ ନେଲେ ସରକାରନୂଆପଡ଼ା-କଳାହାଣ୍ଡି ରାସ୍ତା ହେବ ୪ଲେନ୍, ୧୭୮ କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୪୮ କୋଟିଓଏଏସ୍‌ ଅଫିସରଙ୍କୁ ବି ସନ୍ତୁଷ୍ଟ ପାଇଁ କ୍ୟାଡର ପୁନର୍ଗଠନକୁ…
Read More...

ସବୁ ପ୍ରମୁଖ ହସ୍ପିଟାଲରେ ହେବ ତରଳ ଅକ୍ସିଜେନ୍ ପ୍ଲାଣ୍ଟ୍‌

୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀରଜ, ସାବିତ୍ରୀ ପାଇଁ ଲୋକମାନେ ସତର୍କ ରହିବା ଲାଗି ନିବେଦନ କଲେ୨୯.୪୧ କୋଟି ଟଙ୍କାର ବିଭିନ୍ନ ସ୍ବାସ୍ଥ୍ୟ ପ୍ରକଳ୍ପ ଉଦ୍‌ଘାଟିତ ହେଲାବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାରେ ଅତିରିକ୍ତ ସ୍ବାସ୍ଥ୍ୟ…
Read More...