ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଲାଲ୍‌ଙ୍କ ଉପରେ ବିଶ୍ବାସ ଫେରିଲା!

ପୁଲିସ ଓ ବନ ବିଭାଗରେ ଅଦଳବଦଳ, କିଏ କେଉଁଠିକି ଗଲେ ଜାଣନ୍ତୁଗୁରୁତ୍ବପୂର୍ଣ୍ଣ ପଦବିରୁ ଦୂରେଇଗଲେ ପୋପ୍‌ଲି, କେନ୍ଦୁପତ୍ର ସଂସ୍ଥାରେ ନୂଆ ନିଯୁକ୍ତିଦୀପ୍ତେଶଙ୍କୁ ଜେଲ୍‌ ଆଇଜି ଦାୟିତ୍ବ, ଧରପଗଡ଼ ଆରମ୍ଭ କରିଥିଲେ ହିମାଂଶୁ ଲାଲ୍‌
Read More...

ବନ୍ୟା ଭୟ ଧରି ଆସୁଛି ବଡ଼ ବର୍ଷା, ବିତ୍ପାତ କରିପାରେ

ଭୁବନେଶ୍ବର: ବିପଜ୍ଜନକ ନଦୀ ବନ୍ଧ ପ୍ରତି ନଜର ରଖ। ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଏଡ଼ାଇ ଦିଆଯାଇନପାରେ। ତଳିଆ ଅଞ୍ଚଳରେ ପାଣି ଜମିପାରେ। ଭୂସ୍ଖଳନ ବି ହୋଇପାରେ। ଏଣୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ଦରକାର। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା…
Read More...

ରାଜଗାଦି ପାଇଁ ପ୍ରସ୍ତୁତ ହେଲେଣି ରାଜାଙ୍କ ପୁଅ

ଭୁବନେଶ୍ବର: ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ ଯୁବ ବର୍ଗ ବିଜେପି ସହିତ ଥିଲେ। ଦ୍ବିତୀୟ ଚ୍ୟାଲେଞ୍ଜ ହେଲା- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ବ ନେବା ପରେ ଯେଉଁମାନେ ଜନ୍ମ ନେଇଥିଲେ, ସେମାନେ ମଧ୍ୟ ଏହି…
Read More...

କେତେ ଭୀଷଣ ରୂପ ନେବାକୁ ଯାଉଛି ଲଘୁଚାପ

୧୧ ତାରିଖରେ ଛୁଇଁପାରେ ମୌସୁମୀ, ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଜିଲ୍ଲାରେ ଭାରି ବର୍ଷା ସମ୍ଭାବନା ଭୁବନେଶ୍ବର: ରାଜ୍ୟରେ ଆଉ ଦୁଇ ଦିନ ପ୍ରାକ୍ ମୌସୁମୀ ବର୍ଷା ପରେ ଲଘୁଚାପ ଜନିତ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। ଉତ୍ତର ଓଡ଼ିଶା ଅପେକ୍ଷା ଦକ୍ଷିଣ…
Read More...

ଶିଶୁଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଲେ ନବୀନ

ଶିଶୁ ମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର,ତାଲିମ ନେବେ ୧୧୧୪ ଡାକ୍ତରଦୈନିକ ଟିକାଦାନକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକମ୍ ସକ୍ରମଣ ହାର ଥିବା ଜିଲ୍ଲା ରେ ଅନ୍ ଲକ୍ ପ୍ରକ୍ରିୟା…
Read More...

ନିଜ ଲୋକ ପାଖରେ ନଥିଲେ, ତଥାପି କରୋନାକୁ ଜିତିଲେ ପ୍ରଦୀପ

ଭୁବନେଶ୍ୱର: ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ। ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ଆତ୍ମୀୟଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ…
Read More...

କୋଲକାତା ଗଲେ ଆଇପିଏସ୍‌ ଦେବାଶିଷ

ଭୁବନେଶ୍ବର: କୋଭିଡ୍‌ ଆକ୍ତାନ୍ତ ପରେ ଗୁରୁତର ହୋଇ କଟକ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭିଜିଲାନ୍ସ ନିର୍ଦେଶକ ତଥା ବରିଷ୍ଠ ଆଇପିଏସ୍‌ ଅଫିସର ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ କୋଲାକାତାର ଏକ ସ୍ପେସାଲିଟି ହସ୍ପିଟାଲକୁ ସ୍ଥାନାନ୍ତର…
Read More...

ଉଠା ଦୋକାନୀଙ୍କ ପାଇଁ କୋଭିଡ୍ ପ୍ୟାକେଜ୍

୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: କରୋନା କାଳରେ ଜୀବନ ଜୀବିକା ବିପଦରେ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠା ଦୋକାନୀଙ୍କ ପାଇଁ ଆଜି ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ଶ୍ରୀ ପଟ୍ଟନାୟକ ବିଧିବଦ୍ଧ…
Read More...

କାହିଁକି ପ୍ରେସ ବିବୃତିରେ ଅଟକିଗଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ବର: ତେଲ ଦର ହେଉ କି ଗ୍ୟାସ୍। ସାମାନ୍ୟ ବଢ଼ିଲେ ବି ତମ୍ବିତୋଫାନ କରି ଆସୁଥିବା ବିଜେଡି ତାର ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଯୁବ ବିଜେଡି ସଭାପତି ଥିବା ବେଳେ ଯେଉଁ ସଂଜୟ ଦାସବର୍ମା ଲୋୟର ପିଏମ୍‌ଜି ଛକରେ ଦଳୀୟ କର୍ମୀ, ନେତାଙ୍କୁ ଧରି ଗର୍ଜନ ତର୍ଜନ କରୁଥିଲେ, ସେ ଲୋକଙ୍କର…
Read More...

କିଛି ଭଲ ଖବର ଆଣିଲା କରୋନା

ଭୁବନେଶ୍ବର: ହଠାତ୍ ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ପାଖାପାଖି ୫୦ ପ୍ରତିଶତ କମିଯାଇଛି। ଗତକାଲି (୫ ତାରିଖ ପରୀକ୍ଷା ରିପୋର୍ଟ) ୧୧୬୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଥିଲା। ଆଜି (୬ ତାରିଖରେ ପରୀକ୍ଷା ହୋଇଥିଲା) ରିପୋର୍ଟ କହୁଛି, ଖୋର୍ଧାରେ ମାତ୍ର ୪୯୫…
Read More...