ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଅପରେସନ୍ ମମତା ରଣନୀତି ଚୂଡ଼ାନ୍ତ

ନିଜେ ଶାହ ନେବେ ନେତୃତ୍ବ, ଦୁର୍ଗାପୂଜା ପୂର୍ବରୁ ବିଗୁଲ୍ ବାଜିବନୂଆଦିଲ୍ଲୀରେ ଦଳୀୟ ନେତାଙ୍କ ୪ଘଣ୍ଟା ଧରି ରୁଦ୍ଧ ବୈଠକକଂଗ୍ରେସ-ବାମପନ୍ଥୀ ହାତ ମିଳାଇବେ, ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ ନୂଆଦିଲ୍ଲୀ: ୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ବିଜେପି
Read More...

ନୀତିଶଙ୍କ ଠାରୁ ଦୂରେଇଲେ ପାଶଓ୍ବାନ

ବିହାରରେ ଏନଡିଏ ମେଣ୍ଟରେ କେଁ ପଶିଲାଚିରାଗ କହିଲେ, କେନ୍ଦ୍ର ସଂପର୍କ ଅତୁଟ ରହିବବିଜେପି ବିରୋଧରେ ପ୍ରାର୍ଥୀ ଦେବନି ଏଲ୍‌ଜିପି ପାଟନା: ଲୋକ ଜନଶକ୍ତି ପାର୍ଟି ଏହାର ସଂସଦୀୟ ବୋର୍ଡର ଏକ ବୈଠକରେ ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ​​ଏକୁଟିଆ ପ୍ରତିଦ୍ୱନ୍ଦ୍ୱିତା କରିବାକୁ
Read More...

ତିର୍ତ୍ତୋଲ ଟିମ୍ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ତିର୍ତ୍ତୋଲ ଉପନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି।। ରଘନାଥପୁର ବ୍ଲକ ନିମନ୍ତେ ଗୁରୁପଦ ନନ୍ଦ ଓ
Read More...

ପ୍ଲାଜ୍‌ମା ଦାନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର/କଟକ: କରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସ୍ବେଚ୍ଛାକୃତ ଭାବେ କଟକ ଗସ୍ତ କରି ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି ।ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ
Read More...

ଏମ୍‌ଏସ୍‌ପି ବନ୍ଦର ପ୍ରଶ୍ନ ଉଠୁନାହିଁ :ଧର୍ମେନ୍ଦ୍ର

ରାଜ୍ୟରେ ମଣ୍ଡି ବ୍ୟବସ୍ଥା ବନ୍ଦ ହେବାର ନାହିଁବାହାରେ ମଧ୍ୟ ଚାଷୀ ନିଜ ଉତ୍ପାଦ ବିକିପାରିବଧାନର ଏମଏସପି କ୍ୱିଂଟାଲ ପ୍ରତି ୧୮୬୮ ଟଙ୍କାକୁ ବୃଦ୍ଧି ଭୁବନେଶ୍ବର: ଭାରତବର୍ଷରେ ମୋଦୀ ସରକାରଙ୍କ ପରି ସମ୍ବେଦନଶୀଳ ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)
Read More...

ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଲେଖାଯାଉ: ଧର୍ମେନ୍ଦ୍ର

ଭୁବନେଶ୍ୱରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି , ଶାସ୍ତ୍ରୀଜୀଙ୍କୁ ବି ମନେ ପକାଇଲେଏକବିଂଶ ଶତାବ୍ଦୀରେ ଗାନ୍ଧୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର ପାଇଁ ସଂକଳ୍ପ କରିବାକୁମହତାବଙ୍କ ଇଞ୍ଚୁଡ଼ି ଠାରେ ଆନ୍ଦୋଳନ ବୃହତ୍ତମ ଆନ୍ଦୋଳନ ଭାବରେ ପ୍ରତିଷ୍ଠିତ ହୋଇଥିଲାଏକବିଂଶ
Read More...

ଜେଏସପିଏଲକୁ ରେଳ ଯୋଗାଣକାରୀ ମାନ୍ୟତା, ପ୍ରଥମ ଘରୋଇ କମ୍ପାନି

ମୁଖ୍ୟ ଟ୍ରାକ୍‌ରେ ବ୍ୟବହାର ପାଇଁ ଜେଏସପିଏଲର ଉତ୍ପାଦକୁ ଭାରତୀୟ ରେଳବାଇର  ଅନୁମୋଦନଜେଏସପିଏଲ ଦ୍ୱାରା ନିର୍ମାଣ କରାଯାଉଥିବା ରେଳ ଯୋଗାଣକୁ ଆରଡ଼ିଏସଓ  ଅନୁମୋଦନ କରିଛି ଜେଏସପିଏଲର ୟୁଆଇସି ୬୦ କିଗ୍ରା, ୮୮୦ ଗ୍ରେଡ଼  ପ୍ରାଇମ୍ (କ୍ଲାସ୍- ଏ) ରେଲ୍କୁ ପ୍ରମାଣପତ୍ର   ନୂଆଦିଲ୍ଲୀ:
Read More...

କଳାହାଣ୍ଡିରେ ୩ ଶକ୍ତି ପ୍ରକଳ୍ପ ଲୋକାର୍ପିତ

ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍‌ ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍‌ଷ୍ଟେସନକୁ ଉଦ୍‌ଘାଟନ
Read More...

ଚାପରେ ପ୍ରତାପ; ମନ୍ତ୍ରୀ ପଦକୁ ବିପଦ!

ଭୁବନେଶ୍ବର: ବାଲେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ଏବେ ବିଜେଡି ଅପେକ୍ଷା ବିଜେପି ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ଏହି ଆସନଟି ବିଜେପି ହାତରେ ଥିବା ଦୃଷ୍ଟିରୁ ଦଳ ଯଦି ଏଠାରେ ନ ଜିତେ, ତେବେ ଆଗାମୀ ଓଡ଼ିଶା ଦଖଲ ଯୋଜନା ବାଧାପ୍ରାପ୍ତ ହେବ। ଏଣୁ
Read More...

ଏବେ ବାତ୍ୟା ଆସିବ କି?

ଭୁବନେଶ୍ବର (ସାର୍ଥକ ମିଶ୍ର) : ପ୍ରତିବର୍ଷ ଅକ୍ଟୋବର ୧ରୁ ବାତ୍ୟା ଋତୁ ଆରମ୍ଭ ହୋଇଥାଏ। ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିଥାଏ। ବଙ୍ଗୋପସାଗର ଓ ଆରବ ସାଗରରେ ୨ଟି ଋତୁରେ ବାତ୍ୟା ଆସେ। ଗୋଟିଏ ପ୍ରି ମୌସୁମୀ
Read More...