ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା
ୱାସିଂଟନ୍ : ଆମେରିକାର ଆୟୋବା ଷ୍ଟଟେ୍ରେ ଭାରତୀୟ ବଂଶୋଦ୍ଭବ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ଭାରତୀୟ ବଂଶୋଦ୍ଭବଙ୍କ ଘର ଆନ୍ଧ୍ର ପ୍ରଦେଶରେ। ଆମେରିକା ଓ୍ବେଷ୍ଟ ଦେଶ ମୋଇନ୍ସରେ ସେମାନେ ଅବସ୍ଥାନ କରୁଥିଲେ। ମୃତକମାନେ ହେଲେ ଚନ୍ଦ୍ରଶେଖର!-->…
Read More...
Read More...