ପ୍ରମୁଖ ଖବର

ଗୁଜରାଟକୁ ମୋଦୀଙ୍କ ବଡ଼ ଭେଟ: ୩୫ ହଜାର କୋଟିର ପ୍ରକଳ୍ପ, ନୂଆ ଟ୍ରେନ୍ ସେବା ଶୁଭାରମ୍ଭ
ବିରୋଧ ସତ୍ତ୍ୱେ ପଞ୍ଜାବ-ହରିୟାଣା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ମିଶ୍ର
ଦୁର୍ଗାପୂଜାକୁ ନେଇ ବଡ଼ ନିଷ୍ପତ୍ତି: ମହାଷ୍ଟମୀରେ ‘ଡ୍ରାଏ ଡେ’, ବନ୍ଦ ରହିବ ଡିଜେ
୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ

ବାତ୍ୟା ପାଇଁ ୮୧ ଟ୍ରେନ୍‍ ବାତିଲ୍‍

ଭୁବନେଶ୍ୱର: ବାତ୍ୟା ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ଆଜି ପ୍ରଥମ ପର୍ଯ୍ୟାୟରେ ୮୧ଟି ଟ୍ରେନ୍‍ ବାତିଲ କରିଛି । ଆଜି ପୂର୍ବତଟ ରେଳପଥ କର୍ତୃପକ୍ଷ ଏ ସଂପର୍କରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଭଦ୍ରକ-ବିଜୟନଗରମ୍‍ ମଧ୍ୟରେ ଗୁରୁବାର ସନ୍ଧ୍ୟାରୁ ଟ୍ରେନ୍‍ ଚଳାଚଳ ବନ୍ଦରହିବ
Read More...

ବିଜୟଙ୍କ ପାଇଁ ନବୀନ-ଧର୍ମେନ୍ଦ୍ର ମୁହାଁମୁହିିଁ

ପାଟକୁରା ନିର୍ବାଚନ ବନ୍ଦ ପାଇଁ ନବୀନ ନିବେଦନ କରିଥିଲେଆପତ୍ତି ଉଠାଇଲେ ଧର୍ମେନ୍ଦ୍ର, ନିର୍ବାଚନ କରିବା ଲାଗି କହିଲେବିଜେଡି ବିରୋଧରେ ବିଷୋଦଗାର କଲା ବିଜେପି, କହିଲା ଡରୁଛନ୍ତି ଭୁବନେଶ୍ୱର:ପାଟକୁରାରେ ନିର୍ବାଚନ ହେବ କି ନାହି, ତାହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି ।
Read More...

ଗଡଚିରୋଲିରେ ମାଓ ହମ୍‍ଲା, ୧୬ ଯବାନ ସହିଦ୍‍

ନୂଆଦିଲ୍ଲୀ:ମହାରାଷ୍ଟ୍ରର ଗଡଚିରୋଲିରେ ଆଜି ମାଓବାଦୀ ପୁଣି ଏକ ବଡ଼ ଧରଣର ହିଂସାକାଣ୍ଡ ଭିଆଇଛନ୍ତି । ଆଇଇଡି ବିସ୍ଫୋରଣ କରି ଏକ ପାଟ୍ରୋଲିଂ ଗାଡିକୁ ଉଡାଇ ଦେବାରୁ ୧୬ ଯବାନ ସହିଦ ହୋଇଛନ୍ତି । ମାଓ ବିରୋଧୀ ବାହିନୀ କମାଣ୍ଡୋ ଅଧୀନରେ ଏମାନେ କାମ କରୁଥିଲେ । ବିସ୍ଫୋରଣ ପରେ କମ୍ୱିଂ
Read More...

ଅତି ଭୀଷଣ ରୂପ ଧାରଣ କଲାଣି ଫନି

୩ ତାରିଖ ଅପରାହ୍ନରେ ପୁରୀରେ ସ୍ଥଳ ଭାଗ ଛୁଇଁବ୨୦୦ କିଲୋମିଟରରୁ ଅଧିକ ବେଗରେ ପବନ୪ଜିଲ୍ଲାରେ ଦେଢ ଫୁଟ ଉଚ୍ଚର ଜୁଆର୬ଟି ଜିଲ୍ଲା ଅତିକ୍ରମ କରି କୋଲକାତା ଯିବ ଭୁବନେଶ୍ୱର: ଅତିରୁ ଅତି ଭୀଷଣ ରୂପ ଧାରଣ କରି ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ଫନି । ଏପରି ଯେ ପୁରୀ ବାଲୁଖଣ୍ଡ
Read More...

ସଜବାଜ:ବରିଷ୍ଠ ଅଫିସରଙ୍କୁ ଜିଲ୍ଲା ଦାୟିତ୍ୱ

୪ ତାରିଖ ଯାଏ ନନ୍ଦନକାନନ ବନ୍ଦ ରହିବରେଳସେବାରେ ବଡ଼ ପରିବର୍ତନ ଅଣାଯିବ୨ରୁ ଶିକ୍ଷାନୁଷ୍ଠାନ ଛୁଟି, ଡାକ୍ତରଙ୍କ ଛୁଟି ବାତିଲ ଭୁବନେଶ୍ୱର: ବାତ୍ୟା ଫନିର ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ୧୨ ଜଣ ଆଇଏଏସ୍‍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି ।ଅତିରିକ୍ତ
Read More...

ପର୍ଯ୍ୟଟକଙ୍କୁ ହୋଟେଲ ଛାଡିବାକୁ ନିର୍ଦେଶ

ପୁରୀ: ଭୀଷଣ ରୂପ ଧାରଣ କରି ଆସୁଥିବା ବାତ୍ୟା ଫନିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ପର୍ଯ୍ୟଟକଙ୍କୁ ହୋଟେଲ ଛାଡି ଚାଲିଯିବାକୁ ନିର୍ଦେଶ ଦେଇଛି । ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ସମସ୍ତ ହୋଟେଲ ମାଲିକଙ୍କୁ ଏ ନେଇ ନିର୍ଦେଶ ଦେବା ସହିତ ହୋଟେଲ ଖାଲି କରିବା ପାଇଁ
Read More...

ଗୁଣ୍ଡାଗର୍ଦି ମହଙ୍ଗା ପଡିଲା: ମହାରଥୀ ଗିରଫ

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ ହୋଇଛନ୍ତି । ଗତକାଲି ରାତିରେ ପିପିଲି ନିକଟସ୍ଥ ନିଜ ଫାର୍ମ ହାଉସରେ ମାଜିଷ୍ଟ୍ରେଟ୍‍ ଓ ପୁଲିସ ରେଡ୍‍ କରିବା ବେଳେ ସେମାନକୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସଂପୃକ୍ତ ମାଜିଷ୍ଟ୍ରେଟ୍‍ ରବି ନାରାୟଣ ପାତ୍ର
Read More...

ପାଟକୁରାକୁ ଝଟ୍‍କା:ବିଜୟଙ୍କ ସମର୍ଥକ ନିରାଶ

ଭୁବନେଶ୍ୱର: ବିଜେଡିର ପାଟକୁରା ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ପରଲୋକ ପରେ ସେଠାରେ ନିର୍ବାଚନ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଯେ କୌଣସି ମୁହୂର୍ତରେ ନିର୍ବାଚନ କମିସନ ଏଠାରେ ମତଦାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିପାରନ୍ତି । ଏଥିସହିତ ବରିଷ୍ଠ ବିଜେପି ନେତା ବିଜୟ
Read More...

ବେଦପ୍ରକାଶ ଅଗ୍ରଵାଲଙ୍କ ପରଲୋକ

୮୨ ବର୍ଷ ବୟସରେ ଆରପାରିକୁ ଗଲେ ବେଦୁ ଭାଇପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ଥିଲେଅନିଶ୍ଚିତତା ଭିତରକୁ ଚାଲିଗଲା ଏହି ଆସନର ନିର୍ବାଚନ ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଵାଲ ଆଉ ନାହାନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ
Read More...

ପୁନଃ ମତଦାନ ଦାବି କଲା ବିଜେପି

ଭୁବନେଶ୍ୱର: ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଶାସକ ଦଳର ଗୁଣ୍ଡାମାନେ ଅନେକ ବୁଥରେ ରିଗିଂ ଏବଂ କ୍ୟାପଚରିଂ କରିଛନ୍ତି । ଅନେକ ସ୍ଥାନରେ ଇଭିଏମ ମେସିନରେ ସମସ୍ୟା ଦେଖାଯିବା ସହ ଅନେକ ସ୍ଥାନରେ ବିଳମ୍ବରେ ମତଦାନ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବର୍ତମାନ କ୍ୟାପଚରିଙ୍ଗ ଓ ରିଙ୍ଗି
Read More...