ପ୍ରମୁଖ ଖବର

ଗୁଜରାଟକୁ ମୋଦୀଙ୍କ ବଡ଼ ଭେଟ: ୩୫ ହଜାର କୋଟିର ପ୍ରକଳ୍ପ, ନୂଆ ଟ୍ରେନ୍ ସେବା ଶୁଭାରମ୍ଭ
ବିରୋଧ ସତ୍ତ୍ୱେ ପଞ୍ଜାବ-ହରିୟାଣା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ମିଶ୍ର
ଦୁର୍ଗାପୂଜାକୁ ନେଇ ବଡ଼ ନିଷ୍ପତ୍ତି: ମହାଷ୍ଟମୀରେ ‘ଡ୍ରାଏ ଡେ’, ବନ୍ଦ ରହିବ ଡିଜେ
୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ

ପ୍ରଳୟ ରଚିଲା ଫନି

୩ ତାରିଖ ପୂର୍ବାହ୍ନରେ ପୁରୀ ନିକଟରେ ମାଡ଼ ହଲୋ ସାମୁଦ୍ରିକ ବାତ୍ୟା ‘ଫନି’। ଘଣ୍ଟାକୁ ପାଖାପାଖି ୨୦୦ କିମି ବଗେରେ ପବନ ପୁରୀ, ଭୁବନଶେ୍ବରକୁ ଛାରଖାର କରିଦେଇଛି। ଏଥିସହିତ ୧୪ ଜିଲ୍ଲାରେ କ୍ଷୟକ୍ଷତି ବ୍ୟାପକ କରିଛି। ହଜାର ହଜାର ଘରର ଛପର ଉଡ଼ି ଯାଇଥିବାବଳେେ ଲକ୍ଷ ଲକ୍ଷ ଗଛ ଧରାଶାୟୀ
Read More...

ଯେ କୌଣସି ମୁହୂର୍ତରେ ପୁରୀ ଛୁଇଁବ ଫନି

ପୁରୀରେ ୧୫୦ କିଲୋମିଟର ବେଗରେ ପବନବ୍ରହ୍ମପୁରରେ ସର୍ବାଧିକ ବର୍ଷା, ୮୫ କିଲୋମିଟର ଛୁଇଁଲାଣି ପବନଭୁବନେଶ୍ୱରରେ ବର୍ଷା ଓ ପବନ ଆରମ୍ଭ ଭୁବନେଶ୍ୱର: ଭୀଷଣରୁ ଭୀଷଣ ଅବସ୍ଥାରେ ସାମୁଦ୍ରିକ ବାତ୍ୟା ଫନି ଏବେ ଭୟାନକ ରୂପ ଧରି ପୁରୀ ଉପକୂଳ ଅଞ୍ଚଳକୁ ମାଡି ଆସୁଛି । ଯେ କୌଣସି ମୁହୂର୍ତରେ ଏହା
Read More...

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ତନାଘନା

୩ରେ ପ୍ରଭାବିତ ଅଞ୍ଚଳର ସରକାରୀ ଓ ଘରୋଇ ଅଫିସ ବନ୍ଦ ଭୁବନଶେ୍ବର: ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବ ଓଡ଼ିଶା ସମତେ ଆନ୍ଧପ୍ରଦଶେ ଓ ପଶ୍ଚିମବଙ୍ଗରେ ପଡିବା ଆଶଙ୍କା ରହିଛି। ଧନଜୀବନ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁହାକୁ ତୁହା ଏଠାରେ ବୈଠକ କରୁଥିବା ବଳେେ ଆଜି ନୂଆଦିଲ୍ଲୀରେ
Read More...

ଶୁକ୍ରବାର ସକାଳେ କୃଷ୍ଣପ୍ରସାଦରେ ମାଡ଼ ହେବ ‘ଫନି’

୧୮୦-୨୦୦ କିଲୋମିଟର ବେଗରେ ପବନପୁରୀ, ଖୋର୍ଧା, ଜଗତସିଂହପୁର, ଗଞ୍ଜାମକୁ କ୍ଷତି ଭୁବନଶେ୍ୱର:ଶୁକ୍ରବାର ସକାଳ ୮ଟାରେ ଭୀଷଣ ରୂପ ଧାରଣ କରି ପୁରୀ ଉପକୂଳରେ (କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି) ମାଡ଼ ହେବ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’। ସତେବେଳେକୁ ପବନର ବେଗ ରହିବ ଘଣ୍ଟାପ୍ରତି
Read More...

ଭୁବନେଶ୍ୱରରେ ବାତ୍ୟା ମୁକାବିଲା ପାଇଁ ତନାଘନା

ଡ. କ୍ରିଷନ୍‍ କୁମାରଙ୍କ ନେତୃତ୍ୱରେ ଚାଲିଛି ପ୍ରସ୍ତୁତି ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ରୂପ ନେଇ ଆସୁଥିବା ବାତ୍ୟା ଫନି ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ତ ଓ ସମବାୟ ସଚିବ ଡ. କ୍ରିଷନ୍‍ କୁମାର ଆଜି ସମସ୍ତ ଅଧିକାରୀଙ୍କର ଏକ ବୈଠକ କରି
Read More...

ଅଶୁଭ ସଙ୍କେତ: ଶ୍ରୀଜଗନ୍ନାଥଙ୍କ ନୀଳଚକ୍ରରୁ ଉଡିଗଲା ବାନା

ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ରୂପ ନେଇ ପୁରୀ ଆଡକୁ ବାତ୍ୟା ଫନି ମାଡି ଆସୁଥିବା ବେଳେ ଆଜି ଶ୍ରୀମନ୍ଦିରରୁ ନୀଳଚକ୍ରରୁ ବାନା ଉଡିଯିବା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଏହାକୁ ଅଶୁଭ ସଙ୍କେତ ବୋଲି ବୁଦ୍ଧିଜୀବୀ ଓ ଶ୍ରୀଜଗନ୍ନାଥ ପ୍ରେମୀ ବିଚାର କରୁଛନ୍ତି । ପୂର୍ବରୁ
Read More...

୧୨ ଘଣ୍ଟା ଧରି ଉପକୂଳକୁ ଘାଣ୍ଟିବ ଫନି

୧୫ କିଲୋମିଟର ବେଗରେ ଆଗକୁ ଆସୁଛିପୁରୀ ନିକଟବର୍ତୀ ଅଞ୍ଚଳରେ ମାଡ଼ ହେବବର୍ଷା ଆରମ୍ଭ ହୋଇଛି, ଧୀରେ ଧୀରେ ପବନ ବି ବଢୁଛିଅନ୍ୟ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ, ଅପରାହ୍ନରେ ବଢିବ ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ଅବସ୍ଥାରେ ଥିବା ବାତ୍ୟା ଫନି ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପୁରୀ
Read More...

ଗୁରୁବାର ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ସ୍ଥାନାନ୍ତର ହେବେ

ଫନିର ସ୍ଥିତିର ସମୀକ୍ଷା କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ନିର୍ଦେଶ ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ବରିଷ୍ଠ ଅଫିସରଙ୍କୁ ଡାକି ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏଥିରେ
Read More...

ମାରୁତି କାର ବେପାରକୁ ଝଟ୍‍କା

ଭୁବନେଶ୍ୱର: ମାରୁତି ସୁଜୁକି ଇଣ୍ଡିଆ କଂପାନି କାର ବେପାରରେ ଚଡକ ପଡିଛି । ଗତବର୍ଷ ଏପ୍ରିଲରେ ଯେତିକି କାର ବିକ୍ରି ହୋଇଥିଲା, ତା ଠାରୁ ୨୦ ପ୍ରତିଶତ କମ କାର ଏଥର ଏପ୍ରିଲରେ ନେଇଛନ୍ତି ଗ୍ରାହକ । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ୨୦୧୮ ଏପ୍ରିଲରେ କଂପାନି ୧ଲକ୍ଷ ୬୩ ହଜାର ୪୩୪ କାର
Read More...

ଜିଏସଟି ଆଦାୟରେ ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର: ୨୦୧୯ ଏପ୍ରିଲ ମାସରେ ଜିଏସ୍‍ଟି (ଦ୍ରବ୍ୟ ଓ ସେବା କର) ଆଦାୟ ସର୍ବକାଳୀନ ରେକର୍ଡ ଛୁଇଁଛି । ଅର୍ଥମନ୍ତ୍ରାଳୟର ତଥ୍ୟ ଅନୁସାରେ, ଜିଏସଟି ପ୍ରଚଳନ ପରେ ପ୍ରଥମ ଥର ପାଇଁ ଟିକସ ଆଦାୟ ପରିମାଣ ୧ଲକ୍ଷ ୧୩ହଜାର କୋଟି ଡେଇଁଛି । ତଥ୍ୟ ଅନୁସାରେ, ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ
Read More...