ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ
Browsing Tag

covid news odisha

ତଥାପି ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ

ଭୁବନେଶ୍ବର; ରାଜ୍ୟରେ କରୋନା ସଂକ୍ରମଣ କେବେ ବଢୁଛି ତ କେବେ କମୁଛି। ଏବେ ହଜାରେରୁ ୧୩ ଶହ ଭିତରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା। ଖୋର୍ଦ୍ଧା ଓ କଟକକୁ ଛାଡିଦେଲେ ସବୁ ଜିଳ୍ଲା ଗ୍ରିନ ଜୋନରେ ରହିଛି। ଖୋର୍ଦ୍ଧା ରେଡ ଜୋନରେ ରହିଥିବା ବେଳେ କଟକ ୟେଲୋ ଜୋନରେ ରହିଛି। ଗତ ୨୪ ଘଣ୍ଟାରେ ୬୯…
Read More...

ପୁଣି ୨% ଉପରେ ସଂକ୍ରମଣ ହାର

ଭୁବନେଶ୍ବର: କରୋନା ସଂକ୍ରମଣ ଏବେ ରାଜ୍ୟରେ ପୁଣି ଉପରମୁହାଁ ହୋଇଛି । ଅଗଷ୍ଟ ପହିଲାରୁ ସଂକ୍ରମଣର ହଠାତ ହ୍ରାସ ସାମାନ୍ୟ ଆଶ୍ୱସ୍ତି ଆଣିଥିଲା । ହେଲେ ଗତ ତିନି ହେବ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢାଇଛି । ପୁଣି ୨ ପ୍ରତିଶତ ଉପରକୁ ଉଠିଛି ସଂକ୍ରମଣ ହାର । ଖୋର୍ଦ୍ଧା,…
Read More...

ସଂକ୍ରମଣ କମିଲା, ମୃତ୍ୟୁ ସଂଖ୍ୟା ନୁହେଁ

ଅଗଷ୍ଟ ଆରମ୍ଭରୁ କରୋନା ଗ୍ରାଫ୍‌କୁ ନେଇ ସାମ୍ନାକୁ ଆସିଲା ଫେଣ୍ଟାଫେଣ୍ଟି ଚିତ୍ରରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୦୦୦ ଟପିଲାସଂକ୍ରମଣ ହାର ୧.୫୩କୁ ଖସିଲା, ଖୋର୍ଦ୍ଧାରେ ୨୩୭ ପଜିଟିଭ୍ ଭୁବନେଶ୍ବର: ଅଗଷ୍ଟ ଆରମ୍ଭରୁ ଆସିଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଗତ ଦୁଇ ଦିନ ହେବ…
Read More...

ସଂକ୍ରମଣ ହାର ୨% ତଳକୁ ଖସିଲା

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ କରାଯାଇଥିବା କେବଳ କଟକ, ପୁରୀ,ଖୋର୍ଦ୍ଧା ଉପରେ ସରକାର ନଜର ରଖିଛନ୍ତି। କାରଣ ଏହି ୩ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିିଁ। ଗତ ୨୪ ଘଣ୍ଟା ମଧ୍ୟରେ ଏହି ୩ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ…
Read More...

ନିୟନ୍ତ୍ରଣକୁ ଆସିପାରିନି ଖୋର୍ଦ୍ଧା ଓ କଟକ ଜିଲ୍ଲା

ଭୁବନେଶ୍ବର: ଅଗଷ୍ଟ ୧ ତାରିଖ ସକାଳୁ ରାଜ୍ୟରେ ଆଶିଂକ ଲକଡାଉନ ଅବଧି ସରୁଥିବା ବେଳେ ସରକାର ନୂଆ କରୋନା ଗାଇଲାଇନ ଆଜି କିମ୍ବା କାଲି ଘୋଷଣା କରିପାରନ୍ତି। ତେବେ ରାଜ୍ୟରେ ସବୁ ଜିଲ୍ଲାରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧା ଓ କଟକରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ତେଣୁ ଏହି ଦୁଇ…
Read More...

ତାଲାବନ୍ଦ କଟକଣା ଉଠିବା ରାସ୍ତାରେ ତିନି ଜିଲ୍ଲା କଣ୍ଟା

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ତଳକୁ ଖସୁଥିଲେ ମଧ୍ୟ ଉପକୂଳ ଜିଲ୍ଲା ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣ ଆସିନି> ତାଲା ବନ୍ଦ ଅବଧି ଆଉ ୩ ଦିନ ଥିବା ବେଳେ ଉପକୂଳ ଜିଲ୍ଲାଗୁଡିକରେ ସ୍ଥିତି ଚିନ୍ତାଜନକ ରହିଛି। ବିଶେଷକରି ଖୋର୍ଦ୍ଧା,କଟକ, ପୁରୀ, ବାଲେଶ୍ୱରରେ ସଂକ୍ରମଣ ହାର ଅଧିକ ରହୁଛି। ତେଣୁ…
Read More...

ତିନି ଜିଲ୍ଲାର ଟିପିଆର ୫% ଉପରେ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଧୀରେ ଧୀରେ ସୁଧୁରୁଛି> ପୁରା ଓଡିଶା ଗ୍ରିନ ଜୋନରେ ଥିବା ବେଳେ କେବେଳ ଖୋର୍ଦ୍ଧା ରେଡ ଜୋନରେ ରହିଛି । କଟକ, କେନ୍ଦ୍ରାପଡା ,ଖୋର୍ଦ୍ଧାରେ ସଂକ୍ରମଣ ହାର ଅଧିକ ରହିଛି। ଏହି ୩ ଜିଲ୍ଲାରେ ପଜିଟିଭ ରେଟ ୫ ପ୍ରତିଶତ ଉପରେ ରହୁଛି । ୪…
Read More...

ଖୋର୍ଦ୍ଧାରେ ସମସ୍ତେ ଟିକା ନେଲେ, ତଥାପି ସଂକ୍ରମଣ କମୁନି କାହିଁକି?

ଭୁବନେଶ୍ବର: ସ୍ୱାସ୍ଥ୍ୟବିଭାଗ ବ୍ୟାପକ ପଦକ୍ଷେପ ପରେ ବି କରୋନା ସଂକ୍ରମଣ ଓ ମୃତ୍ୟୁରେ ଅଙ୍କୁଶ ଲାଗିପାରୁନି । କଟକଣା ପରେ ବି ସଂକ୍ରମିତଙ୍କ ସଂଖ୍ୟା ସେପରି ଆଖଦୃଶିଆ ଭାବେ କମୁନଥିବା ବେଳେ ମୃତ୍ୟୁହାର ବି ଉଦବେଗଜନକ ରହିଛି। ଏହାଛଡା ଖୋର୍ଦ୍ଧାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୫୦୦…
Read More...

ଲାଲ ବଳୟରେ ଖୋର୍ଧା, ମୃତ୍ୟୁ ସଂଖ୍ୟା ରେକର୍ଡ (୪୨)

ଭୁବନେଶ୍ବର: ଖୋର୍ଦ୍ଧାକୁ ଛାଡି ପୁରା ଓଡିଶା ଏବେ ଲାଲ ବଳୟ ବାହାରେ। ବାଲେଶ୍ୱର, ଯାଜପୁର,କଟକ ୟେଲୋ ଜୋନରେ ଥିବା ବେଳେ ବାକି ୨୬ଟି ଜିଲ୍ଲା ଗ୍ରିନ ଜୋନରେ। ଖୋର୍ଦ୍ଧାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଢେଇ ହଜାର ଉପରେ ରହିଛି। ସଂକ୍ରମଣ ହାର ୫ ପ୍ରତିଶତ ଉପରେ କେବଳ ପୁରୀ ଓ…
Read More...

ଦୁଇମାସ ବିତିଗଲା, ତଥାପି ନିୟନ୍ତ୍ରଣକୁ ଆସୁନି

ମେ' ୨୩ରେ ଶୀର୍ଷ ଛୁଇଁଥିଲା କରୋନାଏବେ ବି ପାଞ୍ଚ ଜିଲ୍ଲାରେ ଶତକ ମାରୁଛିଖୋର୍ଧାକୁ ଆୟତ୍ତକୁ ଆଣିପାରୁନାହାନ୍ତି ଭୁବନେଶ୍ବର: କରୋନାର ଦ୍ୱିତୀୟ ଲହର ଏହା ମଧ୍ୟରେ ଶୀର୍ଷକୁ ଛୁଇଁବାକୁ ଦୁଇ ମାସ ବିତିିଗଲାଣି। ଗତ ମେ' ୨୩ରେ ଶୀର୍ଷରେ ପହଞ୍ଚିଥିଲା ସଂକ୍ରମଣ। ଏହି ଦିନ ୧୨ ହଜାର ୮୫୨…
Read More...