ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ
Browsing Tag

covid statistics odisha

ଦୁଇମାସ ବିତିଗଲା, ତଥାପି ନିୟନ୍ତ୍ରଣକୁ ଆସୁନି

ମେ' ୨୩ରେ ଶୀର୍ଷ ଛୁଇଁଥିଲା କରୋନାଏବେ ବି ପାଞ୍ଚ ଜିଲ୍ଲାରେ ଶତକ ମାରୁଛିଖୋର୍ଧାକୁ ଆୟତ୍ତକୁ ଆଣିପାରୁନାହାନ୍ତି ଭୁବନେଶ୍ବର: କରୋନାର ଦ୍ୱିତୀୟ ଲହର ଏହା ମଧ୍ୟରେ ଶୀର୍ଷକୁ ଛୁଇଁବାକୁ ଦୁଇ ମାସ ବିତିିଗଲାଣି। ଗତ ମେ' ୨୩ରେ ଶୀର୍ଷରେ ପହଞ୍ଚିଥିଲା ସଂକ୍ରମଣ। ଏହି ଦିନ ୧୨ ହଜାର ୮୫୨
Read More...

ପାଞ୍ଚ ଜିଲ୍ଲାରେ କରୋନା ଶତକ ମାରୁଛି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି। ଉପକୂଳବର୍ତୀ ଜିଲ୍ଲାରୁ ସଂକ୍ରମଣ ଏଯାଏ କମୁନି।ଦୈନିକ ସଂକ୍ରମଣ ୨ ହଜାର ପାଖାପାଖି ରହୁଥିବା ବେଳେ ଅଧିକାଂଶ ଆକ୍ରାନ୍ତ ଉପକୂଳବର୍ତ୍ତୀ ଜିଲ୍ଲାର। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ଉପରେ ରହିଛି । ସେହିପରି ରାଜ୍ୟରେ ଦୈନିକ ଚିହ୍ନଟ
Read More...

ବୋଲ ମାନୁନି ଖୋର୍ଧା! ସଂକ୍ରମଣ ଅଧିକ, ମୃତ୍ୟୁ ବି ଅଧିକ!!

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ପାଖାପାଖି ରହୁଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ ଶୀର୍ଷରେ ରହୁଛି। କଟକଣା କୋହଳ ପରେ ସ୍ଥିତି ଅଧିକ ବିଗୁଡିଛି। ଉପକୂଳ ଜିଲ୍ଲାରେ ମଧ୍ୟ ଲକ୍ଡାଉନ, ସଟଡାଉନର ବିଶେଷ ପ୍ରଭାବ ପଡୁନାହିଁ ।
Read More...

ଦ୍ବିତୀୟ ଲହର ଭିତରେ ତୃତୀୟ ଲହର ଛୁଇଁବ କି?

ସଂକ୍ରମିତଙ୍କ ସଂଖ୍ୟା କମିଲା, ମୃତ୍ୟୁ ସଂଖ୍ୟା ବି ସାମାନ୍ୟ ହ୍ରାସ ପାଇଛିଟ୍ବିନ୍ ସିଟିରେ ବିଶେଷଜ୍ଞ ଆକଳନ ଫେଲ୍ ମାରୁଛି, ତଥାପି ବେକାବୁ ସଂକ୍ରମଣତୃତୀୟ ଲହର ପାଇଁ ପ୍ରସ୍ତୁତି ଚୂଡାନ୍ତ, ଆଜି ମୋହର ଲଗାଇବେ ଏସିଏସ (ସ୍ବାସ୍ଥ୍ୟ) ଭୁବନେଶ୍ବର: ଅନେକ ଦିନର ବ୍ୟବଧାନ ପରେ ୨ ହଜାର
Read More...

ପୁଣି ଉପରମୁହାଁ ହେଲା କରୋନା

୫ ହଜାର ଟପିଲା ମୃତ୍ୟୁସଂଖ୍ୟା, ଖୋର୍ଦ୍ଧାକୁ ଆୟତ୍ତକୁ ଆଣିପାରୁନାହାନ୍ତି ଭୁବନେଶ୍ବର: କରୋନା ଡରାଉଛି। ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ ହୋଇଛି। ଗତ ୪ ଦିନ ଧରି ସଂକ୍ରମଣ ହାର ୩ ପ୍ରତିଶତ ପାଖାପାଖି ରହୁଥିବା ବେଳେ ଖୋର୍ଦ୍ଧା,କଟକରେ ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ। ମୃତ୍ୟୁହାର
Read More...

କରୋନା ମୃତ୍ୟୁ ସଂଖ୍ୟା ୫ହଜାର ଛୁଇଁବ

ଭୁବନେଶ୍ବର: ରାଜ୍ୟରେ ଗତ ୪ ଦିନ ହେଲାଣି କରୋନା ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି। ଦୈିନିକ ସଂକ୍ରମଣ ହାର ପାଖାପାଖି ୩ ପ୍ରତିଶତ ରହୁଛି।ସେହିପରି ସବୁ ଜିଲ୍ଲାରେ ସଂକ୍ରମଣ ଖସୁଥିବା ବେଳେ ଖୋର୍ଦ୍ଧାରେ କିନ୍ତୁ କମିବାର ନାଁ ନେଉନି। କଟକଣା ଯେତିକି କୋହଳ ହେଉଛି, ସଂକ୍ରମଣ ସେତିକି
Read More...

କୋହଳ କରି ବିପଦ ବଢ଼ାଇଲେ

ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ, ସିଂହଭାଗ ସଂକ୍ରମିତ ଏହି ଅଞ୍ଚଳରସରକାରଙ୍କ ନାକ ନିଶ ତଳେ ଖୋଲାଖୋଲି ଚାଲିଛି ଆଇନ ଉଲ୍ଲଂଘନଭୁବନେଶ୍ବରରେ ସମସ୍ତେ ବେଫିକର, ସହରବଜାର ସ୍ବାଭାବିକ, ଖଟି ବି ଚାଲିଛିଲକ୍‌ଡାଉନ ନିର୍ଦେଶ ଶୁଣାଇ ଦେଇ ଦାୟିତ୍ବ ଝାଡି ଦେଉଛନ୍ତି ମୁଖ୍ୟ ସଚିବ ପ୍ରଶାସନିକ
Read More...

ଆଜି ଆସିବ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍

କଟକ ଓ ଖୋର୍ଧାରେ ବେଶୀ କଟକଣା ହେବା ସମ୍ଭାବନା ଭୁବନେଶ୍ବର: ଆସନ୍ତାକାଲି ଯାଏ ସରକାର ଆଶିଂକ ଲକଡାଉନ ଘୋଷଣା କରିଥିବା ବେଳେ ଆଜି ଆସିପାରେ ନୂଆ ଗାଇଡଲାଇନ। କଟକ ଓ ଖୋର୍ଦ୍ଧାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ସରକାର। କାରଣ, କଟକ ଓ ଖୋର୍ଦ୍ଧାରେ ଏଯାଏ
Read More...

ଲକଡାଉନ ହଟିବ ନା ରହିବ?

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି ଭୁବନେଶ୍ବର: ଆଉ ଦିନକରେ ପରେ ସରିବ ଆଶିଂକ ଲକଡାଉନ> ପୂର୍ବଅପେକ୍ଷା ସଂକ୍ରମଣ କମୁଥିଲେ ମଧ୍ୟ ଖୋର୍ଦ୍ଧା ଓ କଟକରେ କିନ୍ତୁ ସଂକ୍ରମଣ ଏଯାଏ କମିନି । ତେଣୁ ସରକାର ଲକଡାଉନ ହଟାଇବେ ନା କଟକଣା ବଳବତର ରଖିବେ ତା ଉପରେ ଏବେ ନଜର । ସେହିପରି
Read More...

ପୁଣି ବଢିଲା କରୋନା ସଂକ୍ରମଣ ହାର

ଆଉ କେତେ ଲମ୍ବିବ ମୃତ୍ୟୁ ତାଲିକା? ଭୁବନେଶ୍ବର: ଅନେକ ଦିନ ବ୍ୟବଧାନ ପରେ ସଂକ୍ରମଣ ଗତକାଲି ୩ ପ୍ରତିଶତ ତଳକୁ ଖସି ଆସିଥିଲା। ଆଜି ପୁଣି ଏହା ଉପରମୁହାଁ ହୋଇଛି। ପରୀକ୍ଷା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଉପକୂଳବର୍ତୀ ଜିଲ୍ଲାରେ ପଜିଟିଭ ହାର ଅଧିକ ରହିଛି ।
Read More...