ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଟିଏମସି ଉପରେ କଟୁ ଆକ୍ରମଣ କରିଛନ୍ତି। ଭବାନୀପୁର ନିର୍ବାଚନମଣ୍ଡଳୀରେ ଚାଲିଥିବା ରାଜନୈତିକ ପ୍ରତିଯୋଗିତାକୁ ଉଲ୍ଲେଖ କରି ଅଧିକାରୀ କହିଛନ୍ତି
Read More...

ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା

ଆଇନଗତ ମାମଲା ରୁଜୁ ଚେତାବନୀ ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରାଜନୈତିକ ପରିବେଶ ତୀବ୍ର ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଟୁ ମନ୍ତବ୍ୟ କରିଥିବା ସହ ତାଙ୍କ ଉପରେ ଆଇନଗତ
Read More...

ନୀତି ଆୟୋଗର ଉପାଧ୍ୟକ୍ଷ ହେଲେ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରୀ

ନୂଆ ଦିଲ୍ଲୀ: ନୀତି ଆୟୋଗରେ ବଡ଼ ପରିବର୍ତ୍ତନ ଘଟିଛି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରୀଙ୍କୁ ନୀତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ଉପାଧ୍ୟକ୍ଷ ସୁମନ କେ. ବେରୀଙ୍କ ସ୍ଥାନ ଗ୍ରହଣ କରିବେ। ଏହା ସହିତ ସରକାର ଅନ୍ୟାନ୍ୟ କେତେକ
Read More...

ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ରାଜସ୍ଥାନ: ରାଜସ୍ଥାନର କୋଟପୁଟଲି-ବେହର ଜିଲ୍ଲାର ନିମ୍ରାଣା ଅଞ୍ଚଳରେ ଥିବା ଏକ କବାଡି ଗୋଦାମରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଦୁର୍ଘଟଣାରେ ୨ ନାବାଳିକା ସମେତ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ସୂଚନାଅନୁଯାୟୀ, ନିମ୍ରାଣା
Read More...

ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳରେ ସମ୍ପନ୍ନ ଓଡ଼ିଶାକୁ ୨୦୩୬ ସୁଦ୍ଧା ସମୃଦ୍ଧ ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ନେଇ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି, ଏହି ଲକ୍ଷ୍ୟ
Read More...

୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆସନ୍ତା ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ଏହି ଅଧିବେଶନ ମାତ୍ର ଗୋଟିଏ ଦିନ ପାଇଁ ଅନୁଷ୍ଠିତ ହେବ ଏବଂ ପୂର୍ବାହ୍ନ ୧୧ଟାରୁ କାର୍ଯ୍ୟ ଆରମ୍ଭ ହେବାକୁ ନିର୍ଦ୍ଧାରିତ। ସୂଚନାଯୋଗ୍ୟ ଯେ, ଏହି
Read More...

କର୍ତ୍ତବ୍ୟରେ ଅବହେଳା ପାଇଁ ପୋଲିସ ଅଧିକାରୀ ସସ୍ପେଣ୍ଡ

ପଶ୍ଚିମବଙ୍ଗ: ଭାରତ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାର ହିଙ୍ଗଳଗଞ୍ଜ ଥାନାର ଓସି ସନ୍ଦୀପ ସରକାରଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସସ୍ପେଣ୍ଡ କରିଛି। ଆୟୋଗ ପକ୍ଷରୁ ଗୁରୁବାର ରାତିରେ ଜାରି ହୋଇଥିବା ଆଦେଶରେ ତାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇବାକୁ କୁହାଯାଇଛି।
Read More...

ଅଭିଯୁକ୍ତଙ୍କ ସାଇକୋଲଜିକାଲ୍ ଆନାଲିସିସ୍ କରିବ ପୋଲିସ

ନୂଆ ଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଏକ ଆଇଆରଏସ୍ ଅଧିକାରୀଙ୍କ କନ୍ୟା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ତଦନ୍ତକୁ ଆହୁରି ଜୋରଦାର କରି ଅଭିଯୁକ୍ତଙ୍କ ମାନସିକ ବିଶ୍ଳେଷଣ (ସାଇକୋଲଜିକାଲ୍ ଆନାଲିସିସ୍) କରିବାକୁ ନିଷ୍ପତ୍ତି ନେଇଛି। ଅଭିଯୁକ୍ତଙ୍କ ମନୋଭାବ, ବ୍ୟବହାର ଓ ଅପରାଧର କାରଣ
Read More...

୩ ସାଂସଦଙ୍କ ସହ ବିଜେପିରେ ମିଶିଲେ ରାଘବ ଚଢା

ନୂଆ ଦିଲ୍ଲୀ: ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖାଯାଇଛି। ରାଘବ ଚଢା ଆପରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗଦେଇଛନ୍ତି। ସେଙ୍କ ସହ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ଦଳ ପରିବର୍ତ୍ତନ କରିଛନ୍ତି। ରାଘବ ଚଡ୍ଡାଙ୍କ ସହ ମିଶି ଅଶୋକ ମିତ୍ତଲ ପ୍ରଥମେ ଆପ୍‌ରୁ ହଠାତ ଇସ୍ତଫା ଦେଇଥିଲେ। ଏହାପରେ
Read More...

ମହିଳାଙ୍କ ପାଇଁ ମୋଦୀଙ୍କ ୧୦ ଗ୍ୟାରେଣ୍ଟି

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ରାଜନୈତିକ ଗତିବିଧି ତୀବ୍ର ହୋଇଯାଇଛି।ଚଳିତମାସ ୨୯ରେ ଅବଶିଷ୍ଟ ୧୪୨ଟି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷ୍ଣନଗରରେ ଆୟୋଜିତ ଏକ ବିଶାଳ ସଭାରେ ମହିଳାଙ୍କ
Read More...