ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ରାଜ୍ୟରେ ଦୁଇ ଦିନ ଘଡଘଡି ସହ ବର୍ଷା ସମ୍ଭାବନା

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟପାଉଟ ହେଉଛନ୍ତି ଲୋକେ । କିନ୍ତୁ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ରାଜ୍ୟରେ ଦୁଇ ଦିନ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର,ମୟୂରଭଞ୍ଜ, କୋରାପୁଟ,ଗଜପତି, ରାୟଗଡା ଆଦି…
Read More...

ପୁଣି ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନା, ଅନେକ ରହସ୍ୟ ଉପରୁ ହଟିବ ପରଦା

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଣି ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଉଭୟଙ୍କୁ ଆଜିଠୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇ ଗୁଡାଇତୁଡାଇ ପ୍ରଶ୍ନ କରିବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ଝୁନାଙ୍କୁ ଜେରା କରିବା ବେଳେ ଆଉ ଅନେକ ରହସ୍ୟ ଉପରୁ ପରଦା…
Read More...

ତୈଳ ଦରରେ ଲାଗୁନି ଲଗାମ୍‌, ୧୩ ଦିନରେ ବଢିଲାଣି ୧୧ ଥର

ଉପରମୁହାଁ ହୋଇ ଚାଲିଛି ତୈଳ ଦର । ମାର୍ଚ୍ଚ ୨୨ରୁ ଆଜିଯାଏଁ ୧୩ ଦିନରେ ୧୧ ଥର ବଢିଲାଣି ଦର । ୧୩ ଦିନରେ ପେଟ୍ରୋଲ ୮ ଟଙ୍କା ମହଙ୍ଗା ହୋଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି । ମୁମ୍ବାଇରେ ମଧ୍ୟରେ ପେଟ୍ରୋଲ ପ୍ରତି ଲିଟର ୧୧୮ ଟଙ୍କାରେ ପହଁଞ୍ଚି…
Read More...

ଚାଲ୍ ଖେଳିଦେଲେ ପାକ୍ ପ୍ରଧାନମନ୍ତ୍ରୀ, ନିର୍ବାଚନର ସାମ୍ନା କରିବେ ଇମ୍ରାନ୍‌

ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ଏକ ନୂଆ କ୍ଷମତା ଲଢେଇ ଆରମ୍ଭ ହୋଇଛି । ସଫଳ ହୋଇଛି କ୍ୟାପଟେନଙ୍କ ପ୍ଲାନ । ମାତ୍ର କେଇ ମିନିଟ ଭିତରେ ଇମ୍ରାନଙ୍କ ଖେଳ ଆଗରେ ଚିତପଟାଙ୍ଗ ମାରିଛନ୍ତି ବିରୋଧୀ । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିଛନ୍ତି ଉପ ବାଚସ୍ପତି । ଫଳରେ…
Read More...

ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ

ଇତିହାସର ସବୁଠୁ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଯୋଗୁ ଦେଶରେ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି । ଖାଇବା ମିଳୁନି, ପିଇବାକୁ ପାଣି ନାହିଁ । ଲୋକମାନେ ଦୟନୀୟ ପରିସ୍ଥିତିରେ ଥିବାବେଳେ ସହାୟତାର ହାତ ବଢାଇଛି ଭାରତ । ଭାରତ ଶ୍ରୀଲଙ୍କାକୁ ୪୦ ହଜାର ଟନ୍…
Read More...

ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିରରେ ମହାପ୍ରଭୁ୍‌ଙ୍କ ରୋଷଘରେ ଭାଙ୍ଗିଲା ଚୁଲି । ରୋଷଘରେ ଦୁର୍ବୃତ୍ତ ହିଂସାକାଣ୍ଡ ଘଟାଇ ଚୁଲି ଭାଙ୍ଗିଦେଇଛନ୍ତି । ରୋଷଘରର ୪୦ରୁ ଅଧିକ ଚୁଲି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ଜଣାପଡିଛି । ୨ କୋଠଭୋଗ ପ୍ରସ୍ତୁତ…
Read More...

ଲେମ୍ବୁ କିଲୋ ୨୦୦ ଟଙ୍କା

ମହଙ୍ଗା ମାଡ଼ରୁ ଲେମ୍ବୁ ବି ବର୍ତ୍ତି ନାହିଁ । ଦିଲ୍ଲୀରେ ଗୋଟିଏ ଲେମ୍ବୁର ଦାମ ୧୦ ଟଙ୍କା ହୋଇଯାଇଛି । ଗୁଜୁରାଟ ରାଜକୋଟରେ ଲେମ୍ବୁ ଦାମ ୨୦୦ ଟଙ୍କା ପ୍ରତି କିଲୋ ହୋଇଯାଇଛି । ଗୁଜୁରାଟରେ କିଛି ଦିନ ପୂର୍ବରୁ ଲେମ୍ବୁ କିଲୋ ୫୦ କି ୬୦ ଟଙ୍କାରେ ବିକ୍ରି ହେଉଥିଲା । ସେହିପରି ଦିଲ୍ଲୀରେ…
Read More...

ହାତ ଗୋଡ଼ ବାନ୍ଧି ଲୁଟ୍‌

ହାତ ଗୋଡ଼ ବାନ୍ଧି ଲୁଟ । ହାତ ଗୋଡ ବାନ୍ଧି ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ ଲୁଟିନେଲେ ଦୁର୍ବୃତ୍ତ । ରାୟଗଡ଼ା ସହରର ସାଇପ୍ରିୟା ନଗରରେ ଏଭଳି ବଡ଼ ଧରଣର ଲୁଟ ହୋଇଛି । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ…
Read More...

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ସାକ୍ଷୀ ପ୍ରଭାକରଙ୍କ ମୃତ୍ୟୁ

ମୁମ୍ବାଇରେ ଚର୍ଚ୍ଚିତ ଡ୍ରଗ୍ସ ମାମଲାରେ ସାକ୍ଷୀ ରହିଥିବା ପ୍ରଭାକର ସେଲ୍‌ଙ୍କ ମୃତ୍ୟୁ ହୋଇଛି । ତାଙ୍କ ଓକିଲ ତୁଷାର ଖଣ୍ଡାରେଙ୍କ ଅନୁସାରେ ଚେମ୍ବୁରର ମାହୁଲ ଅଞ୍ଚଳରେ ତାଙ୍କ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ପ୍ରଭାକର ସେଲ୍ ସମୀର ୱାଙ୍ଖଡେଙ୍କ ଉପରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ…
Read More...

ମାନସ ହତ୍ୟା ମାମଲା: ଆଜି ସରୁଛି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସରୁଛି ଅଭିଯୁକ୍ତଙ୍କ ରିମାଣ୍ଡ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ, ରଞ୍ଜନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ସେମାନଙ୍କଠାରୁ ସତ ଉଗାଳିଛି କ୍ରାଇମବ୍ରାଞ୍ଚ । ପଚରାଉଚରା ବେଳେ ସେମାନେ ମାନସଙ୍କୁ…
Read More...