ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ବିଜେଡିର ବଡ଼ ବିଜୟ, ଯୁଆଡେ ଚାହିଁବ ସିଆଡେ ଶଙ୍ଖ

ଭାଙ୍ଗିଲା ସବୁ ରେକର୍ଡ।ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ଗାଁ ଗାଁରେ ଦେଖବାକୁ ମିଳିଛି ନବୀନ କ୍ରେଜ୍ । ୮୫୧ ଜିଲ୍ଲା ପରିଷଦ ଆସନରୁ ବର୍ତମାନ ୮୨୯ର ଫଳାଫଳ ଆସିଛି । ସେଥିରୁ ୭୪୩ ଜୋନରେ ବାଜିମାତ କରିଛି ବିଜେଡି । ବିଜେପି ଖାତାକୁ ମାତ୍ର ୪୨ ଆସନ ଯାଇଥିବା ବେଳେ କଂଗ୍ରେସ ୩୭ଟି…
Read More...

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ

ଆଜି ଜାଗର ତଥା ମହାଶିବରାତ୍ରୀ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଗତ ଦୁଇ ବର୍ଷ ହେବ କୋଭିଡ ନିୟମରେ ଜାଗର ପାଳନ ହେଉଛି । ଚଳିତ ଥର ମଧ୍ୟ ସଂକ୍ରମଣ କମିଥିଲେ ବି କରୋନାର ଭୟ…
Read More...

ୟୁକ୍ରେନରୁ ଫେରିଲେ ଓଡିଆ, ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ ଆଶ୍ୱସ୍ତ’

ୟୁକ୍ରେନରୁ ଫେରିଲେ ଓଡିଆ । ୟୁକ୍ରେନରୁ ଫେରି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଓଡିଆ ଛାତ୍ରଙ୍କ ସହ ଆଲୋଚନା କରି କହିଛନ୍ତି, ଓଡିଆ ଛାତ୍ରମାନେ ସୁରକ୍ଷିତ ଫେରିଆସିଥିବାରୁ ମୁଁ ଆଶ୍ୱସ୍ତ ।…
Read More...

ତୃତୀୟ ଦିନର ଗଣତି, ଏବେ ସୁଦ୍ଧା କିଏ ଆଗରେ କିଏ ପଛରେ?

ଶନିବାରଠୁ ଆରମ୍ଭ ହୋଇଥିବା ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ଶେଷ ଦିନ । ଉପକୂଳରୁ ପଶ୍ଚିମ , ଦକ୍ଷିଣରୁ ଉତ୍ତର ଓଡିଶା ପର୍ଯ୍ୟନ୍ତ ସବୁଠି ନବୀନଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ବିଜେଡି ବଡ଼ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ବହୁ ପଛରେ ପଡିଛନ୍ତି ବିଜେପି ଓ କଂଗ୍ରେସ । ଆଜି ଆସିବ…
Read More...

ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍‌, ଭିଡିଓ ଭାଇରାଲ

ୟୁକ୍ରେନରେ ଫସିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କ ସହିତ ମାରପିଟ୍ ଓ ହିଂସାର ଚିନ୍ତାଜନକ ଖବର ସାମନାକୁ ଆସିଛି । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟଙ୍କ ପରିବାର ଲୋକ ଏବେ ଚିନ୍ତାରେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଭିଡିଓ ଜାରି କରିଛନ୍ତି । ଏବଂ ତୁରନ୍ତ ସେଠାରୁ…
Read More...

ଋଷ ଆକ୍ରମଣରେ ୩୫୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ..ଅଛନ୍ତି ୧୪ ଛୋଟ ପିଲା

ଋଷ ଓ ୟୁକ୍ରେନ ମଧ୍ୟ ଯୁଦ୍ଧ ଲାଗି ରହିଛି । ପାଞ୍ଚ ଦିନ ଧରି ଲଗାତର ଋଷ, ୟୁକ୍ରେନ ଉପରେ ମିସାଇଲ ଛାଡୁଛି । ଋଷ ଆକ୍ରମଣରେ ୟୁକ୍ରେନ ରାଜଧାନୀ କିବ୍ ସମେତ ଅନେକ ଅ ଳ ଧ୍ୱଂସବିଧ୍ୱଂସ୍ତ ହୋଇଯାଇଛି । ବହୁ ଧନ ଜୀବନ କ୍ଷତି ହୋଇଛି । ୟୁକ୍ରେନର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା…
Read More...

ଭୋଟ ଗଣତିର ଶେଷ ଦିନ: ସ୍ପଷ୍ଟ ହେବ କାହାକୁ ମିଳିଲା କେତେ ଆସନ?

ପଞ୍ଜାୟତ ନିର୍ବାଚନର ଭୋଟ ଗଣତିର ଆଜି ତୃତୀୟ ଦିନ ।ଆଜି ଶେଷ ଦିନରେ ୨୩୦ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ସାରା ରାଜ୍ୟରେ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କିଏ କେଉଁଠି ଅଧ୍ୟକ୍ଷ ପଦ ଦଖଲ କରିବ । ପ୍ରଥମ ଦୁଇ ଦିନର ଫଳାଫଳ ଅନୁସାରେ ରାଜ୍ୟରେ ବିଜେଡି ନିଜର ଦବଦବା…
Read More...