ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର, ଦିଲ୍ଲୀରେ ବି ଝଟ୍‌କା

ଜମ୍ମୁ-କାଶ୍ମୀର, ଦିଲ୍ଲୀ ଏନସିଆର ସମେତ ଅନେକ ଅଞ୍ଚଳରେ ଆଜି ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀରର କାଶ୍ମୀର ଘାଟି ଓ ଜମ୍ମୁ ସଂଭାଗା ଭୂକମ୍ପର ଝଟକା ଅଧିକ ଅନୁଭୂତ ହୋଇଛି । ଘରର ଆସବାବପତ୍ର ହଲିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇଆସିଥିଲେ । ରିକ୍ଟର ସ୍ଲେଲରେ…
Read More...

ରାଜ୍ୟରେ ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁସଂଖ୍ୟା କମୁନି। ୩ ହଜାର ତଳକୁ ସଂକ୍ରମିତଙ୍କ ସଂଖ୍ୟା ଖସିଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢୁଛି । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୫ ଶହ ୨୧ ଜଣ ଥିବା ବେଳେ ହଜାରେ ୮୨ ଜଣ ସ୍ଥାନୀୟ…
Read More...

ଶ୍ରୀନଗରରେ ୨ ଆତଙ୍କବାଦୀ ନିପାତ

ଚାଲିଛି ଆତଙ୍କବାଦୀ ସଫା ଅଭିଯାନ । ଜମ୍ମୁ-କାଶ୍ମୀର ଶ୍ରୀନଗରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । କାଶ୍ମୀର ଜୋନ ପୁଲିସ ଅନୁସାରେ, ଏନକାଉଣ୍ଟର କାଶ୍କୀରର ଜକୁରା ଅଞ୍ଚଳରେ ହୋଇଛି । କାଶ୍ମୀର…
Read More...

ଟ୍ରକ ଭିତରେ ପଶିଗଲା କାର, ୫ ମୃତ

ଉତ୍ତରପ୍ରଦେଶ ରାମପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା ଏକ କାର ଟ୍ରକ ଭିତରକୁ ପଶିଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରେ ଡ୍ରାଇଭର ସମେତ ୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଆଖିବୁଜିଛନ୍ତି…
Read More...

ବିଶ୍ୱରେ ସେୟାର ମାର୍କେଟ ଲଗାତର ହ୍ରାସ ପାଇବାରୁ ଅରବପତିଙ୍କ ସମ୍ପତ୍ତି ଉପରେ ମଧ୍ୟ ଏହା ବଡ଼ ପ୍ରଭାବ ପକାଇଛି । ଏଥିପାଇଁ ଅରବପତିଙ୍କ ରୢାକିଙ୍ଗରେ ପରିବର୍ତ୍ତନ ହୋଇଛି । ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି ଗୌତମ ଅଦାନୀ । ବିଶ୍ୱର ୧୦ ଜଣ ଧନୀ ବ୍ୟକ୍ତିଙ୍କ…
Read More...

ଖୋଲିଲା ଦିଲ୍ଲୀ..ସୋମବାରରୁ ଶ୍ରେଣୀଗୃହ ପାଠପଢା

କରୋନା ସଂକ୍ରମଣ ହ୍ରାସ ହେଉଥିବାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା କୋହଳ କରୁଛନ୍ତି । ଓଡିଶା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଆସନ୍ତା ୭ ତାରିଖରୁ ଅର୍ଥାତ ସୋମବାରରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ୭ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ଏହା ପରେ ୧୪…
Read More...

‘କେନ୍ଦ୍ର ଉଠାଉ ବଳକା ଉଷୁନା ଚାଉଳ’

ରାଜ୍ୟସଭାରେ ପୁଣି ଉଷୁନା ଚାଉଳ ପ୍ରସଙ୍ଗ । ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ପୁରୁଣା ଦାବି ଦୋହରାଇଛି । ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ,ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରଶାନ୍ତ ନନ୍ଦ ଉଷୁନା ଚାଉଳ ପ୍ରସଙ୍ଗରେ ପୁଣି ଦାବି ଉଠାଇଛନ୍ତି । ସାଂସଦମାନେ ଗୃହରେ କହିଥିଲେ ଯେ, ରାଜ୍ୟର ବଳକା…
Read More...

ଦେଶରେ ୫ ଲକ୍ଷ ଟପିଲା କରୋନା ମୃତ୍ୟୁ

କମୁଛି କରୋନା ସଂକ୍ରମଣ । ଧୀରେ ଧୀରେ କରୋନାର ତୃତୀୟ ଲହରର ପ୍ରକୋପ କମିବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଏକ ଲକ୍ଷ ୪୯ ହଜାର ୩୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ୧୩ ପ୍ରତିଶତ କମ ମାମଲା ଆସିଛି । ଗତକାଲି…
Read More...

ବିସ୍ଫୋରଣରେ ଉଡିଲା ଆଇଏସଆଇଏସର ମୁଖ୍ୟ

ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମ ଅଲ ହାସମି ଅଲ କ୍ୟୁରେସିକୁ ଆମେରିକା ସୈନ୍ୟ ନିପାତ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ସିରିଆରେ ଆମେରିକା ସୈନ୍ୟ ଓ ଆଇଏସଆଇଏସ ମଧ୍ୟରେ ଜାରି ସଂଘର୍ଷରେ ଆଇଏସଆଇଏସ ଉପରେ ଏହା ବଡ଼ ବିଜୟ ବୋଲି ଦାବି…
Read More...