ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମହଙ୍ଗା ନିଆଁରେ ଘିଅ ଢାଳୁଛି ତୈଳଦର

ପୁଣି ବଢିଲା ପେଟ୍ରୋଲ, ଲିଟର ୧୦୦ ଟଙ୍କା ଡେଇଁଲା ଡିଜେଲ ଭୁବନେଶ୍ବର: ଦୁଇ ବର୍ଷ ଧରି କରୋନା ମାଡ଼। ଆଉ ଏଭଳି ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ତୈଳ ଦରରେ ଲାଗୁନି ବ୍ରେକ। ମହଙ୍ଗା ନିଆଁରେ ଘିଅ ଢାଳୁଛି ପେଟ୍ରୋଲ। ଦେଶରେ ଲଗାତର ହୁ ହୁ ହୋଇ ବଢିଚାଲିଛି ତୈଳ ଦର। ତୈଳଦରର…
Read More...

୨୦୨୨-୨୩ ବଜେଟ୍ ଆକାର ୧୭% ବଢିବ

୨ଲକ୍ଷ କୋଟିକୁ ଛୁଇଁଯାଇପାରେ ରାଜ୍ୟ ବଜେଟ୍କୋଭିଡ୍ ପରବର୍ତ୍ତୀ ଅର୍ଥନୀତିରେ ସୁଧାର ଆସୁଛିଖଣିରୁ ମିଳୁଛି ବଡ ରାଜସ୍ବ, ନିଜ ଆୟ ବଢୁଥିବା ସୂଚନାକେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ଓ ଅନୁଦାନ କମୁଛିଫେବ୍ରୁଆରି ତୃତୀୟ ସପ୍ତାହରେ ବଜେଟ୍ ଉପସ୍ଥାପନଦ୍ବିତୀୟ ସପ୍ତାହରେ ମନ୍ତ୍ରୀ ପରିଷଦ ବୈଠକ…
Read More...

ବାପାର ସରିଯାଉଥିବା ଆୟୁଷକୁ ବଢାଇଛି ପୁଅ

ଜୟପୁର: ବାପା ତୁମେ ବଞ୍ଚିବ..ନିଶ୍ଚୟ ବଞ୍ଚିବ। କରୋନା ତୁମର କିଛି କରିପାରିବନି। ନିଅ ମୋ କଲିଜା ନିଅ…ଆଉ କିଛି ଦିନ ବଞ୍ଚିଯାଅ। ସରି ସରି ଆସୁଥିବା ବାପାର ଆୟୁଷକୁ ବଢାଇଦେଇଛି ପୁଅ। ପେଟ ଚିରି ଦେଇ ଦେଇଛି କଲିଜା। ବଂଚିଯାଇଛି ବାପା। ଆଉ ଲେଖାହୋଇଛି ଯୁଗଯୁଗ ପାଇଁ ବାପା,ପୁଅ ମଧ୍ୟରେ ଥିବା…
Read More...

ତାଲିବାନ ପାଇଁ ଆଇଏସ ବିପଦ!

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ପାଇଁ ଅନ୍ୟ ଆତଙ୍କବାଦୀ ସଂଗଠନ ଏକ ସମସ୍ୟା ହୋଇ ରହିଛନ୍ତି। କ୍ଷମତା ଦଖଲ ପରେ ତାଲିବାନ ପକ୍ଷରୁ ଲଗାତର ଗିରଫଦାରୀ କରାଯାଉଛି। ଏବେ ତାଲିବାନ ଇସଲାମିକ ଷ୍ଟେଟ(ଆଇଏସ)ର ଚାରି ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କୁ ଆଫଗାନିସ୍ତାନରୁ…
Read More...

ଥରିଲା ପାକିସ୍ତାନ; ଭୂକମ୍ପରେ ୨୦ ଲୋକଙ୍କ ମୃତ୍ୟୁ

ଗୁରୁବାର ପାକିସ୍ତାନରେ ଏକ ବଡ଼ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଥିରେ ପ୍ରାୟ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପାକିସ୍ତାନର ହରନେଇ ଅଞ୍ଚଳରେ ଏହି ଭୂକମ୍ପ ହୋଇଛି। ରିକ୍ଟର ସ୍ଲେଲରେ…
Read More...

ଶ୍ରୀମନ୍ଦିର ସହିତ ମାଆ ସମଲେଇଙ୍କର କି ସଂପର୍କ ରହିଛି?

ଷୋଳ ପୂଜାର ଆଜି ନବମ ଦିବସ, ନବରାତ୍ରି ପାଇଁ ମାନସିକରେ ଭକ୍ତ ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ସମ୍ୱଲପୁର ସହରରେ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ। କିମ୍ୱଦନ୍ତୀ କୁହେ, ପାଟଣାର ରାଜା ନରସିଂହ ଦେବଙ୍କ ସାନଭାଇ ବଳରାମ ଦେବଙ୍କୁ ଦେବୀ ନିଜେ ସ୍ୱପ୍ନାଦେଶ କରିଥିଲେ। ଦେବୀଙ୍କ ନିର୍ଦେଶରେ…
Read More...

ଏବେ ସର୍ବୋଚ୍ଚ ଅଦାଲତଙ୍କ ଉପରେ ନଜର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗୁରୁବାର ଦିନ ଲକ୍ଷ୍ମୀପୁର ଖେରି ହିଂସା ମାମଲାର ଶୁଣାଣି ହେବ। କୋର୍ଟ ନିଜ ଆଡୁ ଏହି ମାମଲାକୁ ଗ୍ରହଣ କରି ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି। ତିନିଜଣିଆ ଖଣ୍ଡପୀଠ ସକାଳ ୧୧ ଟାରେ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର…
Read More...

ଆଜିଠାରୁ ଖୋଲିବ ଶିରିଡି ସାଇବାବାଙ୍କ ମନ୍ଦିର

ମୁମ୍ବାଇ: ଆସନ୍ତାକାଲି ନବରାତ୍ରର ପ୍ରଥମ ଦିନରେ ଶିରିଡି ସାଇବାବାଙ୍କ ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲିବ। ସାଇବାବା ସଂସ୍ଥାନ ପରିଚାଳନା ଟ୍ରଷ୍ଟ ଏଭଳି ସୂଚନା ଦେଇଛନ୍ତି। ହେଲେ କୋଭିଡ୍ କଟକଣା ମଧ୍ଯରେ ଭକ୍ତମାନେ ବାବାଙ୍କ ଦର୍ଶନ କରିବେ। ସର୍ବାଧିକ ୧୫ ହଜାର ଭକ୍ତ ଦୈନିକ…
Read More...

ବିଜେପିକୁ ଅକଳରେ ପକାଇଲାଣି ଯୋଗୀଙ୍କ ରଣନୀତି

ଲକ୍ଷ୍ନୌ: ଶେଷରେ ମୁଣ୍ଡ ନୁଆଁଇଲେ ଯୋଗୀ ସରକାର। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ପରେ ବ୍ୟାକଫୁଟରେ ଥିବା ଯୋଗୀ ସରକାର ଏବେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ଖେରିରେ କୃଷକଙ୍କ ମୃତ୍ୟୁ ପରେ ଗତ ୪ ଦିନ ଧରି ରାଜନୈତିକ ଯୁଦ୍ଧ ଲାଗି ରହିଥିବା ବେଳେ ଆଜି ବଦଳିଛି ଚିତ୍ର। ଏବେ ଯୋଗୀ…
Read More...

ଏବେ ବି ଖୋଲା ମାୟାବିନୀର ମାୟାଜାଲ

ଭୁବନେଶ୍ବର: ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ ମାମଲାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଗୁପ୍ତ ତଥ୍ୟ ଲିକ ମାମଲାରେ ଆରମ୍ଭରୁ ମାୟାବିନୀର ପରିଚୟ ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟର ସମସ୍ତ ତଦନ୍ତକାରୀ ସଂସ୍ଥା ଲାଗିପଡିଥଲା ବେଳେ ଏବେ ଏହି ଘଟଣାର ପାକିସ୍ତାନ ଲିଙ୍କ ମିଳିଛି। ରହସ୍ୟମୟୀ…
Read More...