Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category
ଦେଶ-ବିଦେଶ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ନୂଆଦିଲ୍ଲୀ: ଇଣ୍ଡିଗୋର ବିମାନ ଉଡାଣ ଧୀରେ ଧୀରେ ସ୍ୱାଭାବିକ ହେଉଛି। ଗୋଟିଏ ଦିନ ପୂର୍ବରୁ ବିମାନ କମ୍ପାନୀ କେବଳ ଦିଲ୍ଲୀରୁ ୧୦୦୦ ରୁ ଅଧିକ ବିମାନ ବାତିଲ କରିଥିଲା। ବିମାନବନ୍ଦର ଅଧିକାରୀଙ୍କ କହିଛନ୍ତି ଯେ ପରିସ୍ଥିତି ଏବେ ସୁଧୁରୁଛି। ତେବେ ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ!-->…
Read More...
Read More...
କୁହୁଡି ଯୋଗୁ ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ
ନ୍ୟୁଜ୍ ବ୍ୟୁରୋ: ଚଳିତ ଶୀତ ଋତୁରେ ଉତ୍ତର ଭାରତ ସର୍ବାଧିକ ଭାବେ ପ୍ରଭାବିତ ହୋଇଛି। ସମଗ୍ର ଉତ୍ତର ଭାରତରେ ବାୟୁ ସୂଚକାଙ୍କ ନିମ୍ନରେ ପହଞ୍ଚିବା ସହ ପରିବେଶରେ ଘନ କୁହୁଡି ପରିଲକ୍ଷିତ ହେଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଚଳିତ ବର୍ଷ ଡିସେମ୍ୱର ୧ ତରିଖରୁ ୨୦୨୬ ମସିହା!-->…
Read More...
Read More...
ଦୁବାଇ ଏୟାର ସୋରେ ତେଜସ୍ ବିମାନ ଦୁର୍ଘଟଣା ଗ୍ରସ୍ତ
ଦୁବାଇ: ଦୁବାଇ ଏୟାର ଶୋ’ ବେଳେ ଘଟିଛି ଏକ ବଡ଼ ଅଘଟଣ। ଏୟାର ଶୋ’ରେ ଭାଗ ନେଇଥିବା ଭାରତୀୟ ବାୟୁସେନାର ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଛି। ଆକାଶରେ ତେଜସ ଯୁଦ୍ଧ ବିମାନ ନିଜର ରଣକୌଶଳ ଦେଖାଉଥିବା ବେଳେ ହଠାତ ଭୂମିରେ ଧକ୍କା ଖାଇଥିଲା!-->…
Read More...
Read More...
ବାଂଲାଦେଶରେ ଭୂମିକମ୍ପ
ବାଂଲାଦେଶ: ବାଂଲାଦେଶରେ ତୀବ୍ର ଭୂମିକମ୍ପ। ଆଜି ସକାଳେ ବାଂଲାଦେଶର ନରସିଙ୍ଗଡିରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କୋଲକାତା ସମେତ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ ଏହାର ତୀବ୍ରତା ୫.୭ ମାପିଥିଲା। ଭୂମିକମ୍ପର!-->…
Read More...
Read More...
ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍
ନୂଆ ଦିଲ୍ଲୀ: ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ଗତ ୧୦ ତାରିଖରେ ଘଟିଥିବା କାର ବିସ୍ଫୋରଣ ଘଟଣାରେ ବାଂଲାଦେଶ ଲିଙ୍କ୍ ସାମ୍ନାକୁ ଆସିଛି। ଏହି ଆତ୍ମଘାତୀ ଆକ୍ରମଣ ପଛରେ ବାଂଲାଦେଶର ହାତ ଥିବା ତଦନ୍ତକାରୀ ସଂସ୍ଥା ଏନଆଇଏକୁ ସୂଚନା ମିଳିଛି। ତଦନ୍ତକାରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ଶେଷ!-->…
Read More...
Read More...
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ବାଂଲାଦେଶ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ମିଳିଛି ମୃତ୍ୟୁଦଣ୍ଡ। ମାନବତା ବିରୋଧୀ ଅପରାଧ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ସ୍ୱତନ୍ତ୍ର ଟ୍ରିବ୍ୟୁନାଲର ରାୟ ଆସିଛି। ନରସଂହାର ମାମଲାରେ ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି!-->…
Read More...
Read More...
ସାରା ଦେଶରେ ପ୍ରତିଷ୍ଠା ହେବ ଆଉ ୧୦୦ଟି ସୈନିକ ସ୍କୁଲ୍ : ଅମିତ ଶାହ
ନୂଆଦିଲ୍ଲୀ: ସାରା ଦେଶରେ ପ୍ରତିଷ୍ଠା ହେବ ୧୦୦ଟି ସୈନିକ ସ୍କୁଲ୍। ଏନେଇ ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆଜିର ପିଲା କାଲିର ଭବିଷ୍ୟତ। ଆଉ ପିଲାଙ୍କ ଭବିଷ୍ୟତକୁ ଭଲ କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଆହୁରି ୧୦୦ଟି ସୈନିକ ସ୍କୁଲ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି!-->…
Read More...
Read More...
୩ ଦିନ ପାଇଁ ଲାଲକିଲ୍ଲା, ମେଟ୍ରୋ ଓ ଚାନ୍ଦନୀ ଚୌକ ବନ୍ଦ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୋମବାର ଏକ ଜୋରଦାର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦରେ ପୁରା ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଲାଲକିଲ୍ଲାକୁ ମଧ୍ୟ ତିନି ଦିନ ପାଇଁ ବନ୍ଦ ରଖାଯାଇଛି।
ସୂଚନା ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ଭାରତୀୟ ପ୍ରତ୍ନତତ୍ତ୍ୱ!-->!-->!-->…
Read More...
Read More...
ଲୌହ ମାନବଙ୍କ ୧୫୦ତମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
ଗୁଜରାଟ: ଆଜି ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ। ଏହି ଅବସରରେ ଗୁଜରାଟର ଷ୍ଟାଚ୍ୟୁ ଅଫ ୟୁନିଟ୍ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଲୌହମାନବଙ୍କୁ!-->…
Read More...
Read More...
ଖୁବଶୀଘ୍ର ଲାଗୁ ହେବ ୱାନ୍ ନେସନ ୱାନ୍ ପୁଲିସ ୟୁନିଫର୍ମ ପଲିସି
ନୂଆ ଦିଲ୍ଲୀ: ଖୁବଶୀଘ୍ର ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ପଲିସି ଆପଣେଇବ ସାରା ଦେଶ। ଦେଶରେ ଏଣିକି ଲାଗୁ ହେବ ପୋଲିସମାନଙ୍କ ଗୋଟିଏ ପ୍ରକାରର ୟୁନିଫର୍ମ। ଓଡ଼ିଶା ସମେତ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଲା ଗୃହ ମନ୍ତ୍ରାଳୟ। ଭିନ୍ନ ଭିନ୍ନ ରାଜ୍ୟରେ ଆଉ ଭିନ୍ନ ଭିନ୍ନ!-->…
Read More...
Read More...