Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
ବଡ ଖବର
ରାଜାକୁ ମାରିଦେଲା ରାଜଧାନୀ ଡ୍ରେନ!
ଭୁବନେଶ୍ବର: ମାଆ ମୁଁ ୫ ମିନିଟରେ ଆସୁଛି..ଏତିକି କହି ରାଜା ଯାଇଛି ଯେ ଯାଇଛି ...। ରାଜଧାନୀର ମୁକୁଳା ଡ୍ରେନ ରାଜାକୁ ସବୁଦିନ ପାଇଁ ଭସାଇନେଇଛି । ୧୯ ଘଂଟା ଧରି ପାଣି ଭିତରେ ପୁଅକୁ ଖୋଜାଚାଲିଥିଲା, ଏପଟେ ମାଆ ଅନ୍ଧ ଲଉଡିର ଆସିବା ବାଟକୁ ଚାହିଁ ରହିଥିଲା । ରାତି ପାହିଗଲା.. ହେଲେ!-->…
Read More...
Read More...
ଧର୍ମେନ୍ଦ୍ରଙ୍କୁ ନେଇ ଗୋଟିଏ ନିଷ୍ପତ୍ତିରୁ ବାହାରୁଛି ଅନେକ ସମୀକରଣ, କଣ ଜାଣନ୍ତୁ?
ଭୁବନେଶ୍ବର: ଆସନ୍ତାବର୍ଷ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ନିର୍ବାଚନରେ ଓଡ଼ିଶା ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଘଟଣା ଗଣମାଧ୍ୟମରେ ଆସିବା ପରେ ଓଡ଼ିଶା ରାଜନୀତିରେ ଘମାଘୋଟ ଚର୍ଚ୍ଚା ଆରମ୍ଭ ହୋଇଛି।!-->…
Read More...
Read More...
ସଚିନ ବାର୍ତ୍ତାଦେଲେ; ଓଡ଼ିଶାରେ ପହଞ୍ଚିଲା କି ନାହିଁ?
ଭୁବନେଶ୍ବର: ସେପ୍ଟେମ୍ବର ୭ ତାରିଖ ଥିଲା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସମେତ ରାଜ୍ୟ ଏବଂ କେନ୍ଦ୍ରୀୟ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଏକ ସ୍ବାଭାବିକ ଘଟଣା। କିନ୍ତୁ ଯେଉଁ ଚିତ୍ରଟି ଯେ କୌଣସି!-->…
Read More...
Read More...
ଧର୍ମେନ୍ଦ୍ର ନିରବ! ରାଜ୍ୟ ବିଜେପିରେ କିଛି ଗୋଟାଏ ହେବାକୁ ଯାଉଛି!!
ଭୁବନେଶ୍ବର: କିଏ ରାଜ୍ୟ ବିଜେପି ମଙ୍ଗ ସମ୍ଭାଳିବ? କାହା ମାର୍ଗ ଦର୍ଶନରେ ପଞ୍ଚାୟତ ନିର୍ବାଚନ ସାମ୍ନା କରିବ ଦଳ? କିଏ ନେତାଙ୍କୁ ଆବଶ୍ୟକ ଅର୍ଥ ଓ ସହଯୋଗ ପ୍ରଦାନ କରିବ?
ଏମିତି ଅନେକ ପ୍ରଶ୍ନକୁ ନେଇ ରାଜ୍ୟ ବିଜେପି ନେତାମାନଙ୍କ ମନରେ ଅଶାନ୍ତି ବଢିବାରେ ଲାଗିଲାଣି। ନିକଟରେ!-->!-->!-->…
Read More...
Read More...
ବିଜେପି ପାଇଁ ଆଗକୁ ମାଡ଼ିଆସୁଛି ବିପଦ!
ସାଧାରଣ ନିର୍ବାଚନ ପରେ କୌଣସି ନିର୍ବାଚନ ଜିତିନିପିପିଲି ଉପନିର୍ବାଚନ ଆଣିଲା ରାଜନୈତିକ ଉଷ୍ଣତାବିଜେପି କୁରୁଳୁଛି, ବିଜେପି ନେତାଙ୍କ ତୁଣ୍ଡରେ ଭାଷା ନାହିଁଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ ଲଢେଇମୋଦୀଙ୍କ ଲୋକପ୍ରିୟତା ରାଜ୍ୟ ବିଜେପିର ଏକମାତ୍ର ସମ୍ବଳଚାହିଁବସିଛନ୍ତି!-->…
Read More...
Read More...
ଦକ୍ଷିଣ ଭାରତରେ ସଫଳ, ଓଡ଼ିଶାରେ କିନ୍ତୁ ବିଫଳ
ଦୁଇ ଦଶନ୍ଧି ମଧ୍ୟରେ ଅନେକ ଅଭିନେତା ରାଜନେତା ପାଇଁ ମନ ବଳାଇଛନ୍ତିହାତଗଣତି ଅଳ୍ପ କେତେଜଣଙ୍କୁ ଛାଡିଦେଲେ ଅନ୍ୟମାନେ ସମସ୍ତେ ଫେଲ୍ସରକାରରେ ଥିବାରୁ ବିଜେଡି ଅଳ୍ପ କେତେଜଣଙ୍କୁ ଥଇଥାନ କରିପାରିଛିନିର୍ବାଚନରେ ଫେଲ୍ ମାରିବା ପରେ ବିଜେପି ମଞ୍ଚରେ ଆଉ ଦିଶୁନାହାନ୍ତିପ୍ରଶାନ୍ତ, ସିଦ୍ଧାନ୍ତ!-->…
Read More...
Read More...
କିଏ ହେବେ ପରବର୍ତ୍ତୀ ମୁଖ୍ୟଶାସନ ସଚିବ?
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ହୋଇପାରନ୍ତି ସୁରେଶ ମହାପାତ୍ରମୁଖ୍ୟଶାସନ ସଚିବ ପଦକୁ ନେଇ ପ୍ରଶାସନିକ କରିଡରରେ ଅଙ୍କକଷା ଜାରିପଞ୍ଚାୟତ ନିର୍ବାଚନ ପୂର୍ବରୁ ବଦଳିଯିବେ ରାଜ୍ୟ ପ୍ରଶାସନିକ ଓ ପୁଲିସ ମୁଖିଆଜିଭିଭିଙ୍କୁ ନେବେ ନା କେନ୍ଦ୍ରରୁ ଫେରିବେ ତୁହିନକାନ୍ତ ପାଣ୍ଡେ, ରାଜେଶ!-->…
Read More...
Read More...
ଖୁବ୍ ଶୀଘ୍ର ବଦଳିଯାଇପାରେ ଓଡ଼ିଶା ବିଜେପିର ଚେହେରା
ଓଡ଼ିଶା ଦଖଲ ପାଇଁ ନୂଆଦିଲ୍ଲୀରେ ଚାଲିଛି ନକ୍ସା ପ୍ରସ୍ତୁତି, ଅନେକ ସଂସ୍ଥା ଲାଗିଛନ୍ତି କାମରେକାହାକୁ କବାଟ କିଳିବ, କାହାକୁ ପାଛୋଟି ନେବ ସେ ନେଇ ଖସଡା ପ୍ରସ୍ତୁତି ଆରମ୍ଭବିଜେଡି ନେତାଙ୍କୁ ବିଜେପି ଦୁଆର ମନା,କେବଳ ନିର୍ବିବାଦୀୟ ନେତାଙ୍କୁ ସ୍ବାଗତ କରିବପ୍ରଭାବହୀନ ଆମଦାନୀ ନେତାଙ୍କୁ!-->…
Read More...
Read More...
ନିଶାମାଫିଆଙ୍କ ଗଡ୍ଫାଦର କିଏ ?(୨)
ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲଟିଲାଣି ଉପକୂଳ ଓ ଉତ୍ତର ଓଡ଼ିଶାଦିନ ଦି'ପହରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର କାରବାର ଚାଲିଛିସମସ୍ତେ ସବୁ ଜାଣୁଛନ୍ତି, କାହାର କିନ୍ତୁ ନିଦଭାଙ୍ଗୁନି କି ମିଳିତ ଚଢାଉ ନାହିଁରାଜ୍ୟରେ କାହା ସ୍ବାର୍ଥରେ କାମ କରୁଛି ଅବକାରୀ ବିଭାଗ?ମନ୍ତ୍ରୀ କି କାମରେ!-->…
Read More...
Read More...
ପୂରା ଓଡ଼ିଶାରେ ମାତିଛନ୍ତି ନିଶା ମାଫିଆ (୧)
ଉତ୍ତର ଓ ଉପକୂଳରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାରପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଫ୍ ସିରଫ ରାକେଟ୍ ମାତିଛନ୍ତିଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରୁ ଦେଶର ବିଭିନ୍ନ ସ୍ଥାନକୁ ଯାଉଛି ଗଞ୍ଜେଇଅବକାରୀ ବିଭାଗ-ପୁଲିସ-କ୍ରାଇମବ୍ରାଞ୍ଚ ମଧ୍ୟରେ ସର୍ବନିମ୍ନ ସମନ୍ବୟ ନାହିଁକାହା!-->…
Read More...
Read More...