ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

ବଡ ଖବର

ସାଙ୍ଗରେ କ’ଣ ଆଣି ଆସୁଛନ୍ତି ଧର୍ମେନ୍ଦ୍ର, ବୈଷ୍ଣବ?

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ଲାଗି ବିଜେପି ଜୋରଦାର ପ୍ରସ୍ତୁତି କରୁଛି, ଅପେକ୍ଷା କରୁଛି ଓଡ଼ିଶାବିଜେଡି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଛନ୍ତି ଅଶ୍ବିନୀ, କିଛି ପ୍ରତିଦାନ ରହିବ ନା ନାହିଁ?ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀ ସେମାନଙ୍କର ବହୁ ଦିନର ପ୍ରକଳ୍ପ କଥା ଜାଣିବାକୁ
Read More...

ବଡ କାର୍ଡ ଧରି ଓହ୍ଲାଉଛନ୍ତି ଭର୍ତ୍ତୃହରି, ପ୍ରଜାତନ୍ତ୍ର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ ସଂପର୍କକୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି। ସାଂସଦ ଶ୍ରୀ ମହତାବଙ୍କ ସହିତ ବିଜେଡିର ସଂପର୍କ ଏବେ ଖଟା-ମିଠା ବୋଲି କେହି କେହି କହିଲେଣି। ଶ୍ରୀ ମହତାବ ଏକଦା ମୁଖ୍ୟମନ୍ତ୍ରୀଙ୍କର ଅତି
Read More...

ନବୀନ ସରକାର ନେଲେ ୩.୫କୋଟି ଲୋକଙ୍କ ସ୍ବାସ୍ଥ୍ୟ ଦାୟିତ୍ବ

ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସଦେଶରେ ପ୍ରଥମ, ସ୍ବାଧୀନତା ଦିବସରେ ବଡ଼ ଘୋଷଣାନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ ଭୁବନେଶ୍ବର: ଆଜି ଭୁବନେଶ୍ବର ପଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ୭୫ତମ ସ୍ବାଧୀନତା ଦିବସ
Read More...

ନବୀନଙ୍କ ପାଖରେ ବିରୋଧୀଙ୍କ ଦରଖାସ୍ତ ବିଚାରାଧୀନ

ଯେ କୌଣସି ମୁହୂର୍ତରେ ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍ ବାଜିବଦଳବଦଳ ପାଇଁ ନେତାଙ୍କ ସଜବାଜ ଆରମ୍ଭ, ଶାସକ ଦଳରେ ବେଶୀ ଭିଡବିରୋଧୀ ଦଳ ନେତାଙ୍କ ହାବଭାବ ହିଁ କହୁଛି ବିଜେଡି ବଦନାମ୍ ହୋଇନିପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପରେ ବି ନବୀନଙ୍କ ପ୍ରତି ଆକର୍ଷଣ କମିନାହିଁଦୁର୍ଗା ପୂଜା ପରେ
Read More...

ପଛୁଆ କାର୍ଡରେ ବି ସମସ୍ତେ ପଛରେ ପଡିଲେ

ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ କରିବ ବୋଲି ଘୋଷଣା କରିଦେଲା ବିଜୁ ଜନତା ଦଳପଛୁଆ ବର୍ଗ କାର୍ଡ ଖେଳ ଆରମ୍ଭ କରିଥିଲା କେନ୍ଦ୍ର, ଅକଳରେ ପକାଇଲେ ନବୀନଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ନେଇ ରାଜ୍ୟ ରାଜନୀତିରେ ବିଜେଡିର ମାଷ୍ଟର ଷ୍ଟ୍ରୋକ୍୩୩ ପ୍ରତିଶତ ମହିଳା ପ୍ରାର୍ଥୀ କାର୍ଡ ଖେଳି ଗତ
Read More...

ନବୀନଙ୍କ କାର୍ଡ ବଦଳାଇବ କି ଭୋଟ ଗଣିତ?

୧୨୭ତମ ସମ୍ବିଧାନ ସଂଶୋଧନ ପରେ ନୂଆ କାର୍ଡ ଖେଳିଲେ ନବୀନତୁରନ୍ତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଯେ କୌଣସି ମୁହୂର୍ତରେ ବିଜେଡି ସାଂସଦ ଅମିତ ଶାହଙ୍କୁ ଭେଟିବେ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଲାଗି ଦାବି ଜୋରଦାର କରିବ ଓଡ଼ିଶା
Read More...

ଗୋଟି ଚଳାଇଲେ ନବୀନ: ବିଜେପିରେ କମ୍ପନ, କଂଗ୍ରେସରେ ବି

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ଆଇନଜ୍ଞ କପିଲ ଶିବଲଙ୍କ ଜନ୍ମଦିନରେ ନୂଆଦିଲ୍ଲୀରେ ଅନୁ୍ଷ୍ଠିତ ରାତ୍ରିଭୋଜନ ରାଜନୀତି ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। କିଛି ଦିନ ତଳେ ଗାନ୍ଧୀ ପରିବାର ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଶ୍ରୀ
Read More...

ଓଡ଼ିଶାରୁ ଟ୍ରେନିଂ ନେଇଥିଲେ, ଭାରତ ପାଇଁ ସ୍ବର୍ଣ୍ଣ ଆଣିଲେ

ନୀରଜ...ନୀରଜ କମ୍ପୁଛି ସାରା ଭାରତଅଲମ୍ପିକ୍ସରେ ଇତିହାସ ରଚିଲେ ନୀରଜପ୍ରଶଂସାରେ ପୋତି ପକାଉଛି ଦେଶ ନୀରଜ..ନୀରଜ..ନୀରଜ ନାଁରେ କମ୍ପୁଛି ଭାରତ। ଇଏ ସେହି ନୀରଜ ଗତକାଲି ଯାଏ କ୍ରୀଡାପ୍ରେମୀଙ୍କୁ ଛାଡିଦେଲେ ତାଙ୍କ ବାବଦରେ କେହି ବୋଧେ ବେଶୀ ଜାଣିନଥିଲେ। ଆଜି କିନ୍ତୁ କୋଟି କୋଟି
Read More...