Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍ଏମ୍ଡିଆର୍ ବିଲ୍କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜାକେଟ୍
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା
Browsing Category
ବଡ ଖବର
ଓଡ଼ିଶାରେ ବେଦାନ୍ତ ଅଛି, କିନ୍ତୁ ବିଶ୍ବବିଦ୍ୟାଳୟ?
ସ୍ବପ୍ନରେ ରହିଗଲା ପୁରୀରେ ବିଶ୍ବସ୍ତରୀୟ ବେଦାନ୍ତ ବିଶ୍ବବିଦ୍ୟାଳୟଏମଓୟୁ ହେଲା, ବିଧାନସଭାରେ ବିଲ୍ ଅନୁମୋଦନ ବିରାଜ୍ୟପାଳ ଦସ୍ତଖତ କଲେନି, ବିଲ୍ ରଖିଦେଲେ; ଫେରାଇନାହାନ୍ତି କୋର୍ଟରେ ଝୁଲୁଛି ମାମଲା, ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କ ସ୍ଥିତି ସଙ୍ଗିନ୍ମହାପ୍ରଭୁଙ୍କର ଅମୃତ ମଣୋହୀ ଜମି କାହା!-->…
Read More...
Read More...
ନବୀନଙ୍କ ହାତରେ ଯାଦୁଛଡି! ହାତ ବାଜିଲେ ସଫଳ!!
ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଆଦୌ ଆଗ୍ରହ ନଥିଲା। ବାପା ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ପୁଅ ରାଜନୀତିର ଧାର ଧାରିନଥିଲେ। ଏମିତିକି ବାପାଙ୍କର କୌଣସି ସହଯୋଗୀଙ୍କ ସହିତ ସଂପର୍କ ବି ନଥିଲା। ହଠାତ୍ ବାପାଙ୍କର ବିୟୋଗ ହେଲା। ବାପାଙ୍କ ସହଯୋଗୀମାନେ ତାଙ୍କ ହାତ ଧରି ଓଡ଼ିଶାଯାଏ ଟାଣିଆଣିଲେ।!-->…
Read More...
Read More...
ନିର୍ମଳ ଓ ଜଗନ୍ନାଥଙ୍କ ଲାଗି ସରକାର କାହିଁକି ବିପଦରେ ପଡିବେ?
ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ ଓ ସଦସ୍ୟ ନୈତିକତାର ଉତ୍ତରଦାୟିତ୍ବ ମୁଣ୍ଡାଇବାକୁ କୁନ୍ଥକୁନ୍ଥଆଉ ମନୋନୟନରେ ନୁହେଁ, ସବୁ ନିଯୁକ୍ତି ଆୟୋଗରେ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ବେଳ ଆସିଛିଅବସରପ୍ରାପ୍ତ ଅଧିକାରୀ ସରକାରଙ୍କୁ ମହଙ୍ଗା ପଡୁଛନ୍ତି, ସରକାରଙ୍କ ସ୍ବଚ୍ଛତା ପ୍ରତି ବିପଦ!-->…
Read More...
Read More...
ସରକାରୀ ବାବୁମାନେ ସବୁ ଆଇନକୁ ଦଳିଚକଟି ଦେବେ କି?
କୋଭିଡ୍ ଗାଇଡ୍ ଲାଇନରେ ବିଚିତ୍ର ବ୍ୟବସ୍ଥା, ଏଣେ ରାତ୍ରିକାଳୀନ କର୍ଫ୍ୟୁ, ସେଣେ ଯାତ୍ରାକୁ ଅନୁମତିଯାତ୍ରା, ଫିଲ୍ମ ହଲରେ ଶତାଧିକ ବସିପାରିବେ: ରାଜନୈତିକ, ସାମାଜିକ ସଭା ପାଇଁ କିନ୍ତୁ ନିର୍ଦିଷ୍ଟ କଟକଣା ପ୍ରଶାସନ କଟକଣା ଜାରି କରିବା ବେଳେ ଦେଖାଉଥିବା ତତ୍ପରତା ଲୋକ ଭାଙ୍ଗିବା ବେଳେ!-->…
Read More...
Read More...
ତୁରନ୍ତ ଷ୍ଟାଫ୍ ସିଲେକ୍ସନ କମିସନଙ୍କୁ ହଟାଅ, ସମସ୍ତଙ୍କୁ ବିଦା କର
ସରକାରଙ୍କ ଦେହରେ କଳଙ୍କ ବୋଳିଦେଲା ସରକାରଙ୍କ ଚୟନ ଆୟୋଗସମୁଦାୟ ନିଯୁକ୍ତି ପ୍ରକ୍ରିୟା ଏବେ ସନ୍ଦେହ ଭିତରକୁ ଟାଣିହୋଇ ଆସିଲାତୁରନ୍ତ ସରକାର କମିସନ କରୁଥିବା ସବୁ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରନ୍ତୁକମିସନରେ ଥିବା ସମସ୍ତେ ହଟିବା ଦରକାର, ଅଧ୍ୟକ୍ଷ, ସଦସ୍ୟ ମଧ୍ୟକାହା ବଳରେ ବଳୀୟାନ୍!-->…
Read More...
Read More...
୪,୦୦୦ କୋଟିର ସମ୍ପତ୍ତି କ’ଣ ନିଅଣ୍ଟ ପଡ଼ିଲା
‘ଅଶ୍ଳୀଳ’ ସୌଦାଗର ସାଜିଲେ ରାଜ୍ କୁନ୍ଦ୍ରାଧୀରେ ଧୀରେ ଖୋଲୁଛି ‘ପର୍ନ’ ପେଡ଼ି
ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ଜଗତର ନାମୀଦାମୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଏବେ ପର୍ନ ଫାଶରେ । ପ୍ରାୟ ୪,୦୦୦ କୋଟି ଟଙ୍କାରମାଲିକ କୁନ୍ଦ୍ରାଙ୍କୁ ପର୍ନ ବା ଅଶ୍ଳୀଳ ଚଳଚ୍ଚିତ୍ର!-->!-->!-->…
Read More...
Read More...
ମୋଦୀଙ୍କ ବିରୋଧରେ ଖେଳ ଆରମ୍ଭ: ନବୀନଙ୍କ ଉପରେ ନଜର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ବଡ଼ କଥାଟେ କହିଦେଲେ ମମତାନବୀନଙ୍କ ସହିତ ତାଙ୍କର ବନ୍ଧୁତା ରହିଛି, ଆଜି ନାହାନ୍ତି ଅର୍ଥ ନୁହେଁ ସେ ଆସିବେନିପୂରା ଦେଶରେ ଖେଳ ହେବ ବୋଲି ଦମ୍ଭୋକ୍ତି; କହିଲେ ସୋନିଆ ବି ଏୟା ଚାହାନ୍ତିସଂସଦରେ ପଡିଲା ଜୋରଦାର ପ୍ରଭାବ, ୧୬ ରାଜନୈତିକ ଦଳ!-->…
Read More...
Read More...
ଧର୍ମେନ୍ଦ୍ର-ଅରୁଣ: ଏବେ ବନ୍ଧୁ ନା ବଇରି?
ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ସୌଜନ୍ୟତା ପ୍ରଦର୍ଶନ କରିନାହାନ୍ତିନୂଆ ଶିକ୍ଷା ନୀତିରେ କେବଳ ଅଡୁଆ, କେନ୍ଦ୍ର ନା ରାଜ୍ୟ, ରାସ୍ତା କିଏ କାଢିବ?ଉଚ୍ଚଶିକ୍ଷା ଚାବି କେନ୍ଦ୍ର ହାତରେ, ସମୀକରଣ ଠିକ୍ ନହେଲେ ଓଡ଼ିଶା ଫସିବନବକଳେବର ପାଇଁ ପାଣ୍ଠି କୁଆଡୁ ଆସିବ ଅରୁଣ ପଚାରୁନାହାନ୍ତି!-->…
Read More...
Read More...
ବିନା ଟିମ୍ରେ ଆଉ କେତେଦିନ କ୍ୟାପଟେନ୍ ରହିବେ ନିରଞ୍ଜନ?
ଭୁବନେଶ୍ବର: ଯୁବ ଓ ଛାତ୍ର ସଂଗଠନ ଅଛି। ମହିଳା ସଭାନେତ୍ରୀ ଓ ସେବାଦଳ ମୁଖ୍ୟଙ୍କୁ ବି ନିଯୁକ୍ତି ଦିଆଗଲା। ଇତିମଧ୍ୟରେ ଗଣମାଧ୍ୟମ ବ୍ୟାପାର ବୁଝିବା ପାଇଁ ଗୋଟିଏ ଟିମ୍ ବି ଗଠନ ହେଲା। ହେଲେ ଅସଲ ଯେଉଁଟା ମାନେ କଂଗ୍ରେସର ମୂଳ ସଂଗଠନ କେଉଁମାନଙ୍କୁ ନେଇ ଚାଲିଛି?
ରାଜ୍ୟ କଂଗ୍ରେସ!-->!-->!-->…
Read More...
Read More...
କେହି ଭୁଲନ୍ତୁନି ଯେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ହିଁ କଂଗ୍ରେସକୁ କ୍ଷମତାଚ୍ଯୁତ କରିଥିଲା
ହୁଗୁଳାପଣ ଜଳଜଳ, ପୁରୀ, ଭୁବନେଶ୍ବର, କଟକ ସବୁଠି ସ୍ଥିତି ଗମ୍ଭୀରସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ, ପୁଲିସ ମହାନିର୍ଦେଶକଙ୍କ ପ୍ରତି ବିପଦ ବଢିପାରେ
ଭୁବନେଶ୍ବର: ପୂରା ଓଡ଼ିଶା ନିୟମ ମାନିଲା। ସମସ୍ତେ ନିଜ ମନ ଉପରେ ପଥର ଥୋଇ ଟିଭି ପରଦାରେ ରଥଯାତ୍ରା ଦେଖିଲେ। ୟୁ-ଟ୍ୟୁବର ଇସ୍କନ ଭକ୍ତ!-->!-->!-->…
Read More...
Read More...