Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ
Browsing Category
ବୈଦେଶିକ ବ୍ୟାପାର
ଆମେରିକା ଟାର୍ଗେଟରେ ପୁଟିନ୍
ୟୁକ୍ରେନ ଉପରେ ଋଷର ଘନଘନ ଆକ୍ରମଣ ନେଇ କଠୋର ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ ଆଜି ଷ୍ଟେଟ ଅଫ ୟୁନିୟନକୁ ସମ୍ବୋଧିତ କରି ଋଷ ବିରୋଧରେ ଗର୍ଜନ କରିଛନ୍ତି । ସେ କହିଛନ୍ତି, ପୁଟିନ ୬ ଦିନ ପୂର୍ବେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଭୁଲ । ଋଷର ଏଭଳି ମନଇଛା କାମକୁ ଆଉ!-->…
Read More...
Read More...
ସୈନ୍ୟ ଶିବିର ଉପରେ ଋଷର ବଡ଼ ଆକ୍ରମଣ, ୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କ ମୃତ୍ୟୁ
ୟୁକ୍ରେନ-ଋଷ ମଧ୍ୟରେ ଆଜି ଯୁଦ୍ଧର ଷଷ୍ଠ ଦିନ । ଦୁଇ ଦେଶ ମଧ୍ୟ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ଋଷ ସେନାଙ୍କ ଆକ୍ରମଣରେ ୟୁକ୍ରେନର ୭୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି । ଓଖର୍ଟିକାରେ ଅବସ୍ଥିତ ମିଲିଟ୍ରି ବେସକୁ ଟାର୍ଗେଟ କରାଯାଇଥିଲା । ଓଖର୍ଟିକା ସହର ଖାର୍କିଭ ଓ କିବ୍ ମଧ୍ୟରେ!-->…
Read More...
Read More...
ୟୁକ୍ରେନରୁ ଫେରିଲେ ଓଡିଆ, ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ ଆଶ୍ୱସ୍ତ’
ୟୁକ୍ରେନରୁ ଫେରିଲେ ଓଡିଆ । ୟୁକ୍ରେନରୁ ଫେରି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଓଡିଆ ଛାତ୍ରଙ୍କ ସହ ଆଲୋଚନା କରି କହିଛନ୍ତି, ଓଡିଆ ଛାତ୍ରମାନେ ସୁରକ୍ଷିତ ଫେରିଆସିଥିବାରୁ ମୁଁ ଆଶ୍ୱସ୍ତ ।!-->…
Read More...
Read More...
ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍, ଭିଡିଓ ଭାଇରାଲ
ୟୁକ୍ରେନରେ ଫସିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କ ସହିତ ମାରପିଟ୍ ଓ ହିଂସାର ଚିନ୍ତାଜନକ ଖବର ସାମନାକୁ ଆସିଛି । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟଙ୍କ ପରିବାର ଲୋକ ଏବେ ଚିନ୍ତାରେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଭିଡିଓ ଜାରି କରିଛନ୍ତି । ଏବଂ ତୁରନ୍ତ ସେଠାରୁ!-->…
Read More...
Read More...
ଋଷ ଆକ୍ରମଣରେ ୩୫୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ..ଅଛନ୍ତି ୧୪ ଛୋଟ ପିଲା
ଋଷ ଓ ୟୁକ୍ରେନ ମଧ୍ୟ ଯୁଦ୍ଧ ଲାଗି ରହିଛି । ପାଞ୍ଚ ଦିନ ଧରି ଲଗାତର ଋଷ, ୟୁକ୍ରେନ ଉପରେ ମିସାଇଲ ଛାଡୁଛି । ଋଷ ଆକ୍ରମଣରେ ୟୁକ୍ରେନ ରାଜଧାନୀ କିବ୍ ସମେତ ଅନେକ ଅ ଳ ଧ୍ୱଂସବିଧ୍ୱଂସ୍ତ ହୋଇଯାଇଛି । ବହୁ ଧନ ଜୀବନ କ୍ଷତି ହୋଇଛି । ୟୁକ୍ରେନର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା!-->…
Read More...
Read More...
‘ମୁଁ ଦେଶ ଛାଡି ଯିବିନାହିଁ, ମୋତେ ଅସ୍ତ୍ର ଓ ଗୋଳାବାରୁଦ ଦିଅ’
ଋଷ ଗତ ତିନି ଦିନ ଧରି ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରୁଛି । କିନ୍ତୁ ଋଷର ଘନ ଘନ ଆକ୍ରମଣର ବି ଜବାବ ଦେଉଛି ୟୁକ୍ରେନ । ତେବେ ଏହାକୁ ନେଇ ଭୟଭୀତ ହୋଇନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ!-->…
Read More...
Read More...
ୟୁକ୍ରେନ ଉପରେ ଆକ୍ରମଣ ନେଇ ନିନ୍ଦା ପ୍ରସ୍ତାବ ଖାରଜ,ଭୋଟରୁ ଦୂରେଇ ରହିଲା ଭାରତ- ଚୀନ
ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଋଷ ଆକ୍ରମଣକୁ ରୋକିବା ନେଇ ଓ ସେନାଙ୍କୁ ଫେରାଇ ଆଣିବାପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ପ୍ରସ୍ତାବ ଉପରେ ଋଷ କରିଥିଲା । ସୁରକ୍ଷା ପରିଷଦର ପା ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଭାରତ, ଚୀନ,ୟୁଏଇ!-->…
Read More...
Read More...
ଆଜି କିବ୍କୁ କବ୍ଜା କରିପାରେ ଋଷ ସେନା!
ଋଷର ଆକ୍ରମଣ ପରେ ୟୁକ୍ରେନରେ ଜଳୁଛି ନିଆଁ । ୟୁକ୍ରେନର ରାଜଧାନୀ କିବ୍ରେ ପ୍ରବେଶ କରିଛି ଋଷ ସେନା । ଆଜି ବି କିବ୍ରେ ଭୟ୍ଙ୍କର ବିସ୍ଫୋରଣର ଶଦ୍ଦ ଶୁଣିବାକୁ ମିଳିଛି । ୟୁକ୍ରେନର ଦକ୍ଷିଣ ପୂର୍ବ ଅଞ୍ଚଳରେ ୬ଟି ମିସାଇଲ ମାଡ଼ କରିଛନ୍ତି ଋଷ ସେନା । ୟୁକ୍ରେନର ବିଭିନ୍ନ ବିମାନବନ୍ଦରରେ!-->…
Read More...
Read More...
ହାତ ଟେକିଦେଲା ଆମେରିକା, କହିଲା ୟୁକ୍ରେନକୁ ପଠାଇବ ନାହିଁ ସେନା
ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷକୁ ନିନ୍ଦା କରିଛନ୍ତି । ବାଇଡେନ କହିଛନ୍ତି ଯେ, ଆମକୁ ପ୍ରଥମରୁ ଜଣାଥିଲା ଯେ ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବ । ପୁଟିନ ହେଉଛନ୍ତି ଆକ୍ରମଣକାରୀ, ସେ ଯୁଦ୍ଧର ରାସ୍ତା ବାଛିଲେ । କିନ୍ତୁ ପୁଟିନ ଆଉ ତାଙ୍କ ଦେଶ!-->…
Read More...
Read More...