Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍ ୱାର୍ଡେନ୍ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ
Browsing Category
ବୈଦେଶିକ ବ୍ୟାପାର
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ଚାଲିଗଲା ୩୦ ଜୀବନ
ପାକିସ୍ତାନ ପେଶାୱରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ମସଜିଦ୍ରେ ନମାଜ ପାଠ ସମୟରେ ଏହି ଭୟଙ୍କର ବିସ୍ପୋରଣ ହୋଇଛି । ଏଥିରେ ୩୦ ଜଣ ଆଖିବୁଜିଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀ ମାନେ ଏହି ବିସ୍ଫୋରଣ କରିଥିବା ଜଣାପଡିଛି।!-->…
Read More...
Read More...
ମୋଦୀ ରଖିଲେ ପ୍ରସ୍ତାବ, କହିଲେ କୂଟନୀତି ଓ ଆଲୋଚନା ମାଧ୍ୟମରେ ସମାଧାନ ହେଉ
ୟୁକ୍ରେନ ଉପରେ ଋଷ ଘମାଘୋଟ ଆକ୍ରମଣ ଜାରି ରଖିଛି । ଗୋଟିଏ ପରେ ଗୋଟିଏ ସହରକୁ ବିସ୍ଫୋରଣ କରି ଧ୍ୱଂସବିଧ୍ୱସ୍ତ କରିଦେଉଛି । ଏହାରି ମଧ୍ୟରେ କ୍ୱାର୍ଡ ବୈଠକରେ ଭାରତ ନିଜର ପକ୍ଷ ରହିଛି । ମୋଦୀ କହିଛନ୍ତି, ଆଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦରେ ସମାଧାନ ହେବା ଉଚିତ । ବିବାଦର ସମାଧାନ!-->…
Read More...
Read More...
କିଭରୁ ଆସୁଥିବା ଭାରତୀୟ ଛାତ୍ରଙ୍କ ଦେହରେ ବାଜିଲା ଗୁଳି..
ଋଷ-ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଆଜି ନବମ ଦିନ। ଏବଂ ଦୁଇ ଦେଶ ମଧ୍ୟରେ ଲଢେଇ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏବେ କି କିଛି ଭାରତୀୟ ଛାତ୍ର ୟୁକ୍ରେନ ରାଜଧାନୀ କିଭ ଓ ଖାରକିଭରେ ଫସି ରହିଛନ୍ତି। ଋଷ ସେନା ଗତ ୨୪ ଘଣ୍ଟା ରେ ଖାରକିଭ,ଚେର୍ନାହିବ,ମାରିୟୁପୋଲ, ବୋରଦୟାଙ୍କାରେ!-->…
Read More...
Read More...
ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ
ୟୁକ୍ରେନ ଉପରେ ଋଷର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଆଜିକୁ ନବମ ଦିନ ହେବ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଋଷ ଆକ୍ରମଣ କରିଛି । ଝେପୋରଜିଆ ଓ ଏନୋହର୍ଦ୍ଦର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ରେ ଋଷର ଆକ୍ରମଣ ପରେ ପ୍ଲାଣ୍ଟ ରେ ନିଆଁ!-->…
Read More...
Read More...
ଖାରକିଭ୍ରେ ଋଷର ବଡ଼ ଧରଣର ଆକ୍ରମଣ, ମାଟିରେ ମିଶିଲା ସ୍କୁଲ,ଚର୍ଚ୍ଚ
ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଅଷ୍ଟମ ଦିନ । ଋଷ ଘନ ଘନ ମିସାଇଲ ମାଡ଼ କରୁଛି । ୟୁକ୍ରେନର ଅକ୍ଟିର୍କା ଓ ଖାରକିଭରେ ଋଷର ଆକ୍ରମଣ ହେତୁ ବଡ଼ ଧରଣର କ୍ଷତି ହୋଇଛି । ୟୁକ୍ରେନ ଦାବି କରିଛି ଯେ, ଆକ୍ରମଣରେ ଖାରକିଭର ତିନୋଟି ସ୍କୁଲ ଓ ଚର୍ଚ୍ଚ ଧ୍ୱଂସ ହୋଇଯାଇଛି । ଅକ୍ଟିର୍କାରେ!-->…
Read More...
Read More...
ମୋଦୀ -ପୁଟିନ ଆଲୋଚନା
ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯୁଦ୍ଧ ସମୟରେ ଏହା ପୁଟିନ ଓ ମୋଦୀଙ୍କ ମଧ୍ୟରେ ଦ୍ୱିତୀୟ ଥର କଥାବାର୍ତ୍ତା। ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ!-->…
Read More...
Read More...
ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
ଋଷ –ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ପଞ୍ଜାବର। ପଞ୍ଜାବର ଚନ୍ଦନ ଜିନ୍ଦଲଙ୍କ ବ୍ରେନ ଷ୍ଟ୍ରୋକ ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚନ୍ଦନଙ୍କ ମୃତ!-->…
Read More...
Read More...
ଋଷର ଚେତାବନୀ, ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡିବ ପରମାଣୁ ବୋମା
ଋଷ-ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ଖେରସନକୁ ଋଷ ସେନା ଦଖଲ କରିଥିବା ବେଳେ କିଭ୍କୁ କବଜା କରିବା ପାଇଁ ଋଷ ସେନା ଅଗ୍ରସର ହେଉଛନ୍ତି । ଖାରକିଭରେ ମଧ୍ୟ ଘନଘନ ବିସ୍ଫୋରଣ କରୁଛିୁ ଋଷ ସେନା। ଖାରକିଭରେ ସେନା ହସ୍ପିଟାଲ ଓ ସେନା ଏକାଡେମୀ ଉପରେ ଆକ୍ରମଣ କରି!-->…
Read More...
Read More...
ଖାରକିଭ୍ରେ ପଶିଲେ ଋଷ ସେନା, ବୋମାମାଡ଼ରେ ଉଡାଇଲେ ସେନା ହସ୍ପିଟାଲ
ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ଦିନ ବଢିବା ସହ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନ ରାଜଧାନୀ କିଭ ନିକଟରେ ଋଷ ସେନା ପହଞ୍ଚି ସାରିଥିବା ବେଳେ ଖାରକିଭ ନିକଟରେ ମଧ୍ୟ ଋଷ ସେନା ଠୁଳ ହୋଇଛନ୍ତି । ଖେରସନ ସହରକୁ ମଧ୍ୟ ଋଷ ସେନା କବଜା କରିନେଇଛନ୍ତି ।!-->…
Read More...
Read More...