ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ଅପରାଧ

ଆଜି ଏନସିବିରେ ହାଜର ହୋଇପାରନ୍ତି ଆର୍ୟ୍ୟନ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟ୍ୟନ ଖାନଙ୍କ ଆଜି ଏନସିବି ବୟାନ ରେକର୍ଡ କରିପାରେ। ଦେହ ଖରାପ ଥିବାରୁ ଆର୍ୟ୍ୟନ ରବିବାର ଏନସିବି କାର୍ଯ୍ୟାଳୟରେ ପହଞ୍ଚି ପାରିନଥିଲେ। ଏସଆଇଟି ଆର୍ୟ୍ୟନ ଖାନଙ୍କ ସମେତ ୬ଟି ମାମଲାର ଯାଞ୍ଚ କରୁଛି। ସେପଟେ ଏନସିବି
Read More...

ହସ୍ପିଟାଲରେ ନିଆଁ, ୪ ଶିଶୁ ମୃତ

ଭୋପାଳ: ମଧ୍ୟପ୍ରଦେଶ ଭୋପାଳର ହମିଦିଆ ହସ୍ପିଟାଲରେ ଅଗ୍ନିକାଣ୍ଡ। କମଳା ନେହେରୁ ହସ୍ପିଟାଲର ଶିଶୁ ୱାର୍ଡରେ ନିଆଁ ଲାଗିବା ଫଳରେ ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶିଶୁ ଗୁରୁତର ଥିବା ଜଣାପଡିଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନି। ଅଗ୍ନିଶମବାହିନୀ ଓ ପୁଲିସ ଘଟଣା ସ୍ଥଳରେ
Read More...

ଦୀପାବଳିରେ ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ

ନୂଆଦିଲ୍ଲୀ: ଦୀପାବଳିରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କୀ ଆକ୍ରମଣ ନେଇ ସୂଚନା ପରେ ଆଲର୍ଟରେ ଦିଲ୍ଲୀ ପୁଲିସ। ବରିଷ୍ଠ ପୁଲିସ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଗୁଇନ୍ଦା ଏଜେନ୍ସିର ସତର୍କ ସୂଚନା ପରେ ଦିଲ୍ଲୀ ପୁଲିସ ଆଲର୍ଟ
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଲା!

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢିଛି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଆଜି ପୁଲିସ ୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ପୁଲିସ ଚାର୍ଜସିଟରୁ ତାଙ୍କ ନାମ ବାଦ ପଡିଥିବା ନେଇ କୋର୍ଟରେ ଆପତ୍ତି ହୋଇଥିଲା। ପରେ ଜେଏମ୍ଏଫସି କୋର୍ଟ ଏ
Read More...

ଜେସିବିରେ ଖଣ୍ଡ ଖଣ୍ଡ କରିଥିଲା ମୃତଦେହ

ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ କେମିତି କରିଥିଲା ହତ୍ୟା ? ହତ୍ୟା ପରେ ମୃତଦେହକୁ କେମିତି ପୋଡିଥିଲା? ପୋଡିବା ପରେ ଗାତରେ କେମିତି ପୋତିଥିଲା? ସମସ୍ତ ଘଟଣାର କ୍ରାଇମ ସିନ ରିକ୍ରିଏସନ କରିଛି ପୁଲିସ । ହତ୍ୟାକାରୀ ଗୋବିନ୍ଦ ସାହୁକୁ ଘଟଣା ସ୍ଥଳକୁ ଅଣାଯାଇଥିଲା ।
Read More...

ଶେଷରେ ଆର୍ୟନଙ୍କୁ ଭେଟିଲେ ଶାହାରୁଖ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କ ସମେତ ୩ ଜଣଙ୍କ ଜାମିନ ଆବେଦନ ବୁଧବାର କୋର୍ଟ ଖାରଜ କରିଦେଇଛନ୍ତି। ସ୍ପେଶାଲ କୋର୍ଟ ବିଚାରପତି ଭି.ଭି ପାଟିଲ କହିଛନ୍ତି ଯେ, ୩ ଅଭିଯୁକ୍ତ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଅଛନ୍ତି।ଏବେ ତାଙ୍କୁ ଜାମିନ ଦିଆଗଲା ଆଗକୁ ସେ ପୁଣି ଅପରାଧ
Read More...

ଦୀପାବଳି ପୂର୍ବରୁ ହୋଇପାରେ ଆତଙ୍କୀ ଆକ୍ରମଣ!

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁରକ୍ଷାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କ କରାଇଦେଇଛି। ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି ଆଲର୍ଟ ଜାରି ହେବା ପରେ ଅହମ୍ମଦାବାଦ ପୁଲିସକୁ ହାଇଆଲର୍ଟ ରଖିବାକୁ କୁହାଯାଇଛି। ଅହମ୍ମଦାବାଦ ପୁଲିସ କମିସନର ସଞ୍ଜୟ ଶ୍ରୀବାସ୍ତବ ଆତଙ୍କୀ
Read More...

ସଇତାନ କହିଲା ସତ

ମମିତାଙ୍କ କେମିତି ହୋଇଛି ହତ୍ୟା? ଗାତ ଖୋଳି ମାଟି ଭିତରେ ତାଙ୍କୁ କିଏ ପୋତିଲା? କଣ ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା ? ଏଭଳି ଅନେକ ପ୍ରଶ୍ନ ଉଠିବା ପରେ ଏବେ ସମସ୍ତ ସତ ଧିରେ ଧିରେ ସାମନାକୁ ଆସିବାର ଲାଗିଛି । ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ସ୍କୁଲର ମାଲିକ ଗୋବିନ୍ଦ
Read More...

ଆର୍ୟନଙ୍କୁ ଜେଲ ନା ବେଲ? ନିଷ୍ପତ୍ତି ଆଜି

ମୁମ୍ବାଇ: ବଲିଉଡ଼ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହେବ। ଆର୍ୟନ ଜେଲରେ ରହିବେ ନା ତାଙ୍କୁ ଜାମିନ ମିଳିବ ଆଜି କୋର୍ଟ ରାୟ ଶୁଣାଇବେ। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ୧୭ ଦିନ ହେବ ଗିରଫ ହୋଇଥିବା ଆର୍ୟନ ଏବେ ଜେଲରେ ଅଛନ୍ତି। ଗତ
Read More...

ବଢ଼ିଲାଣି କାଶ୍ମୀରରେ ଆତଙ୍କବାଦର ଭୟ

ନୂଆଦିଲ୍ଲୀ: କାଶ୍ମୀର ଘାଟିରେ ଅବସ୍ଥା ଖରାପ ହେବାରେ ଲାଗିଛି। ସେନା ଜୋରଦାର ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ଆତଙ୍କବାଦୀ ମାନେ ଏହି ମାସରେ ୧୧ ଜଣ ସାଧାରଣ ନାଗରିକକୁ ହତ୍ୟା କରିଛନ୍ତି,ଯେଉଁମାନଙ୍କ ମଧ୍ୟରେ ୭ ଜଣ ଅଣ
Read More...