Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍ ଓ ପାଂଶୁଲ ନିଟ୍-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି
Browsing Category
ଅପରାଧ
ଦୀପାବଳିରେ ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ
ନୂଆଦିଲ୍ଲୀ: ଦୀପାବଳିରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କୀ ଆକ୍ରମଣ ନେଇ ସୂଚନା ପରେ ଆଲର୍ଟରେ ଦିଲ୍ଲୀ ପୁଲିସ। ବରିଷ୍ଠ ପୁଲିସ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଗୁଇନ୍ଦା ଏଜେନ୍ସିର ସତର୍କ ସୂଚନା ପରେ ଦିଲ୍ଲୀ ପୁଲିସ ଆଲର୍ଟ!-->…
Read More...
Read More...
ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଲା!
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢିଛି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଆଜି ପୁଲିସ ୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ପୁଲିସ ଚାର୍ଜସିଟରୁ ତାଙ୍କ ନାମ ବାଦ ପଡିଥିବା ନେଇ କୋର୍ଟରେ ଆପତ୍ତି ହୋଇଥିଲା। ପରେ ଜେଏମ୍ଏଫସି କୋର୍ଟ ଏ!-->…
Read More...
Read More...
ଜେସିବିରେ ଖଣ୍ଡ ଖଣ୍ଡ କରିଥିଲା ମୃତଦେହ
ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ କେମିତି କରିଥିଲା ହତ୍ୟା ? ହତ୍ୟା ପରେ ମୃତଦେହକୁ କେମିତି ପୋଡିଥିଲା? ପୋଡିବା ପରେ ଗାତରେ କେମିତି ପୋତିଥିଲା? ସମସ୍ତ ଘଟଣାର କ୍ରାଇମ ସିନ ରିକ୍ରିଏସନ କରିଛି ପୁଲିସ । ହତ୍ୟାକାରୀ ଗୋବିନ୍ଦ ସାହୁକୁ ଘଟଣା ସ୍ଥଳକୁ ଅଣାଯାଇଥିଲା ।!-->…
Read More...
Read More...
ଶେଷରେ ଆର୍ୟନଙ୍କୁ ଭେଟିଲେ ଶାହାରୁଖ
ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କ ସମେତ ୩ ଜଣଙ୍କ ଜାମିନ ଆବେଦନ ବୁଧବାର କୋର୍ଟ ଖାରଜ କରିଦେଇଛନ୍ତି। ସ୍ପେଶାଲ କୋର୍ଟ ବିଚାରପତି ଭି.ଭି ପାଟିଲ କହିଛନ୍ତି ଯେ, ୩ ଅଭିଯୁକ୍ତ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଅଛନ୍ତି।ଏବେ ତାଙ୍କୁ ଜାମିନ ଦିଆଗଲା ଆଗକୁ ସେ ପୁଣି ଅପରାଧ!-->…
Read More...
Read More...
ଦୀପାବଳି ପୂର୍ବରୁ ହୋଇପାରେ ଆତଙ୍କୀ ଆକ୍ରମଣ!
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁରକ୍ଷାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କ କରାଇଦେଇଛି। ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି ଆଲର୍ଟ ଜାରି ହେବା ପରେ ଅହମ୍ମଦାବାଦ ପୁଲିସକୁ ହାଇଆଲର୍ଟ ରଖିବାକୁ କୁହାଯାଇଛି। ଅହମ୍ମଦାବାଦ ପୁଲିସ କମିସନର ସଞ୍ଜୟ ଶ୍ରୀବାସ୍ତବ ଆତଙ୍କୀ!-->…
Read More...
Read More...
ସଇତାନ କହିଲା ସତ
ମମିତାଙ୍କ କେମିତି ହୋଇଛି ହତ୍ୟା? ଗାତ ଖୋଳି ମାଟି ଭିତରେ ତାଙ୍କୁ କିଏ ପୋତିଲା? କଣ ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା ? ଏଭଳି ଅନେକ ପ୍ରଶ୍ନ ଉଠିବା ପରେ ଏବେ ସମସ୍ତ ସତ ଧିରେ ଧିରେ ସାମନାକୁ ଆସିବାର ଲାଗିଛି । ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ସ୍କୁଲର ମାଲିକ ଗୋବିନ୍ଦ!-->…
Read More...
Read More...
ଆର୍ୟନଙ୍କୁ ଜେଲ ନା ବେଲ? ନିଷ୍ପତ୍ତି ଆଜି
ମୁମ୍ବାଇ: ବଲିଉଡ଼ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହେବ। ଆର୍ୟନ ଜେଲରେ ରହିବେ ନା ତାଙ୍କୁ ଜାମିନ ମିଳିବ ଆଜି କୋର୍ଟ ରାୟ ଶୁଣାଇବେ। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ୧୭ ଦିନ ହେବ ଗିରଫ ହୋଇଥିବା ଆର୍ୟନ ଏବେ ଜେଲରେ ଅଛନ୍ତି। ଗତ!-->…
Read More...
Read More...
ବଢ଼ିଲାଣି କାଶ୍ମୀରରେ ଆତଙ୍କବାଦର ଭୟ
ନୂଆଦିଲ୍ଲୀ: କାଶ୍ମୀର ଘାଟିରେ ଅବସ୍ଥା ଖରାପ ହେବାରେ ଲାଗିଛି। ସେନା ଜୋରଦାର ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ଆତଙ୍କବାଦୀ ମାନେ ଏହି ମାସରେ ୧୧ ଜଣ ସାଧାରଣ ନାଗରିକକୁ ହତ୍ୟା କରିଛନ୍ତି,ଯେଉଁମାନଙ୍କ ମଧ୍ୟରେ ୭ ଜଣ ଅଣ!-->…
Read More...
Read More...
୨୩ ଘଣ୍ଟା ଘାଣ୍ଟିଲା ଭିଜିଲାନ୍ସ
ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜେଲରୁ ସିନା ମୁକ୍ତି ପାଇଲେ କିନ୍ତୁ ଭିଜିଲାନ୍ସ ପଞ୍ଝା ଭିତରୁ ମୁକୁଳି ପାରୁନାହାଁନ୍ତି ବିଧାୟକ। ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପଶି ଖାନତଲାସି କରିଛି ଭିଜିଲାନ୍ସ। ରାତି ସାରା ଚାଲିଛି ରେଡ୍।ପାଖାପାଖି ୨୩!-->…
Read More...
Read More...
କେବେ ଫେରିବି ‘ମନ୍ନତ’?
ମୁମ୍ବାଇ: ବଲିଉଡ଼ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି। ‘ମନ୍ନତ’ର ଅଏସ ଆରାମରେ ବଡ଼ ହୋଇଥିବା ଆର୍ୟନଙ୍କୁ ଏବେ ଜେଲରେ ଦିନ କାଟିବାକୁ ପଡୁଛି। ଆର୍ୟନ ଦିନ ଗଣୁଛନ୍ତି, ତାଙ୍କୁ କେବେ ଜାମିନ ମିଳିବ ଓ ସେ ମନ୍ନତ ଯିବେ।
ଗୁରୁବାର ମୁମ୍ବାଇ ସେସନ୍ସ!-->!-->!-->…
Read More...
Read More...