Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍ ଓ ପାଂଶୁଲ ନିଟ୍-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି
Browsing Category
ଅପରାଧ
ମର୍ଣ୍ଣିଂ ୱାକ୍ ସମୟରେ ମାଡିଆସିଲା ମୃତ୍ୟୁ
ଭୁବନେଶ୍ବର: କଥାରେ ଅଛି ନିଶ୍ବାସକୁ ବିଶ୍ବାସ ନାହିଁ। କେତେବେଳେ ଏହା ଦୂରେଇ ଯିବ, କିଏ ଜାଣେ। ସମସ୍ତେ ଜାଣିଛନ୍ତି, ଏହା ଦିନେ ସେମାନଙ୍କୁ ସ୍ପର୍ଶ କରିବ। ହେଲେ କାହାକୁ ଓ କେଉଁ ସମୟରେ ଛୁଇଁବ ତାହା କହିହେବନାହିଁ। ଏଇ ଦେଖୁନାହାନ୍ତି, ଆଜି ଭଳି ପବିତ୍ର ମହାନବମୀ ଦିନରେ ଯେତେବେଳେ!-->…
Read More...
Read More...
ଆଜି ଆର୍ୟନଙ୍କୁ ବେଲ?
ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁହ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବଦେନ ଉପରେ ଆଜି ଆସିବ ରାୟ। ବୁଧବାର ମୁମ୍ବାଇ ସେସନ୍ସ କୋର୍ଟ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ତେବେ ଆଜି ଆର୍ୟନଙ୍କୁ କୋର୍ଟ ଜାମିନ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।
!-->!-->!-->…
Read More...
Read More...
ଆର୍ୟନଙ୍କୁ ମିଳିବ କି ବେଲ? ଆଜି ଶୁଣାଣି
ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଜେଲରେ ଅଛନ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ମୁମ୍ବାଇ ସେସନ୍ସ କୋର୍ଟ ମାମଲାର ଶୁଣାଣି କରିବେ। ଦିନ ୨ଟା ୪୫ରେ ମାମଲା ଶୁଣାଣି କରାଯିବ। ଅପରାହ୍ନରେ ହିଁ ଜଣାପଡିବ ଯେ!-->…
Read More...
Read More...
ଫେରାର ପୁଲିସ କର୍ମୀଙ୍କୁ ଧରିବାକୁ ପୁରସ୍କାର ଘୋଷଣା
କାନପୁର: ଫେରାର ପୁଲିସ କର୍ମୀଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା। କାନପୁରର ବ୍ୟବସାୟୀ ମନୀଷ ଗୁପ୍ତାଙ୍କୁ ହତ୍ୟା ମାମଲାରେ ଫେରାର ଅଛନ୍ତି ପୁଲିସ କର୍ମୀ। ଫେରାର ଥିବା ୬ ପୁଲିସ କର୍ମୀଙ୍କୁ ଧରିବା ପାଇଁ ୨୫ ହଜାର ଲେଖାଁଏ ପୁରସ୍କାର ଘୋଷଣା ହୋଇଛି । ଏମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଜଗତ!-->…
Read More...
Read More...
ଜୋତାରୁ ଚରସ ବାହାର କରିଥିଲେ ଆର୍ୟନଙ୍କ ବନ୍ଧୁ
ମୁମ୍ବାଇ: ଏନସିବି(ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଅନୁସାରେ ଆର୍ୟନ ଖାନ ଏନସିବି ଅଫିସରଙ୍କ ସାମନାରେ ସ୍ୱୀକାର କରିଛନ୍ତି ଯେ ସେ ଚରସ ଖାଆନ୍ତି। ଏବଂ ତାଙ୍କ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ ନିଜ ଜୋତାରେ ୬ ଗ୍ରାମ ଚରସ ଲୁଚାଇକି କ୍ରୁଜକୁ ନେଇଥିଲେ। ଏହା ସେ ସ୍ୱୀକାର କରିଥିବା ଏନସିବିର!-->…
Read More...
Read More...
ଫିଲ୍ମ ପ୍ରଡ୍ୟୁସରଙ୍କ ଘରେ ବି ଏନସିବିର ଛାପା
ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ଏନସିବି (ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଖୋଳତାଡ଼ ଜାରି ରଖିଛି। ଏଥିରେ ଆଉ କେଉଁମାନଙ୍କର ଲିଙ୍କ ରହିଛି ସେ ନେଇ ଛାନଭିନ କରୁଛି। ଡ୍ରଗ୍ସ ମାମଲାରେ ବଲିଉଡ ଲିଙ୍କର ମଧ୍ୟ ଖୋଳତାଡ଼ କରୁଛି ଏନସିବି । ମୁମ୍ବାଇ ବାନ୍ଦ୍ରା ଅଂଚଳରେ ଫିଲ୍ମ ପ୍ରଯୋଜକ!-->…
Read More...
Read More...
ଏବେ ବି ଖୋଲା ମାୟାବିନୀର ମାୟାଜାଲ
ଭୁବନେଶ୍ବର: ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ ମାମଲାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଗୁପ୍ତ ତଥ୍ୟ ଲିକ ମାମଲାରେ ଆରମ୍ଭରୁ ମାୟାବିନୀର ପରିଚୟ ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟର ସମସ୍ତ ତଦନ୍ତକାରୀ ସଂସ୍ଥା ଲାଗିପଡିଥଲା ବେଳେ ଏବେ ଏହି ଘଟଣାର ପାକିସ୍ତାନ ଲିଙ୍କ ମିଳିଛି। ରହସ୍ୟମୟୀ!-->…
Read More...
Read More...
କେମିତି ହୋଇଥିଲା କୃଷକଙ୍କ ମୃତ୍ୟୁ?
ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ରବିବାର ହୋଇଥିବା ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଥିବା ବେଳେ କିଭଳି ନିର୍ମମ ଭାବେ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରଯାଇଛି ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । କୃଷକ ମାନେ ଆନ୍ଦୋଳନ କରି!-->…
Read More...
Read More...
ଶାହାରୁଖଙ୍କ ପୁଅକୁ ସାରା ରାତି ଜେରା
ମୁମ୍ବାଇ: ଏନସିବି ଅଫିସରେ ସାରା ରାତି କାଟିଲେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍। ସାରା ରାତି ତାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି ଏନସିବି ଅଧିକାରୀ। ଆର୍ୟନଙ୍କୁ ଗିରଫ ପରେ ଦିନିକିଆ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଛି। ଗିରଫ ପରେ ତାଙ୍କ ମୋବାଇଲ ଜବତ!-->…
Read More...
Read More...
ନିଶା ମାୟାରେ ସେଲିବ୍ରିଟି ବାୟା
ନୂଆଦିଲ୍ଲୀ/ ଭୁବନେଶ୍ବର: ସମୁଦ୍ର ମଝିରେ ଜାହାଜରେ ଡ୍ରଗ୍ସ ପାର୍ଟିରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଏନସିବି ଗିରଫ କରିଛି। ଶନିବାର ବିଳମ୍ବିତ ରାତିରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି। ବହୁ ହାଇପ୍ରୋଫାଇଲ ଲୋକ ଏହି ପାର୍ଟିରେ ସାମିଲ!-->…
Read More...
Read More...