Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଏସ୍ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ
Browsing Category
ସଂସ୍କୃତି
ଏବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବନି
ଭୁବନେଶ୍ବର: ଜନସ୍ବାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଧାର୍ମିକ କାର୍ଯ୍ୟରେ ଜନଗହଳିକୁ ରୋକିବା କଷ୍ଟ। ଏଣୁ ରଥ ଯାତ୍ରାକୁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ। ଫଳରେ!-->…
Read More...
Read More...
ମହାପ୍ରଭୁ କିଭଳି ସୁସ୍ଥ ହେବେ ଜାଣନ୍ତୁ
ଭୁବନେଶ୍ୱର: ସ୍ନାନ ପୂର୍ଣ୍ଣମୀ ଦିନ ସର୍ବାଙ୍ଗ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଆଜି ଦଶମୂଳ ମହୌଷଧି ଲାଗି କରାଯିବ। ପବିତ୍ର ଏକାଦଶୀ ତିଥି ଅବସରରେ ଆଜି ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ପତି ମହାପାତ୍ର ସେବକ!-->…
Read More...
Read More...
ଅସୁସ୍ଥ ମହାପ୍ରଭୁ କଣ ଖାଉଛନ୍ତି?
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ମନ୍ଦିରରେ ପୂଜା ନୀତି ଯେମିତି ସ୍ୱତନ୍ତ୍ର, ଭୋଗନୀତି ବି ସେମିତି ନିଆରା। ଏହାକୁ ନିରେଖି ଦେଖିଲେ ସେଥିରେ ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ କେତେ ଗୁରୁତ୍ୱ ଦିଆଯାଇଛି, ତାହା ଯେ କେହି ଜାଣିପାରିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗନୀତି ବି ଏଥିରୁ ବାଦ୍ ଯିବ!-->…
Read More...
Read More...
ଜୁନ୍ ୨୧ ସୂର୍ଯ୍ୟପରାଗକୁ ନେଇ ଏମିତି କହୁଛନ୍ତି
ସୂର୍ଯ୍ୟପରାଗ ଭାରତ ସମେତ ଅନେକ ଦେଶରେ ଦେଖାଯିବଏହାର ଖରାପ ପ୍ରଭାବ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ୮ ରାଶିକୁ ଅଶୁଭ, ୪ ରାଶି ପ୍ରତି ପରାଗର ଶୁଭ ପ୍ରଭାବ ପଡ଼ିପାରେ
ଭୁବନେଶ୍ବର: ଜୁନ୍ ୨୧ ହେଉଛି ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଯାହା ଭାରତରେ ଦେଖାଯିବ। କଣ ରହିବ,!-->!-->!-->…
Read More...
Read More...
ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଛନ୍ତି। ଆଜି କ୍ୟାବିନେଟ ସ୍ବତନ୍ତ୍ର ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ!-->!-->!-->…
Read More...
Read More...
ମହାପ୍ରଭୁ ଅସୁସ୍ଥ, ଭୀଷଣ ଜ୍ବରରେ କମ୍ପୁଛନ୍ତି
ଶ୍ରୀମନ୍ଦିରରେ ବିଜେ ହେଲେ ପଟି ଦିଅଁ, ଅଲାରନାଥଙ୍କ ଠାରେ ୧୪୪ ଧାରା ଜାରିଅସୁସ୍ଥତା ଯୋଗୁଁ ଅଣସର ପିଣ୍ଡିରେ ଅଟକିଯାଇଛନ୍ତି ମହାପ୍ରଭୁ, ଗୁପ୍ତନୀତି ଆରମ୍ଭ
ପୁରୀ: ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ଶୁକ୍ରବାର ତାଙ୍କୁ!-->!-->!-->…
Read More...
Read More...
ଜାଣନ୍ତୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ପଛର ରହସ୍ୟ
ପୁରୀ : ଶ୍ରୀମନ୍ଦିର ବ୍ୟବସ୍ଥାରେ ସ୍ନାନଯାତ୍ରା ପଛର ତତ୍ତ୍ୱ ଓ ତଥ୍ୟ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବୀ ବୋଲି ବିବେଚନା କରାଯାଇଥାଏ । ପ୍ରାଚୀନ ଗ୍ରନ୍ଥର ତଥ୍ୟ ଅନୁସାରେ, ଜ୍ୟେଷ୍ଠ ପୂର୍ଣ୍ଣିମା ଅର୍ଥାତ୍ ସ୍ନାନ ପୂର୍ଣ୍ଣିମା ଦିନକୁ ମହାପ୍ରଭୁଙ୍କର ଆବିର୍ଭାବ ଦିବସ ବୋଲି!-->!-->!-->…
Read More...
Read More...
କେମିତି ହୁଏ ଗଜାନନ ବେଶର ନିର୍ମାଣ
ପୁରୀ: ଚତୁର୍ଧାମୂର୍ତିଙ୍କର ଗଜାନନ ବେଶ ଆରମ୍ଭ ହୋଇଛି। ରତ୍ନବେଦୀରେ ମହାପ୍ରଭୁ ଆଜି ଏଭଳି ଏକ ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ହେଲେ ଏହି ବେଶ ନିର୍ମାଣ ପଛର ରହସ୍ୟ ବି ବେଶ ରୋଚକ।
ଶ୍ରୀଜଗନ୍ନାଥ ତତ୍ତ୍ୱକୁ ବିଶ୍ୱ ସାମ୍ନାରେ ଉପସ୍ଥାପନା ଦାୟିତ୍ୱ ସାଧୁ ସନ୍ଥଙ୍କ ହାତରେ!-->!-->!-->…
Read More...
Read More...
୫ରେ ଚନ୍ଦ୍ରଗ୍ରହଣ: କେଉଁ ଗ୍ରହ ଉପରେ କିଭଳି ପ୍ରଭାବ ରଖିବ
ନୂଆଦିଲ୍ଲୀ: ଜୁନ ୫ ତାରିଖରେ ଚନ୍ଦ୍ରଗ୍ରହଣ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଚନ୍ଦ୍ରଗ୍ରହଣ ବିଛା ରାଶି ଏବଂ ଜ୍ୟେଷ୍ଠ ନକ୍ଷତ୍ରରେ ରହିବ। ଚନ୍ଦ୍ରଗ୍ରହଣକୁ ସମୟରେ କେଉଁ ରାଶି ଉପରେ କିଭଳି ପ୍ରଭାବ ପଡ଼ିବ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।
ମେଷ ରାଶି ପାଇଁ ଏହି!-->!-->!-->…
Read More...
Read More...
ଶ୍ରୀଜଗନ୍ନାଥଙ୍କ ଠାରୁ ନବୀନଙ୍କ ବର୍ଷ ପୂର୍ତି କାର୍ଯ୍ୟକ୍ରମ
୨୯ ତାରିଖରୁ ଶ୍ରୀଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ବିକାଶ କାମ ଆରମ୍ଭବିନ୍ଦୁସାଗର ଜଳ ବିଶୋଧନ ପାଇଁ ରସାୟନ ପ୍ରତିଷ୍ଠାନ ସହ ହେବ ବୁଝାମଣା୨୦୧୯ ମେ ୨୯ରେ ନବୀନ ପଞ୍ଚମପାଳିର ଶାସନ ଭାର ଗ୍ରହଣ କରିଥିଲେ
ଭୁବନେଶ୍ବର: ରାଜ୍ୟ ସରକାର ପୁଣି ଥରେ ପୁରୀ ମନସ୍କ ହୋଇଛନ୍ତି। ଆଜି!-->!-->!-->!-->!-->…
Read More...
Read More...