ପ୍ରମୁଖ ଖବର

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍‌ ଗିରଫ
୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ
ଓଡିଶା ଫେରିଲେ ନବୀନ ପଟ୍ଟନାୟକ
Browsing Category

ସଂସ୍କୃତି

ଗୋପବନ୍ଧୁଙ୍କ ସୁଆଣ୍ଡୋରୁ ପୂଜ୍ୟପୂଜା ପ୍ରକଳ୍ପ

ଐତିହ୍ୟ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟରେ ମହାମନିଷୀଙ୍କ ପୀଠର ବିକାଶ ପାଇଁ ନବୀନଙ୍କ ଖସଡ଼ା ପ୍ରସ୍ତୁତସୁଆଣ୍ଡୋ ରାସ୍ତାର ଉନ୍ନତିକରଣ ସହିତ ଗୋପବନ୍ଧୁଙ୍କ ଜନ୍ମପୀଠକୁ ସ୍ମାରକୀ ଘୋଷଣା କରିପାରନ୍ତି ସରକାର ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଠାରୁ ଆରମ୍ଭ କରି ଶ୍ରୀ
Read More...

କିଏ ପାଇଲେ ଓଡ଼ିଶାରୁ ପଦ୍ମ, ଜାଣନ୍ତୁ

ବାଗ୍ମୀ ମନୋଜ ଦାସଙ୍କୁ ପଦ୍ମଭୂଷଣପଦ୍ମ ପୁରସ୍କାର ପାଇବାରେ ରେକର୍ଡପୁଣି ଓଡ଼ିଶା ମନସ୍କ ହେଲା କେନ୍ଦ୍ର ଭୁବନେଶ୍ବର: ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବାଗ୍ମୀ ମନାେଜ ଦାସଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରାଯିବ। ସମାନ କ୍ଷେତ୍ର ପାଇଁ ବାରିପଦାର ଡ. ଦମୟନ୍ତୀ
Read More...

ଚାଷୀ ଆତ୍ମହତ୍ୟାକୁ ନେଇ କାହିଁକି ଚିନ୍ତା ପ୍ରକାଶ କଲେ ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ବୀକାର କରୁନାହାନ୍ତି। ହେଲେ ଚାଷୀ ଆତ୍ମହତ୍ୟା ନେଇ ଚିନ୍ତା ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ‘କୃଷି ଓଡ଼ିଶା’ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ରୋକ୍‌ଠୋକ୍‌ କହିଥିଲେ, ଜୀବଜଗତରେ ପଶୁ ପକ୍ଷୀ ଆତ୍ମହତ୍ୟା
Read More...

କାଲିଠୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ!

ମୁମ୍ବାଇ: ଆସନ୍ତାକାଲି ଠାରୁ ଶିରିଡି ସାଇ ବାବାଙ୍କ ମନ୍ଦିର ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ। ଏକଥା ଆମେ କହୁନାହୁଁ। ଶିରିଡି ସାଇ ସଂସ୍ଥାନ ଏଭଳି ଅପ୍ରୀତିକର ନିଷ୍ପତ୍ତି ନେବାକୁ ଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସାଇବାବାଙ୍କ ଜନ୍ମସ୍ଥାନ ସଂପର୍କରେ ଦେଇଥିବା ମନ୍ତବ୍ୟରୁ ସଂସ୍ଥାନ
Read More...

ଫେବ୍ରିକ୍ ଷ୍ଟଲରେ ଝଲସିବ ବେଳାଭୂମି

୪ମାସରେ ସରିବ ସ୍ବର୍ଗଦ୍ବାର ନବକଳେବର କାର୍ଯ୍ୟବେଳାଭୂମିରେ ୨୦୦୦ ଉଠାଦୋକାନୀ ଥଇଥାନ ହେବେ ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ସ୍ବର୍ଗଦ୍ବାର ନବୀକରଣ ପାଇଁ ଗୋଟିଏ ପଟେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟରେ ପୁରୀ ବେଳାଭୂମିକୁ ବିଶ୍ବରେ ଅନନ୍ୟ ଭାବେ ଗଢିତୋଳିବା
Read More...

ସାନଭାଇଠୁ ବଡ଼ ଭାଇ ଆହୁରି ଉଗ୍ର

ଅଟକିଗଲା ଲିଙ୍ଗରାଜ ମନ୍ଦିର ବାହାର ଉଚ୍ଛେଦ କାର୍ଯ୍ୟଆନ୍ଦୋଳନାକାରୀଙ୍କ ବିରୋଧ ସାମ୍ନାରେ ମୁଣ୍ଡ ନୁଆଁଇଲେସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୁରକ୍ଷା ଦେଇପାରିଲେନିବିରୋଧୀ ଦେଖାଇଲେ ଦବଦବା, ଅକଳରେ ସରକାର ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ନେଇ
Read More...

ଶୁଆଇ ଦେଉନାହାନ୍ତି ପାଣ୍ଡିଆନ୍

ଭୁବନେଶ୍ବର: ସରକାରୀ କାମ କରିବେ ବୋଲି ରାତି ଶୁଆଇ ଦେଉନାହାନ୍ତି ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍। କିଛି ଦିନ ତଳେ ଭୋର ୪ଟାରୁ କଟକ ମେଡିକାଲ ଯାଇ ସେଠାରେ ସ୍ଥିତି ସମୀକ୍ଷା କରିଥିଲେ। ସନ୍ଧ୍ୟାରେ ସରକାର କଟକ ମେଡିକାଲ କଲେଜକୁ ଏମ୍ସ ପ୍ଲସ ସ୍ତରରେ ପହଞ୍ଚାଇବା ପାଇଁ ୧୦୦୦
Read More...

କାର୍ତିକ ପୂର୍ଣ୍ଣମୀରେ ଜାଣନ୍ତୁ ୧୫୦ ବର୍ଷ ତଳର ଏହି କଥା

ନୂଆଦିଲ୍ଲୀ: ବିଦ୍ୟାଳୟରେ ଆମେ ସମସ୍ତେ ଅଳ୍ପ ବହୁତ ସୁଏଜ କେନାଲ ସମ୍ପର୍କରେ ପଢ଼ିଛନ୍ତି। ଜାଣିଛନ୍ତି, ଦେଶର ନୌବାଣିଜ୍ୟ କ୍ଷେତ୍ରରେ ପ୍ରମୁଖ କେନାଲ ଭାବେ ଗଣତି ହେଉଥିବା ସୁଏଜର ବୟସ ଇତିମଧ୍ୟରେ ୧୫୦ ଛୁଇଁଲେଣି। ମଣିଷକୃତ ଏହି କେନାଲ ୧୮୫୯ ମସିହାରେ ୟୁରୋପରୁ ଏସିଆକୁ ନୌବାଣିଜ୍ୟ ପାଇଁ
Read More...

ନିଆରା ନବୀନ: ବାପାଙ୍କ ସମାଧି ବି ଭାଙ୍ଗିବାକୁ କହିଲେ

ଭୁବନେଶ୍ବର: େଗାଟିଏ ସମୟରେ ନିଜର ପୈତୃକ ସଂପତ୍ତି କଟକର ଆନନ୍ଦଭବନକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାର। ଏହାକୁ ଏବେ ସଂଗ୍ରହାଳୟ କରାଯାଇଛି। ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ନିଜେ ଶାସନରେ ରହି ନିଜ
Read More...

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଶ୍ରୀଲିଙ୍ଗରାଜଙ୍କ ପାଇଁ ଆଇନ

ମନ୍ଦିର ପରିଚାଳନାକୁ ନେଇ ସରକାରୀ ତନାଘନା ଭୁବନେଶ୍ବର: ଗୋଟିଏ ପଟେ ପୁରୀକୁ ଐତିହ୍ୟ ସହର ମାନ୍ୟତା ଦେବା ଲାଗି ସରକାର ଜୋରଦାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ରାଜ୍ୟର ଚାରିଟି ପ୍ରମୁଖ ମନ୍ଦିର ପରିଚାଳନାରେ ସୁଧାର ଆଣିବା ଲାଗି ଆଇନ ମନ୍ତ୍ରୀ ପ୍ରତାପ ଜେନା ତନାଘନା
Read More...