ପ୍ରମୁଖ ଖବର

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍‌ ଗିରଫ
୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ
ଓଡିଶା ଫେରିଲେ ନବୀନ ପଟ୍ଟନାୟକ
Browsing Category

ସଂସ୍କୃତି

ଦେବତାଙ୍କୁ ଏତେ ନିର୍ଯାତନା!

ଦ୍ୱିତୀୟ ଦିନ ପାଇଁ ଲିଙ୍ଗରାଜ ମହାପ୍ରଭୁ ଉପବାସରେଜଗନ୍ନାଥଙ୍କ ପାଇଁ ଥିବା ଦରଦ ଲିଙ୍ଗରାଜଙ୍କ ପାଇଁ ନାହିଁପ୍ରଶାସନ, ଆଇନ ବିଭାଗ ବେଫିକର, କାର୍ଯ୍ୟାନୁଷ୍ଠାନ ଶୂନ ଭୁବନେଶ୍ୱର: ଜମି ମହାପ୍ରଭୁ ଲିଙ୍ଗରାଜଙ୍କର । କିନ୍ତୁ ଏହି ଜମିର ମାଲିକାନାକୁ ଦେଖାଇ ସେବକମାନେ ନିଜ ନିଜର କେତେ ତାକତ
Read More...

ମଠାଧୀଶ ମେଳି ପଛରେ କିଏ?

ଧର୍ମ ଚର୍ଚ୍ଚା ପାଇଁ ସମ୍ମେଳନ ହେଉନିଭକ୍ତଙ୍କ ଜମି ବି ବିକ୍ରି କରି ଦେଇଛନ୍ତିତନାଘନା ନ କରି ପ୍ରଶାସନ ଚୁପ୍ କାହିଁକି? ଭୁବନେଶ୍ବର: ପୁରୀ ମଠ ଭଙ୍ଗା ପ୍ରକ୍ରିୟାକୁ ଅଟକାଇବାକୁ ହଠାତ୍ ମଠାଧୀଶ ମେଳି ବାନ୍ଧିଲେଣି। ଦେଶର ବିଭିନ୍ନ ଭାଗରୁ ମଠାଧୀଶ ପୁରୀରେ ଏକାଠି ହୋଇଛନ୍ତି। ସେପଟେ
Read More...

ପୃଥିବୀର ସବୁଠାରୁ କୁନି ଗଣେଶ ଦେଖିଛନ୍ତି କି?

ବିଶାଳ ନୁହଁ କି ସୁଉଚ୍ଚ ନୁହଁ ପୃଥିବୀର ସବୁଠାରୁ କୁନି ଗଣେଶ ଭୁବନେଶ୍ୱର: ବ୍ରହ୍ମପୁରର ଶିଳ୍ପୀ ସତ୍ୟନାରାୟଣ ମହାରଣା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଗଣେଶ ପୂଜା ଅବସରରେ ଦେଢ ଇଞ୍ଚର ଗଣେଶ ତିଆରି କରିଛନ୍ତି । ଅଦରକାରୀ ସାମଗ୍ରୀ ତଥା ଚିରା ଫଟା ଖବରକାଗଜ,
Read More...

ପୁରୀ ପାଇଁ ପୁଣି ୫୦୦ କୋଟି, ଶ୍ରୀ ସେତୁ ନିର୍ମାଣ ହେବ

୨ ବର୍ଷରେ ସରିବ କାର୍ଯ୍ୟ, ଓବିସିସି କାମ କରିବମଠ ପୁନରୁଦ୍ଧାର ହେବ, ପୁଷ୍କରିଣୀ ହେବ୨୮ କୋଟିରେ ବଡ଼ ପୁଷ୍କରିଣୀ ଯୋଜନା ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଅନୁମୋଦନ ଲାଭ କରିଛି । ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ
Read More...

ମହାପ୍ରଭୁ ଆମର ଆତ୍ମା, ତ୍ୟାଗ ବ୍ୟର୍ଥ ଯିବନି

ପୁରୀ ବିକାଶ ପେଡି ଖୋଲିଲେ ନବୀନରାଜ୍ୟବାସୀଙ୍କ ସହଯୋଗ ଲୋଡିଲେଉପଯୁକ୍ତ ଥଇଥାନ ପାଇଁ ଆଶ୍ୱସ୍ତ କଲେ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ବିକାଶ ସଂପର୍କରେ ରାଜ୍ୟବାସୀଙ୍କୁ ବାର୍ତା ଦେଇଛନ୍ତି । କହିଛନ୍ତି, ମହାପ୍ରଭୁଙ୍କ ସେବା ଭାବି ପୁରୀ ବିକାଶରେ ସରକାରଙ୍କୁ
Read More...

ଶ୍ରୀଜଗନ୍ନାଥଙ୍କ ବିରୋଧରେ ଷଡ଼୍‍ଯନ୍ତ୍ର କରୁଛି କିଏ?

ଭୁବନେଶ୍ୱର: କିଛି ବର୍ଷ ତଳେ ପୁରୀରେ ଦ୍ୱିତୀୟ ଶ୍ରୀମନ୍ଦିର ନିର୍ମାଣ ପାଇଁ ଅଣ୍ଟା ଭିଡି ବିବାଦ ଘେରକୁ ଅାସିଥିବା ଇସ୍କନ ସଂସ୍ଥାର ପୁଣି ଏକ କାରନାମା ଚର୍ଚ୍ଚାକୁ ଅାସିଛି । ଅାଷାଢ଼ ମାସ ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହୋଇଥାଏ । ହେଲେ ଲୁଧିଅାନାରେ ଇସ୍କନ
Read More...

ପ୍ରଦୀପ୍ତ-କ୍ରିଷନ୍-ବଲଵନ୍ତଙ୍କୁ ନଜର

ବାରଣାସୀ ଭଳି ହେବ ପୁରୀ ସହର ମାଷ୍ଟର ପ୍ଲାନ ପ୍ରସ୍ତୁତି ଆରମ୍ଭ ଭୁବନେଶ୍ବର: ପଞ୍ଚଦଶ ଅର୍ଥ କମିସନ ପାଖାପାଖି ୨୦୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନାଲକୋ କର୍ତୃପକ୍ଷ ସୂଚାଇଛନ୍ତି ସେମାନେ ୬୦ କୋଟି ଟଙ୍କା ଦେବେ। ଏଥିରେ ୪୨ ଏକର ବିଶିଷ୍ଟ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ
Read More...

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଆର୍ଥିକ ଅନଗ୍ରସର ବ୍ୟକ୍ତିତ୍ୱଙ୍କୁ ମାସକୁ ୧୦ହଜାର

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତା ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସଂସ୍କୃତି ବିଭାଗର ଏହିପରି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହି ବର୍ଗର
Read More...

ଇଞ୍ଜିନିୟରିଂ କଲେଜ୍‌ରେ ସରସ୍ବତୀ ପୂଜାକୁ ନା’

ଥିରୁବନନ୍ତପୁରମ୍‌: ‌କେରଳର ଆଲାପୁଝା ସ୍ଥିତ କୋଚିନ୍‌ ୟୁନିଭର୍ସିଟିର ଅଫ୍‌ ଇଞ୍ଜିନିୟରିଂ କଲେଜ୍‌ର କୁଳପତି ଛାତ୍ରଛାତ୍ରୀଙ୍କୁ ସରସ୍ବତୀ ପୂଜା ପାଇଁ ଅନୁମତି ଦେଇନାହାନ୍ତି। ଉତ୍ତର ଭାରତୀୟ ଛାତ୍ରମାନେ ବିଶ୍ବବିଦ୍ୟାଳୟରେ ସରସ୍ବତୀ ପୂଜା‌ କରିବାପାଇଁ କୁଳପତିଙ୍କ ଅନୁମତି ମାଗିଥି‌ଲେ।
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ନିଦ ଭାଙ୍ଗିଲା

୩ ଥରରୁ ଅଧିକ ବିଶୃଙ୍ଖଳା କଲେ ମର୍ଯ୍ୟଦା ହରାଇବେ ସେବକ ଭୁବନେଶ୍ୱର: ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସଂସ୍କାର କରିବା ପୂର୍ବରୁ ରାଜ୍ୟ ସରକାର ବିଳମ୍ୱରେ ହେଲେ ବି ଆଜି ସଂସ୍କାରର ଛାଟ ମାରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା
Read More...