Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରି
Browsing Category
ସଂସ୍କୃତି
ଗଜପତିଙ୍କ ସହିତ ଯୋଡ଼ିହେଲା ନୂଆ ରେକର୍ଡ
ଭୁବନେଶ୍ବର: ଦେଶ ସ୍ବାଧୀନ ହେବା ପରେ ଶାସନ ବ୍ୟବସ୍ଥାରେ ରାଜା ମହାରାଜାଙ୍କର ଆଉ କୌଣସି ଭୂମିକା ନାହିଁ। ଏହି କ୍ରମରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ଶାସନ ବ୍ୟବସ୍ଥାରେ ପ୍ରତ୍ୟେକ୍ଷ ଭାବେ ଆଉ ନାହାନ୍ତି। ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ହେବା ପରଠାରୁ ଶ୍ରୀମନ୍ଦିର!-->!-->!-->…
Read More...
Read More...
ଶ୍ରୀଜଗନ୍ନାଥପ୍ରେମୀଙ୍କୁ ବଳ ଦେଲେ ଧର୍ମେନ୍ଦ୍ର
ଭୁବନେଶ୍ବର: ମହାପ୍ରଭୁ ନୀତିକାନ୍ତି ନେଇ ଶୁକ୍ରବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଯେଉଁ ନିର୍ଣ୍ଣୟ ଦେଇଛନ୍ତି, ତାହା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ରହିଥିବା ଅନେକ ଆଶଙ୍କାରେ ପୂର୍ଣ୍ଣଛେଦ ଟାଣିଛି। ଏମିତି ପରିସ୍ଥିତିରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍!-->!-->!-->…
Read More...
Read More...
ରଥଯାତ୍ରା ଦ୍ବନ୍ଦ୍ବ ବଢିଲା, ଶଙ୍କରାଚାର୍ଯ୍ୟଙ୍କୁ ନଜର
ଭୁବନେଶ୍ବର: ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ, ସେ ନେଇ ଦେଖାଦେଇଥିବା ଦ୍ବନ୍ଦ୍ବ ଏବେ ନୂଆ ମୋଡ଼ ନେଇଛି। ଦୀର୍ଘ ଦୁଇ ଘଣ୍ଟା ଧରି ପରିଚାଳନା କମିଟି ବୈଠକରେ ହୋଇଥିବା ଆଲୋଚନା କ୍ରମେ ସ୍ଥିର ହୋଇଛି ଯେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ!-->!-->!-->…
Read More...
Read More...
କେବଳ ଶ୍ରୀଜଗନ୍ନାଥ ମନ୍ଦିରରେ କାହିଁକି?
ହଜାର ହଜାର ଗ୍ରାମ୍ୟ ମନ୍ଦିର ସହିତ ଲକ୍ଷାଧିକ ପରିବାରର ଅର୍ଥନୀତି ଯୋଡିହୋଇରହିଛିବିଶ୍ବାସ ଓ ସକାରାତ୍ମକ ଭାବନା ସୃଷ୍ଟିଲାଗି ଏସବୁ ମନ୍ଦିର କାଳେ କାଳେ ପ୍ରତ୍ୟକ୍ଷ ହୋଇଉଠିଛନ୍ତିକୁଂସସ୍କାର, ଅନ୍ଧବିଶ୍ବାସକୁ ଦମନ କର, ସଂସ୍କୃତି ଓ ପରମ୍ପରା ନଷ୍ଟଭ୍ରଷ୍ଟ ହେଲେ ସବୁ ବିଗିଡ଼ିଯିବ
!-->!-->!-->!-->…
Read More...
Read More...
ମହାପ୍ରଭୁଙ୍କ ରଥଯାତ୍ରାରେ କିଏ ବାଧକ ସାଜିବ?
ମହାମାରୀ କରୋନା କାରଣରୁ ରଥଯାତ୍ରା ବନ୍ଦ ଆଶଙ୍କାକୁ ନେଇ ପ୍ରବଳ ପ୍ରତିକ୍ରିୟାଗତ ସାଢେ ଚାରିଶହ ବର୍ଷ ଭିତରେ ୩୨ ଥର ରଥଯାତ୍ରା ବନ୍ଦ ହୋଇଛିଶ୍ରୀମନ୍ଦିର ଉପରେ ଆକ୍ରମଣ କାରଣରୁ ରଥଯାତ୍ରା ବନ୍ଦ ହୋଇଥିଲା୧୭୩୬ ମସିହା ପରଠାରୁ ନିରବଚ୍ଛିନ୍ନ ଭାବେ ଚାଲିଛି ଘୋଷଯାତ୍ରା୨୦୧୯ ପ୍ରଳୟଙ୍କରୀ!-->…
Read More...
Read More...
ରାମନବମୀ ସହିତ ମହାପ୍ରଭୁଙ୍କ ରଥଯାତ୍ରାର କି ସଂପର୍କ, ଜାଣନ୍ତୁ
ଭୁବନେଶ୍ବର: କରୋନା ଲାଗି ଏପ୍ରିଲ ୧ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ଅନୁଷ୍ଠିତ ହୋଇପାରିଲା ନାହିଁ। ଥୋକାଏ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରା ହେବ କି ନାହିଁ, ସେ ନେଇ ଆଶଙ୍କା ଭିତରେ ଛନ୍ଦି ହୋଇଛନ୍ତି। ହେଲେ ମହାପ୍ରଭୁଙ୍କ ରଥଯାତ୍ରାର ଦ୍ବିତୀୟ ପର୍ବ ଆଜି!-->!-->!-->…
Read More...
Read More...
ବାଟ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ଼ ଖେଳ ଖେଳିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଖୋଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶର ଦୁଇ ମାସ ବିତିନି। ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରାମ ମନ୍ଦିର!-->!-->!-->…
Read More...
Read More...
ସୁନନ୍ଦାଙ୍କ ପାଇଁ ହୃଦୟ ଖୋଲିଦେଲେ
ଭୁବନେଶ୍ବର;ସ୍ବନାମଧନ୍ୟା ଶାସ୍ତ୍ରୀୟ ସଂଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମତିରେ ସୁନନ୍ଦା ସମ୍ମାନ ଏବଂ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର୍ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଭାରତୀୟ ସଂଗୀତ ଜଗତର କିମ୍ବଦନ୍ତୀ ସଂଙ୍ଗୀତଜ୍ଞ ଡଃ!-->…
Read More...
Read More...
ଗୋପବନ୍ଧୁଙ୍କ ସୁଆଣ୍ଡୋରୁ ପୂଜ୍ୟପୂଜା ପ୍ରକଳ୍ପ
ଐତିହ୍ୟ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟରେ ମହାମନିଷୀଙ୍କ ପୀଠର ବିକାଶ ପାଇଁ ନବୀନଙ୍କ ଖସଡ଼ା ପ୍ରସ୍ତୁତସୁଆଣ୍ଡୋ ରାସ୍ତାର ଉନ୍ନତିକରଣ ସହିତ ଗୋପବନ୍ଧୁଙ୍କ ଜନ୍ମପୀଠକୁ ସ୍ମାରକୀ ଘୋଷଣା କରିପାରନ୍ତି ସରକାର
ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଠାରୁ ଆରମ୍ଭ କରି ଶ୍ରୀ!-->!-->!-->!-->!-->!-->!-->…
Read More...
Read More...
କିଏ ପାଇଲେ ଓଡ଼ିଶାରୁ ପଦ୍ମ, ଜାଣନ୍ତୁ
ବାଗ୍ମୀ ମନୋଜ ଦାସଙ୍କୁ ପଦ୍ମଭୂଷଣପଦ୍ମ ପୁରସ୍କାର ପାଇବାରେ ରେକର୍ଡପୁଣି ଓଡ଼ିଶା ମନସ୍କ ହେଲା କେନ୍ଦ୍ର
ଭୁବନେଶ୍ବର: ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବାଗ୍ମୀ ମନାେଜ ଦାସଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରାଯିବ। ସମାନ କ୍ଷେତ୍ର ପାଇଁ ବାରିପଦାର ଡ. ଦମୟନ୍ତୀ!-->!-->!-->…
Read More...
Read More...