Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍ ଜୋନ୍
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍କୁ ଯିବ +୨ ପ୍ରଶ୍ନପତ୍ର
Browsing Category
ଅର୍ଥନୀତି
ଉଜ୍ବଳା ହିତାଧିକାରୀଙ୍କ ପାଇଁ କମିଲା ଗ୍ୟାସ ଦର
ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଭଳି ଗ୍ୟାସ ଦର ମଧ୍ୟ କମିବ । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଦର କମାଇଛନ୍ତି ସରକାର । ସିଲିଣ୍ଡର ପିଛା ଦର ୨ ଶହ ଟଙ୍କା କମାଇବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ହିତାଧିକାରୀଙ୍କୁ ବର୍ଷକୁ ୧୨ଟି ଗ୍ୟାସ!-->…
Read More...
Read More...
ଦୋହଲିଗଲା ବ୍ୟବସ୍ଥା; ଦରଦାମ ଆହୁରି ବଢ଼ିବ
୧୯୯୮ ମସିହା ପରେ ସବୁଠାରୁ କଠିନ ପରିସ୍ଥିତି ସାମ୍ନା କରୁଛି ଦେଶ୨୦୨୧ ଏପ୍ରିଲରୁ ମୁଦ୍ରାସ୍ଫୀତି ଦୁଇଅଙ୍କ ଛୁଇଁଛି, ଉପରମୁହାଁ ଧରିଛିଅର୍ଥନୀତିଜ୍ଞ ଡରାଇଲେଣି, ସ୍ଥିତି ଏବେ ସୁଧୁରିବା ଆଶା କ୍ଷୀଣବାମଦଳ ରାସ୍ତାକୁ ଓହ୍ଲାଇବ; ଦେଶବ୍ୟାପୀ ୨୫ରୁ ୩୧ ବିରୋଧ କରିବ
ନୂଆଦିଲ୍ଲୀ: ଦେଶରେ!-->!-->!-->…
Read More...
Read More...
ବ୍ୟାଙ୍କରେ ଟଙ୍କା ଜମା ଏବଂ ଉଠାଇବାକୁ ନେଇ ହେଲା ନୂଆ ନିୟମ
ନୂଆଦିଲ୍ଲୀ : ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । କେନ୍ଦ୍ର ସରକାର ଟଙ୍କା ଜମା କରିବା ଏବଂ ଉଠାଇବା ଉପରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଗୋଟିଏ ଆର୍ଥିକ ବର୍ଷରେ ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କରୁଥିବା କିମ୍ବା ବାହାର କରିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି!-->…
Read More...
Read More...
ରୋଷେଇ ଘରେ ମହଙ୍ଗା ମାଡ଼
ଭୁବନେଶ୍ଵର : ରନ୍ଧନ ଗ୍ୟାସ୍, ଖାଇବା ତେଲରେ ଅହେତୁକ ଦରବୃଦ୍ଧି ପରେ ଏବେ ବଢ଼ିଲାଣି ପରିବା ଦର। ଟମାଟୋ କିଲୋ ୧୨୦ ଟଙ୍କା ଛୁଇଁଲାଣି। ସେପଟେ ଆମିଷ କଥା ନକହିବା ଭଲ। ୩୦୦ ଟଙ୍କା ଛୁଇଁବାକୁ ବସିଲାଣି ଚିକେନ୍ କିଲୋ। ବାତ୍ୟା ଭୟରେ ଯୋଗାଣ ବନ୍ଦ ଥିବାରୁ ବଜାରରେ ସୃଷ୍ଟି ହୋଇଛି କୃତ୍ରିମ!-->…
Read More...
Read More...
ଏଲଆଇସି ହାଉସିଂ ଫାଇନାନ୍ସ ହୋମ୍ ଲୋନ୍ ଉପରେ ବଢିଲା ସୁଧ ହାର
ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣରେ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ, ନିକଟରେ ରେପୋ ରେଟ୍ରେ ବୃଦ୍ଧି କରିଥିଲା। ରେପୋ ରେଟ୍ ବଢିବାର ପ୍ରଭାବ ବ୍ୟାଙ୍କ ଓ ହାଉସିଂ ଫାଇନାନ୍ସର ସୁଧ ଦର ଉପରେ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଏଲଆଇସି ହାଉସିଂ ଫାଇନାନ୍ସ ଅର୍ଥାତ ଏଲଆଇସି!-->…
Read More...
Read More...
ପୁଣି ବଢ଼ିଲା ଗ୍ୟାସ ଦର
ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ। ପୁଣି ବଢ଼ିଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର୍। ପ୍ରତି ସିଲିଣ୍ଡର ପିଛା ୧୦୪ ଟଙ୍କା ଯାଏଁ ବଢ଼ିଛି। ତେବେ ଏହି ଦର ବୃଦ୍ଧି ଘରୋଇ ଗ୍ୟାସ୍ ସିଲିଣ୍ଡର ଉପରେ ନୁହେଁ କମର୍ସିଆଲ ଏଲପିଜି ସିଲିଣ୍ଡର ଉପରେ ଘଟିଛି। ଘରୋଇ ସିଲିଣ୍ଡର ଦାମ୍ ଉପରେ!-->…
Read More...
Read More...
୫୦ଲକ୍ଷ କୋଟି ଗିଳିଦେଲା କରୋନା
ମୁଣ୍ଡ ଗୋଳମାଳ କରିଦେଲାଣି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟତିନିବର୍ଷର କରୋନା କ୍ଷତିକୁ ବିଚାରକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି୧୦ବର୍ଷ ପଛକୁ ଚାଲିଗଲା ଦେଶ, ମୁକୁଳିବ କେମିତି ସେ ଚନ୍ତା ଘାରିଛିଚତୁର୍ଥ ଲହର ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ କ୍ଷତି ପରିମାଣ ବଢ଼ିପାରେ
!-->!-->…
Read More...
Read More...
ବଢ଼ିବ କରୋନା ଯୋଦ୍ଧାଙ୍କ ବୀମା ଅବଧି
ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ବୀମାର ଅବଧିକୁ ଆଉ ୬ମାସ ବୃଦ୍ଧି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା!-->…
Read More...
Read More...
ଏଥର ମହାପ୍ରଭୁଙ୍କ ବଜେଟ ବଳକା
ବର୍ଷ ଶେଷକୁ ୩୩କୋଟି ୬୨ଲକ୍ଷ ଟଙ୍କା ବଳିବ ବୋଲି ହିସାବଟରଥଯାତ୍ରା ଓ ସ୍ନାନଯାତ୍ରାରେ ଖର୍ଚ୍ଚ ହେବ ୧୪ କୋଟି ୭୬ଲକ୍ଷ ଟଙ୍କାଦୈନିକ ପାଳିଆ ସେବକଙ୍କ ପାଇଁ ଖର୍ଚ୍ଚ ହେବ ୨୯ କୋଟି ୨୨ଲକ୍ଷଜମି ଅଧିଗ୍ରହଣରୁ ୬୦ଲକ୍ଷ ଟଙ୍କା ଆୟ କରିବାକୁ ଯୋଜନା ରହିିଛି
ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର!-->!-->!-->…
Read More...
Read More...
ଓମଫେଡ୍ କ୍ଷୀର: କେତେ ଥିଲା, କେତେ ହେବ?
ଭୁବନେଶ୍ବର: ମହଙ୍ଗା ମାଡ଼ରେ ସାଧାରଣ ଲୋକେ ଅସ୍ତବ୍ୟସ୍ତ> ଦିନକୁ ଦିନ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି। ବଢିବ ଓମଫେଡ୍ କ୍ଷୀର ଦର ଓମଫେଡ଼ କ୍ଷୀର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ । ଆସନ୍ତା ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ। ଓମଫେଡ ଦର ବୃଦ୍ଧି ପରେ ୫ ଶହ ମିଲିଲିଟର!-->…
Read More...
Read More...