ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର
Browsing Category

ଅର୍ଥନୀତି

ତୈଳ ଦରରେ ଲାଗୁନି ବ୍ରେକ, ୯ ଦିନରେ ବଢିଲାଣି ୮ ଥର

ଉପରମୁହାଁ ହେବାରେ ଲାଗିଛି ତୈଳ ଦର । ୯ ଦିନରେ ୮ ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସାଲେଖାଁଏ ବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ଦର ଶତକ ପାର କରିଛି। ଲିଟର ପିଛା ୧୦୧ଟଙ୍କାରେ ଦିଲ୍ଲୀରେ ପେଟ୍ରୋଲ ଦର ପହଞ୍ଚିଛି। ମାର୍ଚ୍ଚ ୨୨
Read More...

ଆଜି ଆସିବ କାମଚଳା ବଜେଟ

ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ । ୨୦୨୨-୨୩ ବର୍ଷ ନିମନ୍ତେ ୧ ଲକ୍ଷ ୬ ହଜାର କୋଟି ଟଙ୍କାର ଲେଖାନୁଦାନ ଗୃହରେ ରଖାଯିବାର କାର୍ଯ୍ୟକ୍ରମ ରହିଛି । ଅର୍ଥମନ୍ତ୍ରୀ ଗୃହରେ ପ୍ରଥମେ
Read More...

ତୈଳ ଦରରେ ଲାଗୁନି ବ୍ରେକ୍‌, ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦର

ତୈଳ ଦରରେ ଲାଗୁନି ବ୍ରେକ । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଲଗାତର ଭାବେ ଆଠ ଦିନରେ ସପ୍ତମ ଥର ପାଇଁ ତୈଳ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୧୦୦ ଟପିଛି । ଆଜି ସକାଳୁ ଦିଲ୍ଲୀରେ ପେଟ୍ରୋଲ ଦର ୮୦ ପଇସା ଓ ଡିଜେଲ ଲିଟର ପିଛା ୭୦ ପଇସା ମହଙ୍ଗା ହୋଇଛି ।
Read More...

ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ

ଆଜି ଭାରତ ବନ୍ଦର ଦ୍ୱିତୀୟ ଦିନ । ପ୍ରଥମ ଦିନରେ ବନ୍ଦର ବିଶେଷ ପ୍ରଭାବ ପଡିନଥିବା ବେଳେ କିଛି ସ୍ଥାନରେ ବନ୍ଦର ପ୍ରଭାବ ଦେଖାଦେଇଥିଲା । ଦ୍ୱିତୀୟ ଦିନର ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟ ସଂଗଠନ । ଆଜି ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ ।
Read More...

ଉପରମୁହାଁ ତେଲ ଦର, ୭ ଦିନରେ ୬ ଥର ବଢିଲାଣି

ରାତି ପାହିଲେ ବଦଳୁଛି ତେଲ ଦର । ୭ ଦିନରେ ୬ ଥର ବଢିଲାଣି ତେଲ ଦର । । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି । ୨୨ ମାର୍ଚ୍ଚରୁ ୨୮ ମାର୍ଚ୍ଚ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪ଟଙ୍କା
Read More...

ତେଲ ଦରରେ ନିଆଁ, ୬ ଦିନରେ ବଢିଲାଣି ୫ ଥର

ରାତି ପାହିଲେ ବଦଳୁଛି ତେଳ ଦର । ୬ ଦିନରେ ୫ ଥର ବଢିଲାଣି ପେଟ୍ରୋଲ ଓଡିଜେଲ । ଆଜି ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଲିଟର ପିଛା ୫୫ପଇସା ବୃଦ୍ଧି ପାଇଛି । ଯାହା ଖାଉଟିଙ୍କୁ ବାଧୁଛି। ୟୁପି ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ଉପରମୁହାଁ ହୋଇଛି ତେଲ ଦର। ୨୨
Read More...

ଏପ୍ରିଲରୁ ବଢିବ ଔଷଧର ଦାମ

ଏପ୍ରିଲରୁ ବଢିବ ଔଷଧର ଦାମ । ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପରେ ଔଷଧର ଦାମ ବଢିବ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ । ଭାରତୀୟ ଜାତୀୟ ଫାର୍ମାସ୍ୟୁଟିକାଲ ମୂଲ୍ୟ ପ୍ରାଧିକରଣ ଶୁକ୍ରବାର ଦିନ ୨୦୨୦ରେ ଅନୁରୂପ ଅବଧିରେ ବର୍ଷ ୨୦୨୧
Read More...

ପୁଣି ବଢିଲା ତୈଳ ଦର, ୫ ଦିନରେ ୩ଟଙ୍କା ୨୦ ପଇସା ବୃଦ୍ଧି

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେଉଛି । ଆଜି ପୁଣି ବଢିଛି ତୈଳ ଦର । ଗତ ୫ ଦିନ ଭିତରେ ୪ ଥର ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ମହଙ୍ଗା ହେଉଛି । ଗତ ୫ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୩ ଟଙ୍କା ୨୦ ପଇସା ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶ
Read More...

ପୁଣି ବଢିଲା ତୈଳ ଦର, ୪ ଦିନରେ ତୃତୀୟ ଥର ପାଇଁ ବୃଦ୍ଧି

ପୁଣି ବଢିଲା ତୈଳ ଦର । ଗୋଟିଏ ଦିନର ଆଶ୍ୱସ୍ତି ପରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ତୈଳ ଦର ଲଗାତର ବଢିବାରେ ଲାଗିଛି । ଗତ ୪ ଦିନରେ ତୃତୀୟ ଥର ପାଇଁ ତୈଳ ଦର ବୃଦ୍ଧି ହୋଇଛି। ପେଟୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବଢିଛି। ଭୁବନେଶ୍ୱର
Read More...