ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

ମନୋରଞ୍ଜନ

ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ; ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ମଜା ନେବେ ପର୍ଯ୍ୟଟକ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ଦର୍ଶକ । ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିବା ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ
Read More...

ଫିଲ୍ମ ଦୁନିଆରେ ପାଦ ଦେଲେ ଧୋନୀ, ନିର୍ମାଣ କରିବେ ଚଳଚ୍ଚିତ୍ର

ଭୁବନେଶ୍ବର: ଭାରତୀୟ କ୍ରିକେଟ ଜଗତରେ ମହେନ୍ଦ୍ର ସିଂ ଧୋନୀ ଜଣେ ପରିଚିତ ଚେହେରା। ସେ ଏକାଧାରାରେ ଜଣେ ସଫଳ ଅଧିନାୟକ, ୱିକେଟ କିପର ଓ ଫିନିସର୍ ମଧ୍ୟ । ସେ ଭାରତୀୟ ଟିମ୍ କୁ ଅନେକ ସଫଳତା ଦେଇଛନ୍ତି । ବିଶ୍ୱ କ୍ରିକେଟରେ ଟିମ ଇଣ୍ଡିଆକୁ ଶୀର୍ଷକୁ ନେବାରେ ତାଙ୍କର ବହୁତ ଅବଦାନ ରହିଛି।
Read More...

ଆଖିବୁଜିଲା ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ‘ବାବିୟା’

'ବାବିୟା' ଥିଲା ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀରନା ମାଂସ ଖାଉଥିଲା, ନା କାହାକୁ କରୁଥିଲା ଆକ୍ରମଣଭଗବାନଙ୍କ ପ୍ରସାଦ ଖାଏ, ମନ୍ଦିରକୁ ଦେଉଥିଲା ସୁରକ୍ଷା କେରଳ: ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର 'ବାବିୟା'କୁ ପ୍ରାୟ ସମସ୍ତେ ଜାଣିଥିବେ । ଆଜି 'ବାବିୟା' ଶେଷ ନିଶ୍ୱାସ ତ୍ୟାଗ
Read More...

ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ।ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । ରାଷ୍ଟ୍ରୀୟ ଚଳଚିତ୍ର ପୁରସ୍କାର ସମାରୋହରେ ଆଶା ପାରେଖଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ହିନ୍ଦୀ ଫିଲ୍ମ
Read More...

ଆର ପାରିରେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ

ମୁମ୍ବାଇ; ସମସ୍ତଙ୍କ ପ୍ରିୟ ‘ଗଜୋଧର ଭୟା’ ଓରଫ୍‌ ପ୍ରସିଦ୍ଧ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି। ଦୀର୍ଘ ୪୧ ଦିନର ସଙ୍ଘର୍ଷ ପରେ ଆଖିବୁଜିଲେ ରାଜୁ। ୫୮ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ମାସାଧିକ କାଳ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ତାଙ୍କର ପରଲୋକ ଘଟିଛି। ଆଜି
Read More...

ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ

ଭୁବନେଶ୍ବର୍; ଆଜି ସକାଳୁ ଭୁବନେଶ୍ୱର ଆକାଶରେ ଚମକିଲେ ‘ସୂର୍ଯ୍ୟକିରଣ’  ଟିମ୍‌। ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ଏଥିନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ। ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜି
Read More...

ମା’ ହେଲେ ଅଭିନେତ୍ରୀ ସୋନମ

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ ସୋନମ କପୁର ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ ଗୋଟିଏ ପୋଷ୍ଟ ମାଧ୍ୟମରେ ତାଙ୍କ ଫ୍ୟାନ ଓ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ଏବେ ଉଭୟ ମା’ ଓ ପୁଅ ସୁସ୍ଥ ରହିଛନ୍ତି। ସୋନମ ଓ
Read More...

କ୍ଷମା ମାଗିଲେ ବାବୁସାନ

ଭୁବନେଶ୍ୱର: ଅଭିନେତା ବାବୁଶାନ ମହାନ୍ତି କହିଲେ, ଏମିତି ଭୁଲ୍‌ କେବେ ହେବନି। ନିକଟରେ ଯେଉଁ ଘଟଣା ଘଟିଥିଲା, ସେଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି। ଆଜି ଭିଡିଓ ଜାରି କରି ଏପରି କହିଛନ୍ତି ବାବୁଶାନ। ଅନ୍ୟପଟେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କକୁ ନେଇ ବାବୁସାନ ଓ
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ମାନ

ଚଣ୍ଡିଗଡ: ବିବାହ ବନ୍ଧନରେ ବାନ୍ଧି ହେଲେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ।ବାନ୍ଧବୀ ତଥା ଡକ୍ଟର ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି ମାନ ।ଚଣ୍ଡିଗଡରେ ଆୟୋଜିତ ଏହି ବାହାଘରରେ ହାତ ଗଣତି କିଛି ନିକଟତର ବନ୍ଧୁ ଓ ସର୍ମ୍ପକୀୟ ଯୋଗ ଦେଇଛନ୍ତି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା
Read More...

ଖୁବ୍ ଶୀଘ୍ର ଦୁଇରୁ ତିନି ହେବେ ଆଲିଆ-ରଣବୀର

ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ମିସେସ୍‌ କପୁର ଓରଫ ଆଲିଆ ଭଟ୍ଟ। ବଲିଉଡର କପୁର ପରିବାର ପାଇଁ ଖୁସି ଖବର। ଗୁଡ୍ ନ୍ୟୁଜ୍ ଦେଲେ ଆଲିଆ ଭଟ୍ଟ। ବାପା ହେବେ ରଣବୀର କପୁର। ଏନେଇ ଆଲିଆ ଭଟ୍ଟ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଖୁବ୍ ଶୀଘ୍ର ସେମାନଙ୍କର
Read More...