Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ମନୋରଞ୍ଜନ
ହୃଦୟ ଜିତିଲେ ପୱନଦୀପ
ସୋନି ଟିଭିରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇଣ୍ଡିଆନ ଆଇଡଲ ସିଜିନ ୧୨ର ବିଜେତା ହୋଇଛନ୍ତି ପୱନଦୀପ ରାଜନ। ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ପୱନଦୀପ। ସେହିପରି ପ୍ରଥମ ଓ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି ଅରୁଣିତା କାଞ୍ଜିଲାଲ ଓ ସାୟଲି!-->…
Read More...
Read More...
ଆସୁଛି ‘ବଡେ ଅଛେ ଲଗତେ ହେଁ’…ହେଲେ ନୂଆ ରୂପରେ..
'ବଡେ ଅଛେ ଲଗତେ ହେଁ'। ଏହି ଟେଲି ଧାରାବାହିକଟି ଯେତିକି ଲୋକପ୍ରିୟ ହୋଇନଥିଲା ତାହା ଟାଇଟେଲ ସଙ୍ଗୀତ ତା'ଠୁ ଅଧିକ ଲୋକ ମୁଖରେ ଥିଲା। 'ବଡେ ଅଛେ ଲଗତେ ହେଁ'ର ଗୀତକୁ ଆଜି ବି ଲୋକ ମନେ ମନେ ଗୁଣୁ ଗୁଣୁ ହୋଇ ବୋଲନ୍ତି। ଖୁସି ଖବର ହେଉଛି ପୁଣି ପରଦାକୁ ଫେରୁଛି ବିଗତ ଦିନର ଚର୍ଚ୍ଚିତଏହି!-->…
Read More...
Read More...
ସୋଆ ରେଡିଓ ଜକି ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଆୱାର୍ଡରେ ପୁରସ୍କୃତ
ଭୁବନେଶ୍ୱର ନୂଆଦିଲ୍ଲୀ ସ୍ଥିତ କମନ୍ୱେଲ୍ଥ ଏଜୁକେସ୍ନାଲ୍ ମିଡିଆ ସେଣ୍ଟର ଫର୍ ଏସିଆ (ସିଇଏମ୍ସିଏ) ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତାରେ ସୋଆ ରେଡିଓ ୯୦.୪କୁ ଚତୁର୍ଥ କନ୍ସୋଲେସନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ସୋଆ ରେଡିଓ ୯୦.୪ ର ରେଡିଓ ଜକି!-->…
Read More...
Read More...
ଖୋଲିଲା ସିନେମା ହଲ, କେଉଁ ଚଳଚ୍ଚିତ୍ର ଦେଖିବେ?
ଭୁବନେଶ୍ବର: ଦୀର୍ଘ ଦିନ ପରେ ରାଜ୍ୟରେ ଖୋଲିଲା ସିନେମା ହଲ । ଆଜି ଭୁବନେଶ୍ୱରର ସମସ୍ତ ହଲ ଖୋଲଯାଇଛି । କୋଭିଡ କଟକଣାରେ ହଲ ଗୁଡିକ ଖୋଲିଥିବା ବେଳେ ୪ଟି ସୋ ରହିବ । ସାମାଜିକ ଦୂରତା ରଖି ଫିଲ୍ମ ଦେଖିବେ ଦର୍ଶକ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ ଖୋଲିଛି।
ଆଜି ହଲ ଖୋଲିଥିବା ବେଳେ!-->!-->!-->…
Read More...
Read More...
୪,୦୦୦ କୋଟିର ସମ୍ପତ୍ତି କ’ଣ ନିଅଣ୍ଟ ପଡ଼ିଲା
‘ଅଶ୍ଳୀଳ’ ସୌଦାଗର ସାଜିଲେ ରାଜ୍ କୁନ୍ଦ୍ରାଧୀରେ ଧୀରେ ଖୋଲୁଛି ‘ପର୍ନ’ ପେଡ଼ି
ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ଜଗତର ନାମୀଦାମୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଏବେ ପର୍ନ ଫାଶରେ । ପ୍ରାୟ ୪,୦୦୦ କୋଟି ଟଙ୍କାରମାଲିକ କୁନ୍ଦ୍ରାଙ୍କୁ ପର୍ନ ବା ଅଶ୍ଳୀଳ ଚଳଚ୍ଚିତ୍ର!-->!-->!-->…
Read More...
Read More...
ଆଉ କେତ ଦିନ କୋର୍ଟ ଆସିବେ ସେଲିବ୍ରିଟି ଯୋଡି ?
ଫ୍ୟାମିଲି କୋର୍ଟରେ ଅନୁଭବ,ବର୍ଷାହାଜର ହେଉଛନ୍ତି,ସମାଧାନ ହେଉନି
ଭୁବନେଶ୍ବର: ଗତ ଶୁକ୍ରବାର ହାଜର ହୋଇଥିଲେ । ୭ ଦିନ ବିତିନି, ଆଜି ଫ୍ୟାମିଲି କୋର୍ଟରେ ପୁଣି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ!-->!-->!-->…
Read More...
Read More...
ମନ୍ତ୍ରିମଣ୍ଡଳର ଚୂଡ଼ାନ୍ତ ତାଲିକା ଏବେ ମୋଦୀଙ୍କ ହାତରେ
ଆଜି ସନ୍ଧ୍ୟାରେ ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ଭାରତର ରାଜନୀତିରେ ଆଲୋଚନା ପର୍ଯ୍ୟାଲୋଚନା ଜାରି
ନୂଆଦିଲ୍ଲୀ: ପୂର୍ବାନୁମାନ ଅନୁସାରେ, ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ବିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ। ସନ୍ଧ୍ୟା ୬ଟାରେ!-->!-->!-->…
Read More...
Read More...
ଅଭିନୟ ସାରି ଫେରିଗଲେ ଦିଲୀପ କୁମାର
ସକାଳ ସାଢେ ସାତଟା ବେଳେ ହିନ୍ଦୁଜା ଡାକ୍ତରଖାନାରେ ପରଲୋକମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା, ୪୦ ଦଶକରୁ ଫିଲ୍ମ ଦୁନିଆରେ ଥିଲେଦୀର୍ଘ ଦିନ ଅସୁସ୍ଥ ଥିଲେ, ଜୁନ୍ ୩୦ରେ ଭର୍ତ୍ତି ହୋଇଥିଲେ ଡାକ୍ତରଖାନାରେସାରା ଭାରତର ଚଳଚ୍ଚିତ୍ର ଜଗତ ସ୍ତବ୍ଧ, ଦିଲୀପ ପ୍ରେମୀଙ୍କ ଆଖିରେ ଲୁହ
ମୁମ୍ବାଇ:!-->!-->!-->…
Read More...
Read More...
ଏବେ ଠୁ ଅଲଗା ରାସ୍ତା ଆମର..
ଅମୀର-କିରଣଙ୍କ ଘର ଭାଙ୍ଗିଲା
ମୁମ୍ବାଇ: ୧୫ ବର୍ଷର ସଂପର୍କରେ ପଡିବ ପୂର୍ଣ୍ଣଚ୍ଛେଦ। ଅଲଗା ହେବେ ଆଗଧାଡିର ବଲିଉଡ଼ ଅଭିନେତା ଅମୀର ଖାନ ଓ କିରଣ ରାଓ। ଦୁହେଁ ଏନେଇ ଘୋଷଣା କରିଛନ୍ତି। ୧୫ ବର୍ଷରେ ସାଥୀ ହୋଇ ପୁରା ଜୀବନର ହସ ଓ ଖୁସିକୁ ଅନୁଭବ କରିଛୁ। ଦୁହିଁଙ୍କର ସଂପର୍କ ବିଶ୍ୱାସ,!-->!-->!-->…
Read More...
Read More...
‘ମୁଁ କ’ଣ ଶୁଣିଲି, ଅମାନିଆ ହେଲେ କରୋନା ହଉଚି’
ତ୍ରୈଲୋକ୍ୟକୁ ନେଇ ପୁଣି ହଇଚଇ ଗୀତ ସହ ବଜାରକୁ ଆସୁଛନ୍ତି ଅଭିଜିତ୍ ମଜୁମଦାର୍କେ ସି ସାହୁଙ୍କ ନିର୍ଦେଶନାରେ କରୋନା ସଚେତନତା ପାଇଁ ପ୍ରସ୍ତୁତ ହୋଇଛି ଗୀତ
ଭୁବନେଶ୍ବର: 'ମୁଁ ଇସ୍କୁଲରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି'। ଏହି ଗୀତ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା।!-->!-->!-->…
Read More...
Read More...