ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ
Browsing Category

ମନୋରଞ୍ଜନ

ଖୋଲିଲା ସିନେମା ହଲ, କେଉଁ ଚଳଚ୍ଚିତ୍ର ଦେଖିବେ?

ଭୁବନେଶ୍ବର: ଦୀର୍ଘ ଦିନ ପରେ ରାଜ୍ୟରେ ଖୋଲିଲା ସିନେମା ହଲ । ଆଜି ଭୁବନେଶ୍ୱରର ସମସ୍ତ ହଲ ଖୋଲଯାଇଛି । କୋଭିଡ କଟକଣାରେ ହଲ ଗୁଡିକ ଖୋଲିଥିବା ବେଳେ ୪ଟି ସୋ ରହିବ । ସାମାଜିକ ଦୂରତା ରଖି ଫିଲ୍ମ ଦେଖିବେ ଦର୍ଶକ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ ଖୋଲିଛି। ଆଜି ହଲ ଖୋଲିଥିବା ବେଳେ
Read More...

୪,୦୦୦ କୋଟିର ସମ୍ପତ୍ତି କ’ଣ ନିଅଣ୍ଟ ପଡ଼ିଲା

‘ଅଶ୍ଳୀଳ’ ସୌଦାଗର ସାଜିଲେ ରାଜ୍ କୁନ୍ଦ୍ରାଧୀରେ ଧୀରେ ଖୋଲୁଛି ‘ପର୍ନ’ ପେଡ଼ି ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ଜଗତର ନାମୀଦାମୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଏବେ ପର୍ନ ଫାଶରେ । ପ୍ରାୟ ୪,୦୦୦ କୋଟି ଟଙ୍କାରମାଲିକ କୁନ୍ଦ୍ରାଙ୍କୁ ପର୍ନ ବା ଅଶ୍ଳୀଳ ଚଳଚ୍ଚିତ୍ର
Read More...

ଆଉ କେତ ଦିନ କୋର୍ଟ ଆସିବେ ସେଲିବ୍ରିଟି ଯୋଡି ?

ଫ୍ୟାମିଲି କୋର୍ଟରେ ଅନୁଭବ,ବର୍ଷାହାଜର ହେଉଛନ୍ତି,ସମାଧାନ ହେଉନି ଭୁବନେଶ୍ବର: ଗତ ଶୁକ୍ରବାର ହାଜର ହୋଇଥିଲେ । ୭ ଦିନ ବିତିନି, ଆଜି ଫ୍ୟାମିଲି କୋର୍ଟରେ ପୁଣି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ
Read More...

ମନ୍ତ୍ରିମଣ୍ଡଳର ଚୂଡ଼ାନ୍ତ ତାଲିକା ଏବେ ମୋଦୀଙ୍କ ହାତରେ

ଆଜି ସନ୍ଧ୍ୟାରେ ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ଭାରତର ରାଜନୀତିରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ନୂଆଦିଲ୍ଲୀ: ପୂର୍ବାନୁମାନ ଅନୁସାରେ, ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ବିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ। ସନ୍ଧ୍ୟା ୬ଟାରେ
Read More...

ଅଭିନୟ ସାରି ଫେରିଗଲେ ଦିଲୀପ କୁମାର

ସକାଳ ସାଢେ ସାତଟା ବେଳେ ହିନ୍ଦୁଜା ଡାକ୍ତରଖାନାରେ ପରଲୋକମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା, ୪୦ ଦଶକରୁ ଫିଲ୍ମ ଦୁନିଆରେ ଥିଲେଦୀର୍ଘ ଦିନ ଅସୁସ୍ଥ ଥିଲେ, ଜୁନ୍ ୩୦ରେ ଭର୍ତ୍ତି ହୋଇଥିଲେ ଡାକ୍ତରଖାନାରେସାରା ଭାରତର ଚଳଚ୍ଚିତ୍ର ଜଗତ ସ୍ତବ୍ଧ, ଦିଲୀପ ପ୍ରେମୀଙ୍କ ଆଖିରେ ଲୁହ ମୁମ୍ବାଇ:
Read More...

ଏବେ ଠୁ ଅଲଗା ରାସ୍ତା ଆମର..

ଅମୀର-କିରଣଙ୍କ ଘର ଭାଙ୍ଗିଲା ମୁମ୍ବାଇ: ୧୫ ବର୍ଷର ସଂପର୍କରେ ପଡିବ ପୂର୍ଣ୍ଣଚ୍ଛେଦ। ଅଲଗା ହେବେ ଆଗଧାଡିର ବଲିଉଡ଼ ଅଭିନେତା ଅମୀର ଖାନ ଓ କିରଣ ରାଓ। ଦୁହେଁ ଏନେଇ ଘୋଷଣା କରିଛନ୍ତି। ୧୫ ବର୍ଷରେ ସାଥୀ ହୋଇ ପୁରା ଜୀବନର ହସ ଓ ଖୁସିକୁ ଅନୁଭବ କରିଛୁ। ଦୁହିଁଙ୍କର ସଂପର୍କ ବିଶ୍ୱାସ,
Read More...

‘ମୁଁ କ’ଣ ଶୁଣିଲି, ଅମାନିଆ ହେଲେ କରୋନା ହଉଚି’

ତ୍ରୈଲୋକ୍ୟକୁ ନେଇ ପୁଣି ହଇଚଇ ଗୀତ ସହ ବଜାରକୁ ଆସୁଛନ୍ତି ଅଭିଜିତ୍ ମଜୁମଦାର୍କେ ସି ସାହୁଙ୍କ ନିର୍ଦେଶନାରେ କରୋନା ସଚେତନତା ପାଇଁ ପ୍ରସ୍ତୁତ ହୋଇଛି ଗୀତ ଭୁବନେଶ୍ବର: 'ମୁଁ ଇସ୍କୁଲରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି'। ଏହି ଗୀତ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା।
Read More...

କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କୁ ହରାଇଲା ଓଡ଼ିଶା

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି, ଶାନ୍ତିରାଜ ଖୋସଲାଙ୍କୁ କରୋନା ଛଡାଇ ନେଇଥିଲା। ଏ ଦୁଃଖରୁ ନିସ୍ତାର ମିଳିନି। ଶନିବାର ବିଳମ୍ବିତ ରାତିରେ ଓଡ଼ିଶାର ଆଗ ଧାଡ଼ିର କଣ୍ଠଶିଳ୍ପୀ ତପୁ ମିଶ୍ର ସମସ୍ତଙ୍କୁ ପର କରିି ଦୁନିଆ ଛାଡ଼ିଛନ୍ତି। ଭୁବନେଶ୍ବରର ଏକ ଘରୋଇ
Read More...

ଚାଲିଗଲେ ଶଲାବୁଢ଼ା

ଭୁବନେଶ୍ବର: ସମ୍ବଲପୁରୀ ସିନେମା "ଶଲାବୁଢା" ଅଭିନେତା, ନାଟ୍ୟକାର ଅଟଳ ପଣ୍ଡାଙ୍କର ଆଜି ଭିମ୍‌ସାର, ସମ୍ବଲପୁରରେ ଭୋର ୩ଟା ୪୫ରେ ପରଲୋକ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ୧୯ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦିନ ଧରି ସେ
Read More...

ଅନୁଷ୍କା-ବିରାଟଙ୍କ ଘରକୁ ଲକ୍ଷ୍ମୀ ଆସୁଛନ୍ତି!

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଏହି ମାସରେ ପିତାମାତା ହେବାକୁ ଯାଉଛନ୍ତି। ଅଭିନେତା ତାଙ୍କର ଶେଷ ତୈମାସିକରେ ଅଛନ୍ତି ଏବଂ ଶିଶୁଟି ଯେ କୌଣସି ମୁହୂର୍ତ୍ତରେ ଭୂମିଷ୍ଠ ହୋଇପାରେ। ଶିଶୁର ଆଗମନ ଖବରକୁ ନେଇ ଉଭୟଙ୍କ ପ୍ରଶଂସକଙ୍କ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି। ଏହା
Read More...