ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ବଳ ବଢାଇବେ କଂଗ୍ରେସ କର୍ମୀ

ନୂଆ ସଦସ୍ୟ ତାଲିକାରେ ବିଜେପି ଆଡକୁ କିଛି ଢଳିଛନ୍ତିଗାଁ ଗଣ୍ଡାରେ କଂଗ୍ରେସ କର୍ମୀଙ୍କୁ ନ ଆଣିଲେ ବିଜେଡିକୁ ବିପଦସୁଧୁରୁନି ହାତ ଦଳ, ନିର୍ବାଚନ ପରେ ନେତାଙ୍କ ମନ ଘରିନି ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଅନେକ ଛାମୁଆ ଓ ପ୍ରଭାବଶାଳୀ ନେତା ଦଳ ଡିଆଁ କରିଥିଲେ । କିଏ ବିଜେଡିକୁ ଗଲା,
Read More...

ଓଏଏସ, ଆଇଏ ଏସ କେବେ?

ଭୁବନେଶ୍ୱର: ଜଣେ କି ଦୁଇ ଜଣ ନୁହେଁ, ପୁଣି ୧୬ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟସରକାର ଆଜି ଚାକିରିରୁ ବିଦା କରିଛନ୍ତି। ଏଥିରେ ଯନ୍ତ୍ରୀ, ପ୍ରଧାନଶିକ୍ଷକ, ଅମିନ ପ୍ରମୁଖ ଅଛନ୍ତି। ଏଥିସହ ପ୍ରଶାସନରେ ଶୂନ୍ୟ ସହନଶୀଳତା ନୀତି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ମାସରେ ୩୭ ଜଣଙ୍କ
Read More...

ଆଡ଼ରୁଷା ମାରିଲେଣି ବିଜେଡି ତୁଙ୍ଗ ନେତା

କାଲି ଯିଏ ପ୍ରଭାବଶାଳୀ, ଆଜି ସେ ଅଲୋଡ଼ା ଭବିଷ୍ୟତର ନେତାଙ୍କୁ ଥଇଥାନ କଲେ ସୁପ୍ରିମୋ ସଂଗଠନରେ ଆଉ କିଛି ଗୁରୁତ୍ବ ପାଇବେ ଅନଙ୍ଗ, ମହେଶ୍ୱରଙ୍କ ଭଳି ନେତା ଆଉ ପାଇବେନି ଗୁରୁତ୍ବ ଭୁବନେଶ୍ୱର: ବିଜୁ ଜନତା ଦଳ ଟିକେଟରେ ଯେଉଁମାନେ ଗତ ନିର୍ବାଚନ ଲଢ଼ିଥିଲେ, ସେମାନଙ୍କୁ ଥଇଥାନ
Read More...

ସରକାରଙ୍କ ପ୍ରଥମ ଗଣମାଧ୍ୟମ ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ମାନସ ରଂଜନ ମଙ୍ଗରାଜ ଆଦି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ମଙ୍ଗରାଜ ରାଜ୍ୟ ସରକାରଙ୍କ ଲୋକସଂପର୍କ ନିର୍ଦେଶାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ଏହି ଅବସରରେ ଶ୍ରୀ ମଙ୍ଗରାଜ ଓ ଲୋକସଂପର୍କ
Read More...

ମୋଦୀଙ୍କ ପସନ୍ଦ ଓଡ଼ିଆ ଅଫିସର

ଡ. ପି କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତଏହି ପଦବିରେ ନିଯୁକ୍ତି ପାଇବାରେ ଡ. ମିଶ୍ର ପ୍ରଥମ ଓଡ଼ିଆଗଙ୍ଗାଧର ମେହେର କଲେଜରୁ ଉତ୍ତୀର୍ଣ୍ଣ ହୋଇଥିଲେଭୁବନେଶ୍ୱର: ଓଡ଼ିଶା ପାଇଁ ବଡ଼ ଖବର । ଗୁଜୁରାଟ କ୍ୟାଡର ଆଇଏଏସ୍‍ ଅଫିସର ଡ. ପି କେ ମିଶ୍ର ( ପ୍ରମୋଦ କୁମାର
Read More...

ରାଜ୍ୟ କଂଗ୍ରେସକୁ ଗାନ୍ଧୀ ଭରସା

ପୁରୁଣା ବେମାରି ଭଲ ହୋଇନି, ପୁଣି ଗୋଷ୍ଠୀ ବାଦ ଅକ୍ଟୋବର ୨ରୁ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ମାତିବେ ନେତା ଭୁବନେଶ୍ବର: ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ରାଜ୍ୟ କଂଗ୍ରେସର ଭବିଷ୍ୟତ କଣ ହେବ? ଓଡ଼ିଶାରେ ସଂଗଠନ ଭୁଶୁଡିଯିବ କି? ରାଜନୈତିକ ମହଲରେ ଏହାକୁ ନେଇ କଳ୍ପନାଜଳ୍ପନା
Read More...

ଏବେ ନେତା, ବାବୁଙ୍କୁ ବିପଦ

ଭୁବନେଶ୍ବର: ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ତରିକା ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶାସନରେ ନିର୍ଦେଶାଳୟ ବ୍ୟବସ୍ଥାର ପୂର୍ଣ୍ଣଛେଦ ଟାଣି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଉତ୍ତରଦାୟିତ୍ବ ନ୍ୟସ୍ତ ଲାଗି ତିନି ଥାକିଆ
Read More...

ଅଧା ମନ୍ତ୍ରୀ କରୁଛନ୍ତି କଣ?

ଭୁବନେଶ୍ୱର:ପୂର୍ତ୍ତ ବିଭାଗ ଅାଇ.ବି ରୁ ଫେରିଲା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ଡୁଙ୍ଗୁରିପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ତାଙ୍କର ଡହଳ ବିକଳ ସ୍ଥିତି ଦେଖି ମନ୍ତ୍ରୀ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ପଠେଇବା ପାଇଁ ଯୋଜନା କରିଥିଲେ ।
Read More...

ନିବିଡତାରୁ ମିଳିଲା ପ୍ରଥମ ଫାଇଦା

ଭୁବନେଶ୍ୱର:ବିଜେଡ଼ି-ବିଜେପି ନିବିଡ଼ତାର ଅାଜି ପ୍ରଥମ ଲାଭ ଓଡ଼ିଶାକୁ ମିଳିଛି । ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି କରିଥିବା ପ୍ରଳୟ ଜନିତ ବିପର୍ଯ୍ୟୟ ପୁନଃନିର୍ମାଣ ଲାଗି କେନ୍ଦ୍ର ସରକାର ଅାଜି ଓଡ଼ିଶାକୁ ବଡ ଭେଟି ଦେଇଛନ୍ତି । ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଫନି ପାଇଁ ୩୩୩୮କୋଟି
Read More...

ବିଦ୍ରୋହକୁ ଦାନା ଯୋଗାଉଛି କିଏ?

ଭୁବନେଶ୍ୱର: ଏକା ସାଙ୍ଗରେ ଶପଥ ନେଲେ ଆଗପଛ ହୋଇ। ଉଭୟଙ୍କୁ ସଂଖ୍ୟା ଲୋକେ ଅଜାଡି ଦେଇଛନ୍ତି ସଂସଦ ଓ ବିଧାନସଭାରେ। କେନ୍ଦ୍ର ସରକାର ଇତିମଧ୍ୟରେ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ, ତିନି ତଲାକ ଓ କାଶ୍ମୀର ଭଳି ୩ଟି ଐତିହାସିକ ନିଷ୍ପତ୍ତି ନେଇସାରିଲେଣି। ରାଜ୍ୟ ସରକାର ପ୍ରଥମ ତିନି ମାସ
Read More...