ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category

ରାଜନୀତି

ମହିଳା ଏବଂ ପୁଲିସ: ସେବେ ବିଜୁ, ଏବେ ନବୀନ…

କରୋନା ମୁକାବିଲା ନେଇ ସୁଜାତା କାର୍ତିକେୟନ୍ ପ୍ରୟୋଗ କଲେ ଅମୋଘ ଅସ୍ତ୍ର୧୦୦ ପ୍ରତିଶତ ଲକ୍ ଡାଉନ ସଫଳ ପାଇଁ ମାଆମାନଙ୍କୁ ଦାୟିତ୍ବ ନେବାକୁ ପରାମର୍ଶ ଭୁବନେଶ୍ବର: ଏକଦା ବିଜୁ ବାବୁ ମହିଳାମାନଙ୍କୁ ପୁଲିସ କ୍ଷମତା ଦେବା କଥା କହିଥିଲେ। ନିଶା ବିରୋଧରେ ବିଜୁ ବାବୁଙ୍କ ଏଭଳି…
Read More...

ମହାପ୍ରଭୁଙ୍କ ପାଇଁ ବିଜୁ ବାବୁ ଯେବେ ଅଣ୍ଟା ଭିଡିଥିଲେ

ଭୁବନେଶ୍ବର: ସେଦିନ ଥିଲା ୧୯୯୨ ମସିହା ଅଗଷ୍ଟ ୧୩ ତାରିଖ। ଶ୍ରୀମନ୍ଦିର ଗର୍ଭଗୃହର କାନୁସରୁ ପ୍ରାୟ ଏକ ଟନ୍ ଓଜନ ବିଶିଷ୍ଟ ଦୁଇଖଣ୍ଡ ପଥର ରତ୍ନ ସିଂହାସନ ସାମ୍ନା ତଳ ପୋଖରିଆରେ ଖସି ପଡିଲା। କଥା ସାଙ୍ଗେ ସାଙ୍ଗେ ରାଷ୍ଟ୍ର ହୋଇଗଲା ଓ ସମଗ୍ର ଓଡ଼ିଶାରେ ଆଲୋଡନ ସୃଷ୍ଟି ହୋଇଗଲା।…
Read More...

ମୋଦୀ କହିଲେ ଏପ୍ରିଲ ୫ ତାରିଖ ରାତି ୯ଟାରେ ଏମିତି କର

ମୋର ପ୍ରିୟ ଦେଶବାସୀଗଣ, ବୈଶ୍ୱିକ ମହାମାରୀ କରୋନା ବିରୋଧରେ ପାଳନ କରାଯାଉଥିବା ଦେଶବ୍ୟାପୀ ଲକ୍‌ ଡାଉନର ଆଜି ନବମ ଦିନ । ଏହି ଲକ୍‌ ଡାଉନ୍‌ ପାଳନ ବେଳେ ଆପଣମାନେ ଯେଉଁଭଳି ଶୃଙ୍ଖଳା ଓ ସେବାର ମନୋଭାବ ପ୍ରଦର୍ଶନ କରିଛନ୍ତି ତାହା ଅଭୂତପୂର୍ବ, ଏବଂ ତାହା ଉପରୋକ୍ତ ଉଭୟ…
Read More...

ମୋର୍ଚ୍ଚା ସମ୍ଭାଳିଛନ୍ତି ଅସିତ୍-ପାଣ୍ଡିଆନ୍ ଟିମ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଆଇଏଏସ୍ ଅଫିସରମାନଙ୍କର କ୍ଷମତା ବୃଦ୍ଧି ନେଇ ସବୁବେଳେ ଚର୍ଚ୍ଚା ହୋଇ ଆସିଛି। କେତେବେଳେ ବେଣୁ ମିଶ୍ର ତ ଆଉ କେବେ ଯୁଗଳ ମହାପାତ୍ର। କେବେ ବିଜୟ ପଟ୍ଟନାୟକ, କେବେ ଆଦିତ୍ୟ ପାଢୀ। ମନ୍ତ୍ରୀଙ୍କ…
Read More...

୧୩ ଦିନରେ ଅଟକିଲା ବିଧାନସଭା ବଜେଟ୍ ଅଧିବେଶନ

ଲୋକସେବା ଭବନ ସମ୍ମେଳନ କକ୍ଷରେ ବସିଲା ଅଧିବେଶନ୨୦୨୦-୨୧ ଆର୍ଥିକ ବର୍ଷଲାଗି ଖର୍ଚ୍ଚ ଦାବି ପାରିତ ହେଲାଏସସିଏସଟି ବିଭାଗ ଛାଡି ଅନ୍ୟ ବିଭାଗ ଖର୍ଚ୍ଚ ଦାବି ଗିଲୋଟିନରେ ପାରିତଅନିର୍ଦିଷ୍ଟ କାଳ ପାଇଁ ପ୍ରସ୍ତାବ ଆଣିଲେ ମୁଖ୍ୟ ସଚେତକ, ହଁ ମାରିଲା ଗୃହଓଡ଼ିଶା ଇତିହାସରେ କରୋନା ଯୋଡିଲା…
Read More...

ସମସ୍ତେ ମିଳିମିଶି ମୁକାବିଲା ଲାଗି ଆହ୍ବାନ ଦେଲେ ନିରଞ୍ଜନ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସମସ୍ତେ ମିଳିମିଶି କାମ କରିବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଏକ ଭିଡିଓ ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, କେବଳ ସରକାରୀସ୍ତରରେ ନୁହେଁ, ଏଭଳି ବିପତ୍ତି ସମୟରେ ସବୁ ଲୋକ ନିଜସ୍ତରରେ ମଧ୍ୟ ସାହାଯ୍ୟ କରିବା ଲାଗି…
Read More...

ଲୋକସେବା ଭବନରେ ବିଧାନସଭା

ଭୁବନେଶ୍ବର: ଆସନ୍ତା ୩୦ ତାରିଖ ଦିନ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ। ତେବେ ବିଧାନସଭାରେ ନୁହେଁ, ବରଂ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ସଚିବାଳୟ (ବର୍ତମାନର ଲୋକସେବା ଭବନରେ) ଏହି ଅଧିବେଶନ ବସିବ। ନୂଆ ସମ୍ମେଳନ କକ୍ଷରେ ୨ମିଟର ବ୍ୟବଧାନରେ ବିଧାୟକମାନେ…
Read More...

ମୋଦୀ, ନବୀନ ଓ ଧର୍ମେନ୍ଦ୍ର ଭଲ ବନ୍ଧୁ

ଭୁବନେଶ୍ବର: ଆମ ଘରମାନଙ୍କରେ ବନ୍ଧୁତା ସଂପର୍କରେ ଯେତେବେଳେ ଚର୍ଚ୍ଚା ହୁଏ, ସେତେବେଳେ ଦୁଇଟି କଥା ଅବଶ୍ୟ ଆଲୋଚନା ଛଳରେ ବ୍ୟବହାର କରିଥାନ୍ତି। ପ୍ରଥମଟି ହେଲା, ସଂପଦ ବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା..। ଦ୍ବିତୀୟଟି ...ରାଜଦ୍ବାରେ ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧବଃ। …
Read More...

ନବ, ପ୍ରତାପଙ୍କ ଭଳି ମନ୍ତ୍ରୀ କାହିଁକି ରହିବେ?

ଭୁବନେଶ୍ବର: ସାରା ବିଶ୍ବରେ କରୋନା ଆତଙ୍କ ଖେଳିଯାଇଛି। କେନ୍ଦ୍ର ସରକାରରେ ମନ୍ତ୍ରୀମାନେ ତୁହାକୁ ତୁହା ବୈଠକ କରୁଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକବାର ବୈଠକ ନେଇସାରିଲେଣି। ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି, ଚିଠି ବି ଲେଖିଛନ୍ତି। ବିଭିନ୍ନ ବିଭାଗର…
Read More...

ନବୀନଙ୍କ ଉପରେ ମୋଦୀଙ୍କ ଆସ୍ଥା

ଭୁବନେଶ୍ବର: କୁହାଯାଏ, ବିପର୍ଯ୍ୟୟ ମୁକାବିଲା ପରେ ତାଙ୍କୁ ହିଁ ପ୍ରଶଂସା କରାଯାଏ, ଯିଏ ସ୍ବତନ୍ତ୍ର ଢଙ୍ଗରେ ନିଜର ସାହସ, ଦକ୍ଷତା ପ୍ରଦର୍ଶନ କରିଥାନ୍ତି। ଯିଏ ସାଧାରଣ ଲୋକଙ୍କ ଆସ୍ଥାଭାଜନ େହାଇପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏବେ ଏଭଳି ସଙ୍କେତ ଦେଇଛନ୍ତି…
Read More...