Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ରାଜ୍ୟ ସରକାରଙ୍କ ଉପରେ କମ୍ପିଲେ ରାଜନାଥ
ନୟାଗଡ, କଟକ ଓ ମୟୂରଭଂଜରେ ପ୍ରଚାର କଲେନୟାଗଡରେ ଚିନିକଳ ଓ କରଞ୍ଜିଆକୁ ରେଳ ସେବା ପ୍ରତିଶ୍ରୁତି
ଭୁବନେଶ୍ୱର:କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ମାରାଥନ୍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି । ଶ୍ରୀ ସିଂହ ନୟାଗଡ, କିଶନନଗର, ମୟୂରଭଂଜ ଜିଲ୍ଲା!-->!-->!-->…
Read More...
Read More...
ପୁଣି କେନ୍ଦ୍ରକୁ ସମାଲୋଚନା
୧ଟଙ୍କିଆ ଚାଉଳକୁ ବିରୋଧ କରିଥିଲେଆହାର ଯୋଜନାକୁ ଦେଇନଥିଲେ ସମର୍ଥନପିଇବା ପାଣିରେ କେନ୍ଦ୍ରର ଭାଗ ମାତ୍ର ହଜାରେ କୋଟି
ରାୟଗଡା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଓ ଗଜପତି ଜିଲ୍ଲାରେ ନିର୍ବାଚନ ପ୍ରଚାର କରି କେନ୍ଦ୍ର ସରକାରଙ୍କୁ ପୁଣି ଥରେ କଡା ଭାଷାରେ ସମାଲୋଚନା କରିଛନ୍ତି!-->!-->!-->…
Read More...
Read More...
ବେକାରିଙ୍କୁ ୩ହଜାର ଟଙ୍କା ଭତ୍ତା
ଇସ୍ତାହାର ଜାରି କଲା କଂଗ୍ରେସ
୨୬୦୦ ଟଙ୍କାରେ ଧାନ ବିକ୍ରି ସୁଯୋଗ
ବାର୍ଧକ୍ୟ ଭତ୍ତା ବୃଦ୍ଧି, ଚାଷୀଙ୍କୁ ଋଣ ଛାଡ ଲୋଭ
ଭୁବନେଶ୍ୱର:୨୦୧୯ନିର୍ବାଚନରେ ଲୋକଙ୍କ ମନ ଜିଣିବା ଲାଗି ରାଜ୍ୟ କଂଗ୍ରେସ ଯେଉଁ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି, ସେଥିରେ ୧୯ଟି ପ୍ରତିଶ୍ରୁତି ଦେଇଛି ।!-->!-->!-->!-->!-->!-->!-->…
Read More...
Read More...
କଂଗ୍ରେସ ରାସ୍ତାରେ ବିଜେଡି: ମୋଦୀ
କଂଗ୍ରେସକୁ ହଟାଇବାକୁ ମୋଦୀଙ୍କୁ ଆହ୍ୱାନଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିଥିଲେସୁନ୍ଦରଗଡ ଓ ସୋନପୁରରେ ଭୋଟ ମାଗିଲେ
ସୋନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ନିର୍ବାଚନ ପ୍ରଚାରରେ ଓଡ଼ିଶାକୁ ଆସି ଉଭୟ ବିଜେଡି ଓ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । କହିଛନ୍ତି,ଯାହା!-->!-->!-->…
Read More...
Read More...
ବିଜେପିକୁ ଜବାବ ମାଗ : ନବୀନ
ଭୋଟରଙ୍କୁ ପ୍ରବର୍ତାଇଥିଲେ ନବୀନ
ଶେଷ ନିଶ୍ୱାସ ଯାଏ ଓଡ଼ିଶା ପାଇଁ କାମ କରିବି ନିର୍ବାଚନ ସଭାରେ କେନ୍ଦ୍ରକୁ ଟାର୍ଗେଟ କରି ବର୍ଷିଲେ ମୁଖ୍ୟମନ୍ତ୍ରୀ ଜଳସେଚନ, ରେଳଲାଇନ୍, ଏମଏସପି ଓ ପାଣି ପ୍ରସଙ୍ଗ ଉଠାଇଲେ ସରକାରଙ୍କୁ ଆସିବା ମାତ୍ରେ ୨୫ଲକ୍ଷଙ୍କୁ ମିଳିବ୧୦ ହଜାର ଟଙ୍କା
!-->!-->!-->!-->!-->…
Read More...
Read More...
ଦଳରେ ମିଶୁ ମିଶୁ ବିଜେପି ଟିକେଟ୍
ପ୍ରକାଶ କଟକରୁ, ଖାରବେଳ କନ୍ଧମାଳରୁ ଲୋକସଭା ପ୍ରାର୍ଥୀଅକଳରେ ବିଜେଡି ନେତା, ସାଂସଦଙ୍କୁ ନେଇ ଦ୍ୱନ୍ଦ୍ୱରେବେଗୁନିଆ ଭୋଟର ପ୍ରଶାନ୍ତଙ୍କର ନା ରନିଙ୍କରପିତାମ୍ୱରଙ୍କୁ ନେଇ କେଁ ଉଠିଲା, ଦାମଙ୍କ ସପକ୍ଷରେ ନେତୃତ୍ୱ
ଭୁବନେଶ୍ୱର: ଗତକାଲି ବିଜେପିରେ ଯୋଗଦେଇଥିଲେ ପୂର୍ବତନ ଡିଜିପି ପ୍ରକାଶ!-->!-->!-->…
Read More...
Read More...
ନବୀନଙ୍କ ବିରୋଧରେ ପିତାମ୍ୱର ହିଞ୍ଜିଳି ପ୍ରାର୍ଥୀ
ଗେରୁଆ ପିନ୍ଧିବା ପରେ ଖାରବେଳ କହିଲେ କନ୍ଧମାଳବିଜେପି ରଣନୀତି ନେଇ ରାଜନୈତିକ ମହଲ ତାଜୁବ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ପ୍ରାର୍ଥୀ ହେବେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ୱର ଆଚାର୍ଯ୍ୟ । ବିଧିବଦ୍ଧ ଘୋଷଣା ହୋଇନଥିଲେ!-->!-->!-->…
Read More...
Read More...
ଜାତୀୟ ଦଳ କୋଳରେ ଲୁଚିଲେ ଟାଣୁଆ ନେତା
ଦାମ, ଖାରବେଳ, ପଞ୍ଚାନନ, ବ୍ରଜ ଗୋଟିଏ ରାସ୍ତାରେନବୀନଙ୍କୁ କମ୍ପୁଥିଲେ, ଆପେ ବଞ୍ଚିବା ପାଇଁ ରାହା ଖୋଜିଲେନୀତି ଆଦର୍ଶ ଚୁଲିକୁ ଗଲା, ନୂଆ ନୀଡରେ ବି କୋଣଠେସା ହେବେ
ଭୁବନେଶ୍ୱର:ୟେସା କରିଦେବୁ, ତେସା କରିଦେବୁ । ଆମର ଏମିତି ସଂଗଠନ ଅଛି । ସରକାରକୁ ଉପାଡି ଫିଙ୍ଗିଦେବୁ । କିଏ!-->!-->!-->…
Read More...
Read More...
ରାତି ଅଧରେ କଂଗ୍ରେସ ତାଲିକା
୬ ଲୋକସଭା ଓ ୩୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ନରସିଂହ, ତାରା, ଭୁଜବଳଙ୍କୁ ମିଳିଲା ଟିକେଟ୍
ଜଣେ ମାତ୍ର ମହିଳା ମୁହଁ ଚିତ୍ରକୋଣ୍ଡାରୁ
କୋରାପୁଟ ଲୋକସଭା ଆସନ ନିଷ୍ପତ୍ତି ଅଟକିଲା
ଭୁବନେଶ୍ୱର: ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ପାଖାପାଖି ୯ ଘଣ୍ଟା ପରେ!-->!-->!-->!-->!-->!-->!-->!-->!-->…
Read More...
Read More...
୮ ସାଂସଦ ପ୍ରାର୍ଥୀ ବଦଳିଲେ, ନବୀନ ଦୁଇ ଆସନରୁ ପ୍ରାର୍ଥୀ
ଏସଜି ପ୍ରତିନିଧି ଭାବେ ପ୍ରମିଳାଙ୍କୁ ମିଳିଲା ଟିକେଟ୍ ସିଦ୍ଧାନ୍ତକୁ ଟିକେଟ ମିଳିଲାନି, ଅଚ୍ୟୁତ ପ୍ରାର୍ଥୀ ହେବେ ମାଲକାନଗିରି, ଝରିଗାଁ, ଲାଞ୍ଜିଗଡ, ପଟ୍ଟାଙ୍ଗୀ ପ୍ରାର୍ଥୀ ଘୋଷଣା ନୋହିଲା ତିନି ମହିଳା ପ୍ରାର୍ଥୀ ଆସିଲେ ସାମ୍ନାକୁ, ସୁନୀତାଙ୍କୁ ଥଇଥାନ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ!-->…
Read More...
Read More...