ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category

ରାଜନୀତି

ପାଣ୍ଡିଆନଙ୍କ ସଙ୍କେତରୁ କିଏ କଣ ବୁଝିଲେ?

ଲୋକ ପ୍ରତିନିଧିଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ପଢାଇଲେଅକଳରେ ସରକାରୀ ବାବୁ, ଗିଳିଲେ ଅଡୁଆ, କାଢିଲେ ବି ସମସ୍ୟା ଭୁବନେଶ୍ବର: ବିଧାୟକ ଓ ମନ୍ତ୍ରୀଙ୍କ କଥା ଅଫିସର ଶୁଣୁନାହାନ୍ତି। ବିଧାୟକଙ୍କ କଥା ମନ୍ତ୍ରୀ ଶୁଣୁନାହାନ୍ତି। କେଉଁଠି ଜିଲ୍ଲାପାଳ ଓ ଏସପିଙ୍କ ମଧ୍ୟରେ…
Read More...

ରାଜ, ଦେଓରଂଜନ, ମାଥି ଗେହ୍ଲାପୁଅ!

ବର୍ଷବର୍ଷ ଧରି ବଦଳି ସାମ୍ନା କରୁନାହାନ୍ତି ଏସବୁ ବାବୁଅବସର ପରେ ବି ଦୀପକଙ୍କର ବାରମ୍ବାର ବଢୁଛି କାର୍ଯ୍ୟ ଅବଧି ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ଅଫିସର ଯୁଗଳ କିଶୋର ମହାପାତ୍ର ୨୦୧୩ ମସିହା ଜୁନମାସରେ ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ। ଶ୍ରୀ ମହାପାତ୍ରଙ୍କ ପରେ…
Read More...

ଅକଳରେ ପକାଇଦେଲେଣି ପାଣ୍ଡିଆନ୍

ସବୁ ସରକାରରେ ଚର୍ଚ୍ଚାରେ ଥାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟସରକାର ଭାବମୂର୍ତି ପରିବର୍ତନ ପାଇଁ ଏଥର କିନ୍ତୁ ଆଗରେ ଭୁବନେଶ୍ବର: କାଳ କାଳ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଶାସନରେ ନିଜର ସ୍ବତନ୍ତ୍ର ପ୍ରଭାବ ବିସ୍ତାର କରି ଆସିଛି। ବିଜୁ ବାବୁଙ୍କ ସମୟରେ ପ୍ୟାରୀମୋହନ…
Read More...

କେବଳ ନବୀନ, ଏକା ନବୀନ… କାହିଁକି

ବିଜେପି ଗତବର୍ଷ ଗର୍ଜୁଥିଲା, ଏବେ ନିକଟରେସାଙ୍ଗ ହୋଇ ବସିବେ ନବୀନ-ଅମିତ ଶାହବିଜେଡି ନେତା ବି ବୁଝିପାରୁନାହାନ୍ତି ଓଡ଼ିଶା ଗଣିତକଂଗ୍ରେସ ଠାରୁ ଢେର୍ ଦୟନୀୟ ସ୍ଥିତିରେ ବିଜେପି ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଏବେ ଜାତୀୟ ରାଜନୀତି ଚର୍ଚ୍ଚାର ଶୀର୍ଷ…
Read More...

ରାଜ୍ୟସଭା ଗଣିତ ଛିଣ୍ଡିଗଲାଣି!

ନିର୍ବାଚନ ହେବାକୁ ଥିବା ସମସ୍ତ ୪ଟି ଆସନ ଲାଗି ବିଜେଡି ପ୍ରାର୍ଥୀ ଦେବଚାପକୌଶଳ ପ୍ରୟୋଗ କଲେ ବି ବିଜେପିକୁ ନିରାଶ କରିପାରନ୍ତି ନବୀନଚତୁର୍ଥ ଆସନ ଦିଲ୍ଲୀପ ରାୟଙ୍କ ନିକଟକୁ ଯିବା ସମ୍ଭାବନା ଅଧିକହାରିଥିବା କୌଣସି ନେତାଙ୍କୁ ମିଳିନପାରେ ରାଜ୍ଯସଭା ଟିକେଟ୍ମହିଳା, ଉତ୍ତର ଓଡ଼ିଶାର ନେତା,…
Read More...

ବିଜେଡି ଚାଲରେ ସବୁ ଫସିଲେ!

ଭୁବନେଶ୍ବର: ଗତ ୧୬ ତାରିଖ ଗୁରୁବାର ଦିନ ପୁରୀ ଗସ୍ତ ବେଳେ ସ୍ଥାନୀୟ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିକଟତର ହେବା ଘଟଣା ସାମ୍ନାକୁ ଆସିଛି। କେବଳ ଏଇ ଗୋଟିଏ ଘଟଣା ନୁହେଁ, ଆଉ ତିନି ବଡ ଘଟଣା ଏଇ ସପ୍ତାହରେ ଗଣମାଧ୍ୟମ ପୃଷ୍ଠାକୁ ଆସିଥିଲା। ରାୟଗଡାର…
Read More...

ବିରୋଧୀଙ୍କ ରଣନୀତି ଫୁସ୍!

ପ୍ରତିବଦ୍ଧତାର ପ୍ରତିଦାନ, ସମୀରଙ୍କୁ ପଦୋନ୍ନତିବିଜେପିର ନୂଆ ସଭାପତି ଭାବେ ମନୋନୀତଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ଦାୟିତ୍ବ ନେବେଧର୍ମେନ୍ଦ୍ରଙ୍କୁ ଟପି ଆଗକୁ ଯାଇପାରିଲେନି ବିରୋଧୀ ଭୁବନେଶ୍ବର: ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ ଦଳ ପଦୋନ୍ନତି ଦେଇ ସଭାପତି ପଦରେ ବସାଇଛି।…
Read More...

ଋଣ ଛାଡ: ଚାଷୀ ସ୍ବାର୍ଥରେ ନା ନେତାଙ୍କ ସ୍ବାର୍ଥରେ

ମହାରାଷ୍ଟ୍ରରେ ସର୍ବାଧିକ ଋଣ ଛାଡ ହୋଇଛି, ଦ୍ବିତୀୟରେ କର୍ଣ୍ଣାଟକ ସରକାରଚାଷୀଙ୍କ ପାଇଁ କାଳିଆ କି ପିଏମ୍ କିଷାନ ବି ସମାଧାନର ରାସ୍ତା ନୁହେଁଚାଷୀଙ୍କ ସ୍ଥିତି ଓ ସରକାରଙ୍କ ଯୋଜନା ମଧ୍ୟରେ ଯୋଜନ ଯୋଜନ ଦ୍ବରତ୍ବ ଭୁବନେଶ୍ବର: ଶହେ କି ହଜାରେ ନୁହେଁ, ଗତ ୬ବର୍ଷ ଭିତରେ ବିଭିନ୍ନ…
Read More...

ପଛୁଆବର୍ଗଙ୍କ ପାଇଁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍

୨୦୨୧ ଜନଗଣନା ପୂର୍ବରୁ ବଡ଼ ସଂକଳ୍ପ ନେଲା ରାଜ୍ୟ କ୍ୟାବିନେଟ୍ଏସଇବିସି ଓ ଓବିସି ଗଣନା ପାଇଁ କେନ୍ଦ୍ର ଉପରେ ଚାପ ପକାଇଲେ ଭୁବନେଶ୍ବର: ଜନଗଣନା ବେଳେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟା ଓ ସେମାନଙ୍କ ସ୍ଥିତି ନେଇ ଆପାତତଃ ଏକ ଚିତ୍ର ସାମ୍ନାକୁ ଆସିଥାଏ। ହେଲେ ସାମାଜିକ ଅର୍ଥନୈତିକ…
Read More...

ରେକର୍ଡ ଭାଙ୍ଗୁଛି ସୋନପୁର, ଥରୁଛି ଓଡ଼ିଶା

ଭୁବନେଶ୍ବର: ସୋନପୁରରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଠାରୁ ବି କମ୍। ରାତିର ତାପମାତ୍ରା ୩.୪ ଡିଗ୍ରି ସେଲସିୟସକୁ ଛୁଇଁଛି। ଅନୁଗୁଳ ତାପମାତ୍ରା ରେକର୍ଡ ପଛରେ ଧାଇଁଛି। ଶନିବାର ରାତିରେ ସେଠାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରିରେ ପହଞ୍ଚିଛି। କନ୍ଧମାଳରେ…
Read More...