ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category

ରାଜନୀତି

ବିଜେଡିରେ ପୂରୁଣା ବଦଳିବେ, ନୂଆ ଆସିବେ!

ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ଧରି ରାଜ୍ୟ ରାଜନୀତିରେ ଦବଦବା ରଖିଥିବା ନେତାମାନଙ୍କ ରାଜନୀତି କ୍ୟାରିଅର ୟୁ ଟର୍ଣ୍ଣ ମାରିବ। ସେମାନଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇ ତାଙ୍କ ସ୍ଥାନରେ ପୁଅ, ପରିବାର କିମ୍ବା ଅନୁଗତଙ୍କୁ ସାମ୍ନାକୁ ଆଣିପାରେ ବିଜେଡି। ବିଜେଡି ସାଂଗଠନିକ ପ୍ରକ୍ରିୟାରେ ଏହାର ଝଲକ…
Read More...

ଧର୍ମେନ୍ଦ୍ରଙ୍କ ଅନୁଗତ ହେବେ ସଭାପତି!

ଭୁବନେଶ୍ବର: ଆସନ୍ତା ୨୦ ତାରିଖ ବେଳକୁ ରାଜ୍ୟ ବିଜେପି ନୂଆ ମୁଖିଆ ନିଯୁକ୍ତ ହେବେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯଦିଓ ସାଗଂଠନିକ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ଏହି ନିର୍ବାଚନ ହେବ ବା ସଭାପତି ବଛାଯିବେ, କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା ନାମ…
Read More...

ବିଜେପି ଚାହିଁଲା, ବିଜେଡି ଦେଲା

ନାଗରିକତା ବିଲ୍କୁ ସମର୍ଥନ ଦେବ ବିଜେଡି, ହ୍ବିପ୍ ଜାରି ହୋଇପାରେଦେଶରେ ମୋଦୀଙ୍କର ସବୁଠାରୁ ବିଶ୍ବାସଯୋଗ୍ୟ ଦଳ ହେଉଛି ବିଜେଡିବିଜେଡି ପାଇଁ କମ୍, ବିଜେପି ପାଇଁ ଏବେ ନବୀନଙ୍କ ସମର୍ଥନ ବେଶୀ ଲୋଡାସଂଖ୍ୟା ଲାଗି ଦରକାର, ତା ଠାରୁ ଅଧିକ ନବୀନଙ୍କ ଭାବମୂର୍ତି ବଡ ଶକ୍ତି ଭୁବନେଶ୍ବର:…
Read More...

ମନ୍ତ୍ରୀ ପଦକୁ ଫେରିିବେ କ୍ଷମତାଶାଳୀ

ସାଂଗଠନିକ ନିର୍ବାଚନ ପରେ ରାଜ୍ଯ ମନ୍ତ୍ରିମଣ୍ଡଳ ଅଦଳବଦଳଦାଗି ମନ୍ତ୍ରୀଙ୍କ ସମେତ ନେତୃତ୍ବର ଯବକାଚରେ ୫ମନ୍ତ୍ରୀବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ବଦଳିପାରନ୍ତିଏକାଧିିକ ମନ୍ତ୍ରୀଙ୍କ ବିଭାଗରେ ପରିବର୍ତନ ସମ୍ଭାବନା ଭୁବନେଶ୍ବର: ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟ…
Read More...

ବିଧାୟକଙ୍କ ଭଳି ସାଂସଦ ବି ରହୁନାହାନ୍ତି ସଂସଦରେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥାନ ପାଇଁ କହିଥିଲେ ପ୍ରଧାନମନ୍ତ୍ରୀଙ୍କ କ୍ଷୋଭ ସଂପର୍କରେ ଜଣାଇଲେ ରାଜନାଥ ଭୁବନେଶ୍ବର: ଗୃହରେ ବିଧାୟକମାନଙ୍କ ଅନୁପସ୍ଥିତି େନଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟରେ ବିଜେଡି ବିଧାୟକମାନଙ୍କ ପାଇଁ…
Read More...

ଚମକ ହରାଉଛି କି ଓଡ଼ିଶା ବିଧାନସଭା?

ପୂର୍ବାପେକ୍ଷା ଦକ୍ଷ ଓ ଅନୁଭବୀ ବିଧାୟକ ଜିତୁଛନ୍ତିବିତର୍କର ମାନ ବଢୁନି କି ବିଲ୍‍ ଆଲୋଚନା ହେଉନିକଣ ପାଇଁ ଆଗୁଆ ସରିଯାଉଛି ଅଧିବେଶନବାଚସ୍ପତିଙ୍କ କଥା ଶୁଣୁନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କର ବି ଭୁବନେଶ୍ୱର: ସଂସଦ ଓ ବିଧାନସଭାରେ ଯେତେ ଅଧିକ ଦକ୍ଷ, ଶିକ୍ଷିତ ତଥା ଅନୁଭବୀ ସାଂସଦ ଓ…
Read More...

ରାଜଭବନରେ ଶପଥପାଠ କଣ ପ୍ରହସନ?

ଖୋଲା ଉଲ୍ଲଂଘନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀଭ୍ରଷ୍ଟାଚାରକୁ ଇଙ୍ଗିତ କରୁଛି କାରନାମା, ଲୋକାୟୁକ୍ତ ଟାଣିପାରନ୍ତିମୁଖ୍ୟମନ୍ତ୍ରୀଙ୍କୁ ବଦନାମ ପାଇଁ ବଡ଼ ଧରଣର ଷଡ଼଼ଯନ୍ତ୍ର ଭୁବନେଶ୍ୱର: ଦୁଇ ମହିଳାଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ…
Read More...

ତ୍ରେତୟାର ଘଟଣା କଳିଯୁଗରେ ପୁନରାବୃତ୍ତି

ମହାରାଷ୍ଟ୍ରରେ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ୩୫ ବିଧାୟକ ଆଣିଥିବା ଅଜିତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବଶରଦ ପାଵାର କହିଲେ, ଅଜିତଙ୍କ ନିଷ୍ପତ୍ତି ନିଜସ୍ୱଗର୍ଜୁଛି ଶିବସେନା, ଏଯାଏ ମୁହଁ ଖୋଲିନାହିିଁ କଂଗ୍ରେସ ନୂଆଦିଲ୍ଲୀ: ଶ୍ରୀ ରାମଚନ୍ଦ୍ରଙ୍କ ଭଳି ରାତି ପାହିଥିଲେ…
Read More...

ବିଜେପି ଅଡୁଆ ବଢାଇଦେଲେ

ଭୁବନେଶ୍ୱର: ଓଡିଶା ବିଧାନସଭାରେ ସ୍ମିତାରାଣୀ ହତ୍ୟା ମାମଲାରେ ମୁଖ୍ୟ ବିରୋଧୀ ବିଜେପି ମୁହାଁମୁହିଁ ସ୍ଥିତିରେ ଅଛି। ଠିକ ସେତିକିବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ବିଜେଡି ଓ ଏନସିପିକୁ ସେମାନଙ୍କ ସଂସଦରେ ଶୃଙ୍ଖଳିତ ବ୍ୟବହାର ଲାଗି ଉଚ୍ଚ ପ୍ରଶଂସା କରିଛନ୍ତି। ଗୃହ…
Read More...

ତଥାପି ଓଡିଶା ବିଧାନସଭା ବହୁ ପଛରେ!

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ରେକର୍ଡ଼ ଭୋଟ ବ୍ୟବଧାନରେ ଜିତିଥିବା ରୀତା ସାହୁ ଆଜି ସକାଳେ ବିଧାୟକ ଭାବେ ଶପଥ ନେଇଛନ୍ତି। ବିଧାନସଭା କାର୍ଯ୍ୟାଳୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଶପଥ କରାଇଥିଲେ। ଶ୍ରୀମତୀ ସାହୁଙ୍କୁ ମିଶାଇ ବିଧାନସଭାରେ ମହିଳା ସଦସ୍ୟାଙ୍କ ସଂଖ୍ୟା…
Read More...