ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

ରାଜନୀତି

ବାରଣାସୀରେ ମୋଦୀ ଦେଲେ ବଡ ଉପହାର

ବାରାଣସୀ: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାରଣାସୀ ଗ୍ରସ୍ତରେ ଯାଇ ସେଠାକାର ଚାଷୀ ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି ମୋଦୀ। ଚାଷୀ ମାନଙ୍କୁ ପିଏମ୍ କିଷାନ…
Read More...

ଚାଷୀଙ୍କୁ ଟଙ୍କା ଦେଲେ ସରକାର

ଭୁବନେଶ୍ବର: ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି । ଦେଶକୁ ଖାଦ୍ୟ ଯୋଗାଉଥିବା…
Read More...

ଜୁନ୍ ୨୦ରେ ହେବ ବାଚସ୍ପତି ନିର୍ବାଚନ : ୧୮ ଓ ୧୯ ଶପଥ ନେବେ ନବ ନିର୍ବାଚିତ ବିଧାୟକ

ଭୁବନେଶ୍ବର: ଆସନ୍ତା ଜୁନ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନୂଆ ବିଧାୟକ ଶପଥ ଗ୍ରହଣ କରିବେ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ନୂଆ ବିଧାୟକଙ୍କ ଶପଥ ପାଠ କରାଇବେ। ଏହାପରେ ଜୁନ୍ ୨୦ ତାରିଖରେ ନୂଆ ବାଚସ୍ପତି ଚୟନ ପାଇଁ ନିର୍ବାଚନ ହେବ। ଏହା ପୂର୍ବରୁ ସୁରକ୍ଷା…
Read More...

ୱାୟନାଡ଼ ଆସନ ଛାଡ଼ିଲେ ରାହୁଲ

ନୂଆଦିଲ୍ଲୀ: ୱାୟନାଡ଼ ଆସନ ଛାଡ଼ିଲେ ରାହୁଲ ଗାନ୍ଧି। ଗାନ୍ଧି ପରିବାରର ପାରମ୍ପରିକ ଆସନ ରାଏବରେଲି ରଖି ରାହୁଲ ୱାୟନାଡ଼ ଆସନ ଛାଡ଼ିଛନ୍ତି। ଏହା ନିଜେ ସ୍ପଷ୍ଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଏହାକୁ ନେଇ ଆଜି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେ ଓ…
Read More...

୧୯ରେ ନେତା ବାଛିବ ବିଜେଡି

ଭୁବନେଶ୍ବର: ଆସନ୍ତା ୧୯ ତାରିଖ ଦିନ ବିଜେଡି ବିଧାୟକ ଦଳ ବୈଠକ ଡକାଯାଇଛି। ୨୦ ତାରିଖ ବିଧାନସଭାର ବାଚସ୍ପତି ନିର୍ବାଚନ ପୂର୍ବରୁ ଏହି ବୈଠକକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଏହି ଦିନ ବିଜେଡି ବିଧାୟକ ଦଳ ନେତା ବାଛିବ। ଅର୍ଥାତ୍ ବିରୋଧୀ ଦଳ ନେତା କିଏ ହେବେ,ତାହା ଜଣାପଡ଼ିବ। …
Read More...

ଧର୍ମେନ୍ଦ୍ର ଓ ଅଶ୍ବିନୀଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ: ଓଡ଼ିଶା, ଆନ୍ଧ୍ରପ୍ରଦେଶ ଭଳି ଗୁରୁ୍ତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନର ସଫଳତାକୁ ଦୋହରାଇବା ଲାଗି ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଆଗକୁ ହେବାକୁ ଥିବା ମହାରାଷ୍ଟ୍ର, ହରିୟାନା, ଝାଡ଼ଖଣ୍ଡ ଓ ଜମ୍ମୁ ଓ…
Read More...

ଖୁବଶୀଘ୍ର ଆସିବ ‘ଓ୍ବାନ ନେଶନ ୱାନ ଇଲେକସନ’

ନୂଆଦିଲ୍ଲୀ: ଆସିପାରେ ‘ଓ୍ବାନ ନେଶନ ୱାନ ଇଲେକସନ। କେନ୍ଦ୍ର କ୍ୟାବିନେଟ୍‌ ପୂର୍ବରୁ ଆସିପାରେ ଓ୍ବାନ ନେଶନ ୱାନ ଇଲେକସନ ରିପୋର୍ଟ। ଦେଶରେ ତୃତୀୟ ଥର ପାଇଁ ପୁଣି ଠାରେ ବିଜେପି ସରକାର ଗଠନ କରିଛି। ହେଲେ ଏଥର ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନି। ବିଜେପି ନେତୃତ୍ୱ…
Read More...

ପ୍ରିୟଙ୍କାଙ୍କୁ ମିଳିପାରେ ଓ୍ବାୟନାଡ ଆସନ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଆସନରୁ ଲଢ଼ିଥିଲେ। ଉଭୟ ରାଏବରେଲି ଏବଂ ଓ୍ବାୟନାଡ ଆସନରେ ସେ ବିଜେତା ହୋଇଛନ୍ତି। ଏବେ କିନ୍ତୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ହେବ, ଯେଉଁଥିଲାଗି କିଛିଦିନ ଧରି ଚର୍ଚ୍ଚା ହୋଇ ଆସୁଛି। ତେବେ ରାହୁଲ ରାଏବରେଲି ଆସନ ରଖି…
Read More...

ପୂର୍ବତନ ରାଜ୍ୟପାଳ ଭଣ୍ଡାରେ ଆଉ ନାହାନ୍ତି

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଆଉ ନାହାନ୍ତି। ଆଜି ୯୫ବର୍ଷ ବୟସରେ ପରଲୋକ ଘଟିଛି। ଶ୍ରୀ ଭଣ୍ଡାରେଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…
Read More...

ନବୀନ ହୁଅନ୍ତୁ ବିରୋଧୀ ଦଳ ନେତା: ଅଶ୍ବିନୀ

ଭୁବନେଶ୍ବର: ମୋହନ ମାଝୀ ସରକାର ଶପଥ ନେବାର ୪ ଦିନ ହେଲାଣି। ଏ ଯାଏଁ ମନ୍ତ୍ରୀମାନଙ୍କୁ ବିଭାଗ ମିଳିପାରିନାହିଁ। ସେପଟେ ବିରୋଧୀ ଦଳ ନେତା କିଏ ହେବ, ତାହା ମଧ୍ୟ ସ୍ଥିର ହୋଇନାହିଁ। ଆସନ୍ତା ୨୦ ତାରିଖ ଦିନ ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ବିରୋଧୀ ଦଳ ନେତା ଚୟନ ହୋଇପାରେ…
Read More...