ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା
Browsing Category

ରାଜନୀତି

ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ଅଧିବେଶନ ଚାଲିଥିଲା। ପ୍ରାୟ ୪ ଘଣ୍ଟା ଧରି ଚର୍ଚ୍ଚା ପରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ବ୍ୟୟ ମଞ୍ଜୁରୀ ବିଲ୍ ଶାସନ-ପ୍ରଶାସନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ
Read More...

କେରଳ ନିର୍ବାଚନ ପାଇଁ ବିଜେପିର ଘୋଷଣାପତ୍ର ଜାରି

କେରଳ: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ଘୋଷଣାପତ୍ର ଜାରି କରିଛି। ରାଜ୍ୟରେ ପ୍ରଭାବ ବିସ୍ତାର କରିବାକୁ ଦଳ ପକ୍ଷରୁ ଭିତ୍ତିଭୂମି ସଂରଚନା ଓ କଳ୍ୟାଣମୂଳକ ଯୋଜନାର ସମନ୍ୱିତ ରୂପରେଖା ପ୍ରସ୍ତୁତ କରାଯାଇଛି। ଏପ୍ରିଲ ୯ରେ ୧୪୦ଟି ବିଧାନସଭା ଆସନ
Read More...

ଏପ୍ରିଲ ୧ରୁ ଟୋଲ୍ ପ୍ଲାଜାରେ ଡିଜିଟାଲ୍ ଦେୟ ପ୍ରଦାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଏପ୍ରିଲ ୧ ତାରିଖରୁ ନଗଦ ଦେୟ ପ୍ରଦାନ ପ୍ରଣାଳୀ ବନ୍ଦ ହେବାକୁ ଯାଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧୦୦ ଶତାଂଶ ଡିଜିଟାଲ୍ ଦେୟ ପ୍ରଦାନ ବ୍ୟବସ୍ଥା ଲାଗୁ କରାଯିବ। ନୂତନ ବ୍ୟବସ୍ଥା ଅନୁଯାୟୀ, ଯାତ୍ରୀମାନେ ଟୋଲ୍ ଶୁଳ୍କ କେବଳ
Read More...

ନନ୍ଦୀଗ୍ରାମରୁ ନାମାଙ୍କନ ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ: ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସୋମବାର ନନ୍ଦୀଗ୍ରାମ ନିର୍ବାଚନମଣ୍ଡଳୀ ପାଇଁ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ନିର୍ବାଚନରେ ଦଳ ନିର୍ଣ୍ଣାୟକ ବିଜୟ ହାସଲ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପୂର୍ବ ମେଦିନୀପୁର ଜିଲ୍ଲାର ହଳଦିଆରେ
Read More...

ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ

ବିହାର: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ସଞ୍ଜୟ ସରାୱାଗୀଙ୍କୁ ଦେଇଥିବାବେଳେ, ଆଜି (୩୦ ମାର୍ଚ୍ଚ ୨୦୨୬) ଏହାକୁ ବିହାର ବିଧାନସଭାର ବାଚସ୍ପତି ପ୍ରେମ କୁମାରଙ୍କ ପାଖରେ ଦାଖଲ କରାଯିବ। ବର୍ତ୍ତମାନ
Read More...

ବଙ୍ଗାଳରେ ଶାସନକୁ ଆସିଲେ ୪୫ ଦିନ ମଧ୍ୟରେ ସୀମା ବାଡ଼ ପାଇଁ ଜମି ବ୍ୟବସ୍ଥା କରିବାକୁ ଅମିତ ଶାହଙ୍କ ଘୋଷଣା

ନ୍ୟୁଜ୍ ବ୍ୟୁରୋ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଶନିବାର କହିଛନ୍ତି ଯେ, ଯଦି ଭାରତୀୟ ଜନତା ପାର୍ଟି ବଙ୍ଗାଳରେ ଆସନ୍ତା ବିଧାନସଭା ନିର୍ବାଚନ ପରେ ଶାସନକୁ ଆସେ, ତେବେ ସରକାର ଗଠନ ପରେ ୪୫ ଦିନ ମଧ୍ୟରେ ସୀମା ବାଡ଼ ନିର୍ମାଣ ପାଇଁ ଆବଶ୍ୟକ ଜମି ବ୍ୟବସ୍ଥା କରାଯିବ।ସେ ଅଭିଯୋଗ କରି
Read More...

୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି: ହରିଶ ରାଣାଙ୍କ ଦେହାନ୍ତ

ନୂଆଦିଲ୍ଲୀ; ଭାରତର ଆଇନଗତ ଏବଂ ଚିକିତ୍ସା ବିଜ୍ଞାନ ଇତିହାସରେ ମଙ୍ଗଳବାର ଏକ ଯୁଗାନ୍ତକାରୀ ଅଧ୍ୟାୟର ଅନ୍ତ ଘଟିଛି। ଦେଶରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟଙ୍କ ଠାରୁ ‘ପାସିଭ୍ ଇଉଥାନାସିଆ’ (ଇଚ୍ଛାମୃତ୍ୟୁ) ପାଇଁ ଅନୁମତି ପାଇଥିବା ୩୨ ବର୍ଷୀୟ ହରିଶ ରାଣାଙ୍କର ଦିଲ୍ଲୀ ଏମ୍‌ସରେ ଦେହାନ୍ତ
Read More...

ଯେଉଁଠୁ ସମ୍ଭବ ସେଠାରୁ ତେଲ କିଣୁଛି ଦେଶ : ମୋଦି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେଇଛନ୍ତି। ଗତ ୨୪ ଦିନ ଧରି ଚାଲୁଥିବା ଏହି ସଂଘର୍ଷ ମଧ୍ୟରେ ତାଙ୍କ ଅଭିଭାଷଣକୁ ଗୁରୁତ୍ୱ ଦିଆଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପଶ୍ଚିମ ଏସିଆର
Read More...

ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଯୁବକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ମୀ ବସ୍ ଓ ବୁଲେଟ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତକମାନେ ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ମାଣିଆକାଠି
Read More...

ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଛତିଶଗଡ଼ କ୍ୟାଡରର ୨୦୧୬ ବ୍ୟାଚର ଆଇଏଏସ ଅଧିକାରୀ ଡ଼. ରବି ମିତ୍ତଲଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରେ ଉପସଚିବ ଭାବରେ ନିଯୁକ୍ତ କରିଛି। ଡ଼. ମିତ୍ତଲ ଜଣେ ଶାନ୍ତ ଓ ତୃଣମୂଳ ସ୍ତରରେ କାମ କରୁଥିବା ଅଧିକାରୀ ଭାବେ ପରିଚିତ। ସେ ଦିଲ୍ଲୀର ମୌଲାନା
Read More...