ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି
Browsing Category

ରାଜନୀତି

ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ

୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ନୂଆ ଦିଲ୍ଲୀ: ବିଜେପି ଆଗାମୀ ସ୍ୱତନ୍ତ୍ର ସଂସଦ ଅଧିବେଶନକୁ ନେଇ ଏହାର ସମସ୍ତ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଦଳ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ୩ ଦିନିଆ ହ୍ୱିପ୍ ଜାରି କରିଛି। ୧୬ ଏପ୍ରିଲରୁ ୧୮ ଏପ୍ରିଲ…
Read More...

‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଭୁବନେଶ୍ଵର: ସସ୍ମିତ ପାତ୍ର ସିଜିମାଳି ଘଟଣାକୁ ଗୁରୁତ୍ୱ ଦେଇ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ସେ ଏନେଇ ଏକ ଚିଠି ଲେଖି ଆଦିବାସୀ ଭାଇଭଉଣୀଙ୍କ ଉପରେ ହୋଇଥିବା ଅତ୍ୟାଚାର ପ୍ରତି ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। …
Read More...

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ଶନିବାର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟର୍ଜୀଙ୍କ ଦକ୍ଷିଣ କୋଲକାତାର ନକତଲା ନିବାସରେ ପୁଣିଥରେ ଚଢ଼ାଉ କରିଛି। କେନ୍ଦ୍ରୀୟ ସୁରକ୍ଷା ବଳ ସହ ଟିମ୍ ସକାଳୁ ଘରକୁ ପହଞ୍ଚି ତଦନ୍ତ ଆରମ୍ଭ…
Read More...

ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ

ନ୍ୟୁଜ୍ ବ୍ୟୁରୋ: ଆଜି ଆସାମ-କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ମୋଟ ୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୨୯୬ଟି ଆସନ ପାଇଁ ଭୋଟିଂ ହୋଇଥିବା ବେଳେ, କୋଟିକୋଟି ଭୋଟର ନିଜର ମତାଧିକାର ପ୍ରୟୋଗ କରିଛନ୍ତି।…
Read More...

ରାଜ୍ୟସଭା ନେତା ପଦରୁ ଡ଼. ସସ୍ମିତ ପାତ୍ରଙ୍କ ଇସ୍ତଫା

ଭୁବନେଶ୍ଵର: ଓଡ଼ିଶା ରାଜନୀତିରେ ଏକ ବଡ ଘଟଣା ସାମ୍ନାକୁ ଆସିଛି। ବିଜୁ ଜନତା ଦଳ (BJD)ର ରାଜ୍ୟସଭା ସଂସଦୀୟ ଦଳ ନେତା ଡ଼. ସସ୍ମିତ ପାତ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଦଳର ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ସୂଚନା ମିଳିଛି। ଏହି…
Read More...

ନୂଆ ଦଳ ଗଠନ କଲେ ଡ଼. ନବଜୋତ କୌର ସିଦ୍ଧୁ

ନୂଆଦିଲ୍ଲୀ; ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ପରିସ୍ଥିତିରେ ନୂଆ ମୋଡ଼ ଆସିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡ଼. ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ବହିଷ୍କାର ପରେ ନିଜର ନୂତନ ରାଜନୈତିକ ଦଳ ଗଠନ ଘୋଷଣା କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ସେ…
Read More...

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା

କର୍ଣ୍ଣାଟକ: କର୍ଣ୍ଣାଟକ ଉପନିର୍ବାଚନ ପରିସ୍ଥିତିରେ ବିଜେପି ନେତା ଆର୍‌. ଅଶୋକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାଇୟାଙ୍କୁ ତୀବ୍ର ଆକ୍ରମଣ କରି, ପ୍ରତିଶ୍ରୁତି ଯୋଜନା ନେଇ ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସରକାର ତିନି ବର୍ଷ ଧରି କୌଣସି ଲକ୍ଷଣୀୟ ଉନ୍ନୟନ କାମ…
Read More...

“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା

ନୂଆ ଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ ନିଜ ମତ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରି ଅନେକ ପ୍ରଶ୍ନ ଉଠାଇଛନ୍ତି। ରାଘବ ଚଢା କହିଛନ୍ତି ଯେ ସେ ସଦା ସଂସଦରେ…
Read More...

ମହିଳା ସଂରକ୍ଷଣ ବିଲ୍ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ

ନ୍ୟୁଜ୍ ବ୍ୟୁରୋ: ଦେଶରେ ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ର କରି ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ଏହି ଅଧିବେଶନ ପାଇଁ ୩ ଦିନ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୬ ତାରିଖରୁ ଏହି ଅଧିବେଶନ ଆରମ୍ଭ ହେବ ଏବଂ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମହିଳା ସଂରକ୍ଷଣ…
Read More...

ଏପ୍ରିଲ ୧୦ରେ ରାଜ୍ୟସଭାରେ ଶପଥ ନେବେ ନୀତିଶ କୁମାର

ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତା ଏପ୍ରିଲ ୧୦ରେ ଦିଲ୍ଲୀରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ। ଏପ୍ରିଲ ୯ରେ ଦିଲ୍ଲୀ ପହଞ୍ଚି ଦୁଇ-ତିନି ଦିନ ରହିବେ ଏବଂ ଏହି ସମୟରେ ବରିଷ୍ଠ ଦଳୀୟ ନେତାମାନଙ୍କ ସହ ଆଲୋଚନା କରିପାରନ୍ତି। ଶପଥ ପରେ ପଟନା ଫେରି ସେ ମୁଖ୍ୟମନ୍ତ୍ରୀ ପଦରୁ…
Read More...