ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି
Browsing Category

ରାଜନୀତି

ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ

ଆସାମ: ବିଧାନସଭା ନିର୍ବାଚନରେ ବିଜେପି ଲଗାତାର ତୃତୀୟ ଥର ପାଇଁ ଶାସନକୁ ଫେରି ହ୍ୟାଟ୍ରିକ ସଫଳତା ହାସଲ କରିଛି। ଏହି ବିଜୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମୁଖ୍ୟ ଆକର୍ଷଣ ହୋଇଥିବାବେଳେ ସେ ଜାଲୁକବାରି ଆସନରୁ ବିଶାଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ…
Read More...

ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ

ଆସାମ: ବିଧାନସଭା ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ କରି ହ୍ୟାଟ୍ରିକ ଜୟ ଦିଗରେ ଆଗୁଆ ହୋଇଛି। କଂଗ୍ରେସ ପାଇଁ ଏହି ନିର୍ବାଚନ ଭାରି ଝଟକା ସାବିତ ହୋଇଛି। ଦଳର ରାଜ୍ୟ ମୁଖିଆ ଓ ସାଂସଦ ଗୌରବ ଗୋଗୋଇ ମଧ୍ୟ ଜୋରହାଟ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ପ୍ରଥମଥର ପାଇଁ ବିଧାନସଭା…
Read More...

ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ

ପଞ୍ଜାବ: ପଞ୍ଜାବରେ ଆମ ଆଦମୀ ପାର୍ଟିର ଅନେକ ରାଜ୍ୟସଭା ସାଂସଦ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ରାଜନୈତିକ ପରିସ୍ଥିତି ହଠାତ୍ ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି। ଏହି ଘଟଣା ଦଳ ଭିତରେ ଗଭୀର ସଙ୍କଟ ସୃଷ୍ଟି କରିଥିବାବେଳେ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦୃଶ୍ୟମାନ ହୋଇଛି। ବିଶେଷକରି…
Read More...

ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା

ଆଇନଗତ ମାମଲା ରୁଜୁ ଚେତାବନୀ ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରାଜନୈତିକ ପରିବେଶ ତୀବ୍ର ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଟୁ ମନ୍ତବ୍ୟ କରିଥିବା ସହ ତାଙ୍କ ଉପରେ ଆଇନଗତ…
Read More...

୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆସନ୍ତା ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ଏହି ଅଧିବେଶନ ମାତ୍ର ଗୋଟିଏ ଦିନ ପାଇଁ ଅନୁଷ୍ଠିତ ହେବ ଏବଂ ପୂର୍ବାହ୍ନ ୧୧ଟାରୁ କାର୍ଯ୍ୟ ଆରମ୍ଭ ହେବାକୁ ନିର୍ଦ୍ଧାରିତ। ସୂଚନାଯୋଗ୍ୟ ଯେ, ଏହି…
Read More...

୩ ସାଂସଦଙ୍କ ସହ ବିଜେପିରେ ମିଶିଲେ ରାଘବ ଚଢା

ନୂଆ ଦିଲ୍ଲୀ: ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖାଯାଇଛି। ରାଘବ ଚଢା ଆପରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗଦେଇଛନ୍ତି। ସେଙ୍କ ସହ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ଦଳ ପରିବର୍ତ୍ତନ କରିଛନ୍ତି। ରାଘବ ଚଡ୍ଡାଙ୍କ ସହ ମିଶି ଅଶୋକ ମିତ୍ତଲ ପ୍ରଥମେ ଆପ୍‌ରୁ ହଠାତ ଇସ୍ତଫା ଦେଇଥିଲେ। ଏହାପରେ…
Read More...

ମହିଳାଙ୍କ ପାଇଁ ମୋଦୀଙ୍କ ୧୦ ଗ୍ୟାରେଣ୍ଟି

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ରାଜନୈତିକ ଗତିବିଧି ତୀବ୍ର ହୋଇଯାଇଛି।ଚଳିତମାସ ୨୯ରେ ଅବଶିଷ୍ଟ ୧୪୨ଟି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷ୍ଣନଗରରେ ଆୟୋଜିତ ଏକ ବିଶାଳ ସଭାରେ ମହିଳାଙ୍କ…
Read More...

ମମତା ଦିଦିଙ୍କ ଖେଳ ଶେଷ: ଯୋଗୀ ଆଦିତ୍ୟନାଥ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭାର ୧୫୨ଟି ଆସନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବାବେଳେ ରାଜ୍ୟରେ ରାଜନୈତିକ ତାପମାତ୍ରା ଉଚ୍ଚସ୍ଥାନକୁ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ନଦିଆ ଜିଲ୍ଲାର ଚକଦହାରେ ଆୟୋଜିତ ଏକ ସାଧାରଣ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…
Read More...

ଖଡଗେଙ୍କ ବିବାଦୀୟ ଟିପ୍ପଣୀ ପରେ ନିର୍ବାଚନ ଆୟୋଗର ନୋଟିସ୍‌

ନ୍ୟୁଜ୍ ବ୍ୟୁରୋ: ଭାରତ ନିର୍ବାଚନ ଆୟୋଗ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବିବାଦୀୟ ମତାମତକୁ ଗୁରୁତ୍ୱ ସହ ଗ୍ରହଣ କରି ତାଙ୍କୁ ନୋଟିସ୍‌ ଜାରି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦିଆଯାଇଥିବା କଥିତ “ଟେରରିଷ୍ଟ” ମତାମତ ପରେ ଏହି ପଦକ୍ଷେପ ନିଆଯାଇଛି। ଆୟୋଗ…
Read More...

ପଶ୍ଚିମବଙ୍ଗରେ ଖାତା ଖୋଲିପାରିବନି କଂଗ୍ରେସ : ଅମିତ ଶାହ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦମଦମ୍‌ରେ ଆୟୋଜିତ ନିର୍ବାଚନୀ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଯେ ଏଥର କଂଗ୍ରେସ ବଙ୍ଗଳାରେ ତା’ର ଖାତା ମଧ୍ୟ…
Read More...