Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ଜେଲକୁ ଗଲା ପୁଅ; ଏବେ ବାପାଙ୍କ ପାଳି
ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାରେ ଚାପରେ କେନ୍ଦ୍ର ସରକାରକେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ପାଇଁ ଚାପ ବଢିଲାଣିଆଜି କଂଗ୍ରେସ କରୁଛି ମୌନ ପ୍ରତିବାଦ, ଅଜୟଙ୍କ ସମର୍ଥରେ କେହିନାହାନ୍ତିଆଶିଷ ମିଶ୍ରଙ୍କୁ ୧୨ ଘଣ୍ଟାରେ ୪୦ ପ୍ରଶ୍ନ; ଉତ୍ତର ଦେଇପାରିଲେନି, ବନ୍ଧା!-->…
Read More...
Read More...
ମୋଦୀଙ୍କ ପିଏମ୍ ସ୍ବାମୀତ୍ବ ଯୋଜନା ପାଇଁ ଅଣ୍ଟାଭିଡ଼ିଲେ ଧର୍ମେନ୍ଦ୍ର
ପିଏମ୍ ସ୍ୱାମୀତ୍ୱ ଯୋଜନାକୁ ଓଡ଼ିଶାରେ ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି ଚିଠି ଲେଖିଲେ ଡ୍ରୋନ୍ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତିର ମ୍ୟାପିଂ କରିବ ପିଏମ ସ୍ୱାମୀତ୍ୱ ଯୋଜନା ଯୋଜନା କାର୍ଯ୍ୟକାରୀ ହେଲେ ଗାଁ ଲୋକମାନେ ନିଜ ସମ୍ପତିକୁ ବ୍ୟବହାର କରି!-->…
Read More...
Read More...
ଗାନ୍ଧୀ ପରିବାରର ସମୟ ଏବେ ଭଲ ନାହିଁ!
ରାହୁଲଙ୍କୁ ନେଇ କଂଗ୍ରେସରେ କମ୍ପନ, ଦଳ ଭିତରୁ ବିରୋଧର ସ୍ବର ଉଠିଲାଣିବରୁଣ, ମାନେକାଙ୍କ ସ୍ଥିତି ତଦ୍ରୁପ, ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ନାଁ ନାହିଁ ଲଖିମପୁର ଖେରି ମାମଲାରେ ବରୁଣଙ୍କ ଟ୍ବିଟ୍ ବିଜେପି ଅଡୁଆ ବଢ଼ାଇଥିଲା ଦୋଷୀଙ୍କୁ ୩୦୨ରେ ବାନ୍ଧ, ସିବିଆଇ ତଦନ୍ତ ପାଇଁ ଯୋଗୀଙ୍କୁ!-->…
Read More...
Read More...
ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ; ଏମିତି ଅନ୍ଯ ମାମଲାରେ ହୁଏ କି?
ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲା ଷ୍ଟାଟସ ରିପୋର୍ଟରେ ଅସନ୍ତୁଷ୍ଟ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖମିପୁର ଖେରି ମାମଲାରେ ସର୍ବୋଚ୍ଚ ନ୍ଯାୟାଳୟ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁକ୍ରବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ହତ୍ୟା!-->!-->!-->…
Read More...
Read More...
ଭାରତ ଓ ଚୀନ ସେନା ମୁହାଁମୁହିଁ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଲେହରେ ଦୀଘଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ଏବେ ଅରୁଣାଚଳ ପ୍ରଦେଶରୁ ଦୁଇ ସେନା ମୁହାଁମୁହିଁ ହୋଇଥିବା ଖବର ଆସିଛି। ପାଟ୍ରୋଲିଂ ସମୟରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ।!-->…
Read More...
Read More...
ବିଜେପିକୁ ଅକଳରେ ପକାଇଲାଣି ଯୋଗୀଙ୍କ ରଣନୀତି
ଲକ୍ଷ୍ନୌ: ଶେଷରେ ମୁଣ୍ଡ ନୁଆଁଇଲେ ଯୋଗୀ ସରକାର। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ପରେ ବ୍ୟାକଫୁଟରେ ଥିବା ଯୋଗୀ ସରକାର ଏବେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ଖେରିରେ କୃଷକଙ୍କ ମୃତ୍ୟୁ ପରେ ଗତ ୪ ଦିନ ଧରି ରାଜନୈତିକ ଯୁଦ୍ଧ ଲାଗି ରହିଥିବା ବେଳେ ଆଜି ବଦଳିଛି ଚିତ୍ର। ଏବେ ଯୋଗୀ!-->…
Read More...
Read More...
ଦିନଟିଏ ବି ରଖିପାରିଲେନି ପିପିଲି ନିର୍ବାଚନ କୋଳାହଳ!
ନେତା , ପ୍ରବକ୍ତାଙ୍କ ଯୁକ୍ତି ଦେଖି ଓଡ଼ିଶା ତାଜୁବ୍; ଧୀରେ ଧୀରେ ମରିଯାଉଛି ରାଜନୀତିର ସ୍ବରବିଫଳ ହେଲେ ବିରୋଧୀ, ଅଜବ କଥା ଗଣମାଧ୍ୟମରେ ଗପିଲେ, ପ୍ରସଙ୍ଗ ଶୂନ୍ୟ ଥିଲା କି ନିର୍ବାଚନ?ଶାସକ ଦଳ ବି ମନଇଚ୍ଛା ଗପିଲେ, ପିପିଲି ଗୁରୁତ୍ବକୁ ହାଲକା କରି ନିଜ ଦଳର ଶ୍ରେୟ ନାହିଁ ଜଣାଇଦେଲେ
!-->!-->!-->…
Read More...
Read More...
ମନ୍ତ୍ରୀ ପୁଅ ନାମରେ ହତ୍ୟା ମାମଲା, ପ୍ରିୟଙ୍କାଙ୍କୁ ଅଟକ ରଖିଲା ୟୁପି ପୁଲିସ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ କାର ଚଢିବା ଘଟଣାରେ ଯୋଗୀ ସରକାର ଏବେ ଟାର୍ଗେଟରେ। ହିଂସାକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଅଟକ। ବିଳମ୍ବିତ ରାତିରେ ପ୍ରିୟଙ୍କା ଲକ୍ଷ୍ନୌରେ ପହଞ୍ଚିବା!-->…
Read More...
Read More...
କାହିଁକି ହାରିଲେ ବିଜେପିର ଆଶ୍ରିତ ପଟ୍ଟନାୟକ?
ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଜଣେ ଭଲ ନେତା, ସଂଗଠକ। ତାଙ୍କର ନିର୍ବାଚନମଣ୍ଡଳୀରେ ପତିଆରା ଅଛି, ପ୍ରତିଷ୍ଠା ବି। ତାଙ୍କର ପିପିଲିରେ ଗ୍ରହଣୀୟତା କିଛି କମ୍ ନାହିଁ। ଦଳମତ ନିର୍ବିଶେଷରେ ପୁରୀ ଜିଲ୍ଲାରେ ଯେଉଁ ‘ଭଲ’!-->…
Read More...
Read More...
ବାପାଙ୍କ ପରେ ପୁଅକୁ ଭରସା
ରୁଦ୍ର ମହାରଥୀ ପିପିଲି ବିଧାୟକ ଭାବେ ନିର୍ବାଚିତପୁଣି ପ୍ରମାଣିତ ହୋଇଗଲା ନବୀନ ଆଗରେଟକ୍କର ଦେଇପାରିଲାନି ବିଜେପି, ଆଶ୍ରିତ ହାରିଲେବିଜେଡି ଯେତିକି ଆଶା କରିଥିଲା, ସେତିକି ମିଳିଲାନିପୁରୀ ଜିଲ୍ଲା ଭୋଟ ବ୍ଯାଙ୍କକୁ ବିଗାଡିଛନ୍ତି ଅଫିସରବେଳହୁଁ ସାବଧାନ ନହେଲେ ଆଗକୁ ବିପଦ ହିଁ ବିପଦ
!-->!-->!-->…
Read More...
Read More...