ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି କଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ତ୍ରିସ୍ତରୀୟ ପଂଚାୟତ ରାଜ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ଯଜେ୍ଞଶ୍ୱର ବାବୁ ଆବାହକ ଥିବା ବେଳେ ଉମା ବଲ୍ଲଭ ରଥ, ମନୋରଞ୍ଜନ
Read More...

ଧର୍ମେନ୍ଦ୍ର-ଅରୁଣ: ଏବେ ବନ୍ଧୁ ନା ବଇରି?

ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ସୌଜନ୍ୟତା ପ୍ରଦର୍ଶନ କରିନାହାନ୍ତିନୂଆ ଶିକ୍ଷା ନୀତିରେ କେବଳ ଅଡୁଆ, କେନ୍ଦ୍ର ନା ରାଜ୍ୟ, ରାସ୍ତା କିଏ କାଢିବ?ଉଚ୍ଚଶିକ୍ଷା ଚାବି କେନ୍ଦ୍ର ହାତରେ, ସମୀକରଣ ଠିକ୍ ନହେଲେ ଓଡ଼ିଶା ଫସିବନବକଳେବର ପାଇଁ ପାଣ୍ଠି କୁଆଡୁ ଆସିବ ଅରୁଣ ପଚାରୁନାହାନ୍ତି
Read More...

ପୌର ନିର୍ବାଚନ ପ୍ରସ୍ତୁତି ଲାଗି କମିଟି

କମିଟିର ଅଧ୍ୟକ୍ଷ କେ.ଭି ସିଂହଦେଓ ଏବଂ ରାଜ୍ୟ ସଂଯୋଜକ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଭୁବନେଶ୍ୱର: ପୌର ନିର୍ବାଚନ ଲାଗି ବିଜେପି ଦଳୀୟ ସଂଗଠନକୁ ସଶକ୍ତ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ତଥା
Read More...

ସଙ୍କେତ ମିଳିଲା, ଖୁବ୍ ଶୀଘ୍ର ପିପିଲି ଉପନିର୍ବାଚନ ହେବ

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନପିପିଲିର ସ୍ୱପ୍ନେଶ୍ୱର ମନ୍ଦିର ଏବଂ ରତ୍ନଚିରା ଉପତ୍ୟକାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରସ୍ୱପ୍ନେଶ୍ୱର ମନ୍ଦିର ବିପଜ୍ନନକ ଅବସ୍ଥାରେ ରହିଥିବା ନେଇ ଚିନ୍ତାବ୍ୟକ୍ତ କଲେ
Read More...

ବିନା ଟିମ୍‌ରେ ଆଉ କେତେଦିନ କ୍ୟାପଟେନ୍ ରହିବେ ନିରଞ୍ଜନ?

ଭୁବନେଶ୍ବର: ଯୁବ ଓ ଛାତ୍ର ସଂଗଠନ ଅଛି। ମହିଳା ସଭାନେତ୍ରୀ ଓ ସେବାଦଳ ମୁଖ୍ୟଙ୍କୁ ବି ନିଯୁକ୍ତି ଦିଆଗଲା। ଇତିମଧ୍ୟରେ ଗଣମାଧ୍ୟମ ବ୍ୟାପାର ବୁଝିବା ପାଇଁ ଗୋଟିଏ ଟିମ୍ ବି ଗଠନ ହେଲା। ହେଲେ ଅସଲ ଯେଉଁଟା ମାନେ କଂଗ୍ରେସର ମୂଳ ସଂଗଠନ କେଉଁମାନଙ୍କୁ ନେଇ ଚାଲିଛି? ରାଜ୍ୟ କଂଗ୍ରେସ
Read More...

ୟେଦୁରପ୍ପା କହିଲେ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କର, ସେୟା ହେଲା

ନୂଆଦିଲ୍ଲୀ: ଶେଷରେ ବିଦାୟୀ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାଙ୍କ ପଲ୍ଲା ଭାରି ରହିଲା। ଲିଙ୍ଗାୟତ ଭୋଟ ହାତଛଡା ଭୟରେ ବିଜେପି ନିଷ୍ପତ୍ତି ନେଲା ଯେ ୟେଦୁରପ୍ପାଙ୍କୁ ସନ୍ତୁଷ୍ଟ କରିବାକୁ ହେବ। ଏଣୁ ତାଙ୍କ ସୁପାରିସ ଅନୁସାରେ, ଆଜି ବାସବରାଜ ବୋମାଇଙ୍କୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
Read More...

ମୋଦୀ-ମମତା: ଗରମ ନୁହେଁ ନରମ ଆଲୋଚନା

ନୂଆଦିଲ୍ଲୀ: ବାତ୍ୟା 'ୟାସ୍' ପରେ ପ୍ରଧାନମନ୍ତ୍ରୀ ଯେବେ ପଶ୍ଚିମବଙ୍ଗ ଯାଇଥିଲେ, ସେବେ ଯେଉଁ ଅପ୍ରୀତିକର ଘଟଣା ଦେଶ ଦେଖିଥିଲା, ଆଜି ସେମିତି କିଛି ଘଟିନାହିଁ। ବରଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମମତା ବାନାର୍ଜୀ ନୂଆଦିଲ୍ଲୀ ଗସ୍ତରେ ଆସି ଆଜି ପ୍ରଧାନମନ୍ତ୍ରୀ
Read More...

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?

ବାଙ୍ଗାଲୁର: ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା, ତାହା ହିଁ ହେଲା। ସରକାର ଗଠନର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ବିଏସ୍ ୟେଦୁରପ୍ପା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଥିଲେ।:
Read More...

ଚାରି ନେତାଙ୍କ ହାତରେ କ୍ଷମତା, ତଥାପି ଦୋହଲୁଛି ସଂଗଠନ

ପୁରୀ ଜିଲ୍ଲାରେ ଧୀରେ ଧୀରେ ଦୁର୍ବଳ ହେଲାଣି ବିଜେଡିଚାରି ଆସନରେ ପ୍ରାର୍ଥୀ ବଦଳିବା ସମ୍ଭାବନା ଅଧିକ ରହିଛିବିଜେଡି ମୁଖପାତ୍ର ଲେନିନ୍ ରାଜନୀତିର ମୁଖ୍ୟଧାରାକୁ ଆସିପାରନ୍ତିପୁରୀ ଲୋକସଭା ଆସନରେ ପିନାକୀ ଲଢିବେ ନା ବଦଳିବେ?ରାଜ୍ୟ ଦୂରେ ଥାଉ ନିଜି ଜିଲ୍ଲାରେ ବି ପତିଆରା ନାହିଁଦଳୀୟ
Read More...

ବିଜେପିକୁ ମୁହଁତୋଡ ଜବାବ ଦେଲା ବିଜେଡି

ଅଭିଯୋଗ ଥିଲେ ନ୍ୟାୟାଳୟ ଦ୍ବାରସ୍ଥ ହୋଇ ମତ ରଖ, ବିଭ୍ରାନ୍ତ କରନିସାମ୍ବିଧାନିକ ଅନୁଷ୍ଠାନକୁ ବିଜେପିର ଅପମାନ ଦୁର୍ଭାଗ୍ୟଜନକ: ବିଜେଡି ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିସନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ
Read More...