ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା
Browsing Category

ସାମାଜିକ

ଦୁଇଟି ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ଦୁଇଟି ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ନୋଏଡାରେ ଥିବା ମାରିଅନ୍‌ ବାୟୋଟେକ ଦ୍ବାରା ଏହି ଔଷଧ ପ୍ରସ୍ତୁତ କରାଯାଉଛି । ଉଜବେକିସ୍ତାନରେ ଔଷଧ ଖାଇ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ସେଠାରେ ଏହି ଔଷଧକୁ ବ୍ୟବହାର ପାଇଁ
Read More...

ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ, ୧୫ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିଲାଙ୍କୁ ନେଇ ଯାଉଥିବା ଏକ ପ୍ରାଇଭେଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ: ନବରଙ୍ଗପୁର ଜିଲ୍ଲାର
Read More...

ହାଇସିକ୍ୟୁରିଟି ନମ୍ବର ଲଗାଇନଥିଲେ ଗଣିବେ ତଣ୍ଡ

ଭୁବନେଶ୍ବର; ଯାଞ୍ଚ ହେବ ଏଚଏସଆରପି ନମ୍ବର ବା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ବଡ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି । ୮୦ ପ୍ରତିଶତ ଲୋକ ଲଗାଇ ସାରିଲେଣି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ । ଯେଉଁମାନେ ହାଇସିକ୍ୟୁରିଟି ନମ୍ବର ଲଗାଇନଥିବେ ସେମାନେ
Read More...

ଉଦ୍ଧାର ହେଲା ବୋରୱେଲରେ ଫସିଥିବା ଶିଶୁ

ଉତ୍ତରପ୍ରଦେଶ; ୪୦ଫୁଟ ଗଭୀର ବୋରୱେଲ ଭିତରେ ଖସିପଡ଼ିଥିବା ୬ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହାପୁରର କୋଟଲା ସାଦତରେ। ସ୍ଥାନୀୟ ପ୍ରଶାସନ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ପକ୍ଷରୁ ପ୍ରାୟ ୫ରୁ ୭ ଘଣ୍ଟାର ଅପରେସନ ପରେ ଉକ୍ତ
Read More...

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଠିକା ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା; ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଘଟିଲା ଅଘଟଣ। ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି ଠିକା ଶ୍ରମିକ । ମୃତକ ହେଲେ ଗୋପାଳ ତୀର୍କୀ । ତାଙ୍କ ଘର ଲାଠିକଟା ବ୍ଲକ ଟାଇଁସର ପଞ୍ଚାୟତ ଅନ୍ତର୍ଗତ ମାଙ୍ଗରାଟୋଲା ଗାଁରେ । ସେ ଦୀପଶିକ୍ଷା
Read More...

ଟ୍ରାଙ୍କୁଲାଇଜ ହେଲା ଦନ୍ତା

ପୁରୀ; ଟ୍ରାଙ୍କୁଲାଇଜ ହେଲା ପୁରୀରେ ଉପଦ୍ରବ ଚଳାଇଥିବା ହାତୀ । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି ବନବିଭାଗ। ସୋମବାରଠୁ ପୁରୀରେ ଉପଦ୍ରବ ଚଳାଇଥିଲା ହାତୀ । ଗତକିଛି ଦିନ ହେବ ହାତୀଟି ଚନ୍ଦନପୁର, ପ୍ରତାପପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣଜନପୁର ଅଞ୍ଚଳରେ
Read More...

ଭୂକମ୍ପରେ ଦୋହଲିଲା ଇଣ୍ଡୋନେସିଆ

ଇଣ୍ଡୋନେସିଆ; ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପରେ ଦୋହଲିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୭ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ୨.୪୭ ମିନିଟ୍‌ରେ
Read More...

ଆସନ୍ତା ୨୮ରୁ ଖଣ୍ଡଗିରି ମେଳା

୨ବର୍ଷ ପରେ ଦର୍ଶକଙ୍କ କରତାଳିରେ କମ୍ପିବ ଖଣ୍ଡଗିରିଆସନ୍ତା ୨୮ରୁ ଫେବ୍ରୁଆରୀ ୧୦ଯାଏଁ ଚାଲିବ ମେଳାଅପେରାରେ ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା ଭୁବନେଶ୍ବର; ମାଘ ମେଳା ପାଇଁ ସଜେଇ ହେଲାଣି ଖଣ୍ଡଗିରି । ଦୁଇ ବର୍ଷ ପରେ ପୁଣି ଜମିବ ଯାତ୍ରା । ଐତିହାସିକ ପାହାଡ ପାଦ ଦେଶରେ ଦୁଲୁକିବ
Read More...

ପାହାଡି ସହରର ସ୍ଥିତି ସାଂଘାତିକ ହେବାରେ ଲାଗିଛି

ଡେରାଡୁନ୍‌: ଧସି ଧସି ଯାଉଛି ଯୋଶୀମଠ। ଭୂମି-ସ୍ଖଳନ ଓ ଭୂମି-ଚପା ଉପଦ୍ରୂତ ଜୋନ୍‌ ଭାବେ ଘୋଷିତ ହେବା ପରେ ଯୋଶୀମଠରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟକୁ ଜୋର କରାଯାଇଛି। ସେଥିପାଇଁ ଉତ୍ତରାଖଣ୍ଡର ଚୋମୋଲି ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରୁଛି। ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଘରେ
Read More...

ଗାଁରେ ପଶିଲା ଦନ୍ତା, ଲୋକେ ଆତଙ୍କିତ

ଚନ୍ଦନପୁର: ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର କୃଷ୍ଣାଜନପୁର ଗାଁର ହୋତା ସାହି ଅଞ୍ଚଳରେ ପଶିଛି ଦନ୍ତା। ହାତୀକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ତେବେ ହାତୀଟି କୃଷ୍ଣାଜନପୁର ଗାଁ ନିକଟରେ ଏକ ଜଙ୍ଗଲରେ ରହିଥିବା ବେଳେ ହାତୀ ଉପରେ ଜଙ୍ଗଲ ବିଭାଗ ପକ୍ଷରୁ ନଜର ରଖାଯାଇଛି।
Read More...